TATA ର ହେବ ୩୦ ବର୍ଷ ପୁରୁଣା Bisleri, ୭୦୦୦ କୋଟିରେ ହେବ ଡିଲ୍
ନୂଆଦିଲ୍ଲୀ, ୨୪/୧୧: ଭାରତର ପ୍ରୁମଖ ପ୍ୟାକେଜ୍ ଓ୍ବାଟର କମ୍ପନୀ ବିସଲେରିକୁ କିଣିବ ଟାଟା। ଟାଟା କନଜ୍ୟୁମର ପ୍ରୋଡକ୍ଟସ ଲିମିଟେଡ(ଟିସିପିଏଲ) ପ୍ରାୟ ୬୦୦୦-୭୦୦୦ କୋଟିରେ ଏହାକୁ କିଣିବାକୁ ଯାଉଛି। ତେବେ ଟାଟା ବିସଲେରିକୁ କିଣିବା ପରେ ଆଗାମୀ ଦୁଇ ବର୍ଷ ଯାଏଁ ବର୍ତ୍ତମାନର ମ୍ୟାନେଜମେଣ୍ଟ କାମ କରିବ। ବିସଲେରୀ ଭାରର ସବୁଠୁ ବଡ଼ ପ୍ୟାକେଜ୍ ଓ୍ବାଟର କମ୍ପାନୀ ଅଟେ। ଟାଟାର ହେବ ବିସଲେରି। ଥମ୍ପସ ଅପ୍, ଗୋଲ୍ଡ ସ୍ପଟ ଲିମକାକୁ କୋକା-କୋଲାକୁ ବିକିବାର ପ୍ରାୟ ତିନି ଦଶନ୍ଧି ପରେ […]









