ମୃତ୍ତିକା ସଂରକ୍ଷଣ ବିଭାଗରେ ଦୁର୍ନୀତି: କୋଟି କୋଟି ଟଙ୍କାର ପ୍ରକଳ୍ପ ଗାଏବ
ପୁରୀ : ପୁରୀ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗରେ ବଡ଼ଧରଣର ଦୁର୍ନୀତି ସାମ୍ନାକୁ ଆସିଛି। କୋଟି କୋଟି ଟଙ୍କାର ପ୍ରକଳ୍ପ ଗାଏବ ହୋଇଯାଇଛି। ଏ ସମ୍ପର୍କରେ ଅଭିଯୋଗ ହେବାପରେ ଲୋକାୟୁକ୍ତ ଖୋଳତାଡ଼ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିବର୍ଷ ବୃକ୍ଷରୋପଣ, ପୋଖରୀ ଖନନ, ଗାଈଗୋରୁ ପାଳନ ପାଳନ ଆଦି ପାଇଁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ପୁରୀ ଜିଲ୍ଲା ମୁତ୍ତିକା ସଂରକ୍ଷଣ ବିଭାଗକୁ କୋଟି କୋଟି ଟଙ୍କାର ଅନୁଦାନ […]









