ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ୍, ଖୁବଶୀଘ୍ର ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବ ଓଡିଶା
ଭୁବନେଶ୍ୱର ୦୧।୧୨ : ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୨୨। କନକ୍ଲେଭ୍ରେ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । ଖୁବଶୀଘ୍ର ଓଡିଶା ପହଞ୍ଚିବ ଟ୍ରିଲିୟନ ଡଲାର ଅର୍ଥନୀତିରେ । ସବୁଠାରୁ ଭଲ ଭିତ୍ତିଭୂମି ଯୋଗାଇ ଦେବାକୁ ପ୍ରତିଶୃତି । ଆପଣମାନେ ଆସନ୍ତୁ । ଏହି ଦୁଇ ଦଶନ୍ଧିରେ ରାଜ୍ୟର ଚାଷୀ ଭାର ଆୟକୁ ଦ୍ୱିଗୁଣିତ କରିଛୁ । ୫୦ ପ୍ରତିଶତ ଗରିବୀ କମିଛି । ସେହିପରି ଅନ୍ୟପଟେ ଓଡିଶାରେ ଏକ କୋଟି ଲକ୍ଷ ଟଙ୍କା ନିବେଶ କରିବ ଜିନ୍ଦଲ। ରାଜଧାନୀରେ […]









