ମଣ୍ଡି ବଦଳରେ ଛତିଶଗଡ଼ ଯାଉଛି ଧାନ: ଚାଲାଣ ହୋଇ ସାରିଲାଣି ୩୦%, ଦଲାଲ ଦେଉଛନ୍ତି ଏମ୍ଏସ୍ପି ମୂଲ୍ୟ
ବରଗଡ଼/ନୂଆପଡ଼ା: ପଦ୍ମପୁର ଉପଖଣ୍ଡରେ ଉପନିର୍ବାଚନ ତାତି! ସାଧାରଣ ଜନତାଙ୍କଠାରୁ ରାଜନୈତିକ ନେତା, ସମସ୍ତେ ଏବେ ପ୍ରଚାରରେ ମାତିଛନ୍ତି। ଏପରିସ୍ଥଳରେ, ଧାନକିଣାକୁ ନେଇ ଏକ ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। ଉପଖଣ୍ଡର ବିଭିନ୍ନ ଅଞ୍ଚଳର ବିଲରୁ ପ୍ରାୟ ୮୦ ପ୍ରତିଶତ ଧାନ କଟି ସାରିଲାଣି। କିନ୍ତୁ, ମଣ୍ଡିରେ ଧାନ ନଥିବା ବେଳେ ୩୦ ପ୍ରତିଶତ ଛତିଶଗଡ଼କୁ ଚାଲାଣ ହୋଇସାରିଲାଣି। କେବଳ ବରଗଡ଼ ଜିଲ୍ଲାର ପଦ୍ମଖଣ୍ଡ କାହିଁକି, ପଶ୍ଚିମ ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳରେ ବି ସମାନ ଦୃଶ୍ୟ ଦେଖିବାକୁ […]









