ମିଡିଆ ଉପରେ ରାଗିଲେ କ୍ୟାଟ୍ରିନା, କହିଲେ-ପ୍ଲିଜ୍ କ୍ୟାମେରା ବନ୍ଦ କର
ମୁମ୍ଵାଇ ୧୯।୧୧: ବଲିଉଡ୍ ବିଉଟି କ୍ୟାଟ୍ରିନା କୈଫ୍।ତାଙ୍କର ମିଡିଆ କର୍ମୀଙ୍କ ସହ ଖଟା-ମିଠା ସମ୍ପର୍କ ସଭିଁଙ୍କୁ ଜଣା । ଘରୁ ବାହାରକୁ ବାହାରିଲେ ତାଙ୍କ ପଛରେ ପଡ଼ିଯାଏ ମିଡିଆ। ତାଙ୍କ କାର୍ଯ୍ୟକଳାପ ସଙ୍ଗେ ସଙ୍ଗେ ଗଣମାଧ୍ୟମକୁ ଚାଲିଆସେ । ଏବେ କ୍ୟାଟ୍ରିନା ମିଡିଆ କର୍ମୀଙ୍କ ଉପରେ ଟିକିଏ ଚିଡ଼ିଯାଇଛନ୍ତି । ଏକ ପାର୍କରେ କସରତ କରିବା ସମୟରେ ମିଡିଆ କର୍ମୀଙ୍କ ନଜର ତାଙ୍କ ଉପରେ ପଡିଯାଇଥିଲା। ସେମାନେ ତାଙ୍କର ଫଟୋ ଓ ଭିଡିଓ ପ୍ରସ୍ତୁତ କରିଥିଲେ। ଫଟୋଗ୍ରାଫର୍ମାନେ […]









