ବ୍ରହ୍ମଗିରି: ପର୍ଯ୍ୟଟକ ବଢ଼ିଲେ, ଶୋଷଣ ବି ବଢ଼ିଲା
ବ୍ରହ୍ମଗିରି: ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ସାରିଛି। ପ୍ରତି ଦିନ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ପର୍ଯ୍ୟଟନସ୍ଥଳୀକୁ ଲାଗିଛି। ଏହାରି ଭିତରେ ପର୍ଯ୍ୟଟକଙ୍କୁ ଶୋଷଣ ଆରମ୍ଭ ହୋଇଥିବା ଅଭିଯୋଗ ଆସିଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍ରେ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଆରମ୍ଭ ହୋଇଛି। ବାଲିହରଚଣ୍ଡୀ ଓ ଶ୍ରୀଅଲାରନାଥଙ୍କ ପୀଠ ଭଳି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଗହଳି ଲାଗିଛି। ସବୁଠାରୁ ଅଧିକ ଭିଡ଼ ଚିଲିକାରେ ଲାଗିଛି। ଚିଲିକା ବୁଲିବା ପାଇଁ ପ୍ରତି ଦିନ ହଜାର […]









