ଛତୁ ତରକାରୀ ଖାଇ ଗୋଟିଏ ପରିବାର ୭ ଜଣ ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି
ଉମରକୋଟ: ଶ୍ରାବଣରେ ଛତୁକୁ ଶୁଖାଇକି ରଖି ଖାଇଥିବା ଗୋଟିଏ ପରିବାର ୭ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉମରକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଅଭାବନୀୟ ଘଟଣା ଘଟିଛ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନ ଅନ୍ତର୍ଗତ ଆଦିବାସୀ ପୂର୍ଲା ଗ୍ରାମରେ। ପୁର୍ଲା ଗ୍ରାମର ଗୋଟିଏ ଆଦିବାସୀ ପରିବାର ଶ୍ରାବଣ ମାସରେ ମିଳୁଥିବା ଛତୁକୁ ଶୁଖାଇ ରଖିଥିଲେ। ଏହି ପରିବାରର ଲୋକେ ଛତୁକୁ ତରକାରୀ କରି ଖାଇଥିଲେ। ଖାଇବା ସଂଗେ ସଂଗେ ସେମାନଙ୍କର ବାନ୍ତି […]









