ଖପ୍ରାଖୋଲରୁ ୩୦ ଦାଦନ ଶ୍ରମିକ ଉଦ୍ଧାର, ୩ ସର୍ଦ୍ଦାର ଅଟକ
ପାଟଣାଗଡ଼ ୨୦।୧୧ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରୁ ୩୦ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏହାସହିତ ୩ ଜଣ ସର୍ଦାରଙ୍କୁ ଅଟକ ରହିଛି ପୋଲିସ । ଖପ୍ରାଖୋଲ ପୋଲିସ ଦୁଇଟି ସ୍ଥାନରେ ଚଢ଼ାଉ କରି ଦାଦନ ପାଇଁ ଯାଉଥିବା ଶ୍ରମିକଙ୍କୁ ଉଦ୍ଧାର କରିଛି । ଖବର ଅନୁଯାୟୀ, ଦ୍ରୁତ ଗତି ରେ ଯାଉଥିବା ଏକ ଗାଡି ଅଟକାଇ ପଚରା ଉଚୁରା କରିବା ଆବଶ୍ୟକ କାଗଜପତ୍ର ନ ଥାଇ ବେଆଇନ ଦାଦନ ଚାଲାଣ ହେଉଥିବା ଜଣା ପଡିଥିଲା […]









