ରାଜ୍ୟରେ ବଢ଼ୁଛି ଜାଲ୍ ନୋଟ୍ କାରବାର: ୪ ମାସରେ ଜବତ ହେଲାଣି ଅଧ କୋଟି
ଭୁବନେଶ୍ବର : ଗତ ୪ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଧ କୋଟିଏରୁ ଊର୍ଧ୍ବ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇସାରିଲାଣି। ଯାହାକି ରାଜ୍ୟର ଜାଲ୍ ନୋଟ୍ କାରବାରର ବାସ୍ତବ ଚିତ୍ରକୁ ପଦାରେ ପକାଇଛି। ବଜାର, ହାଟ, ମଲ୍ ଏମିତିକି ଏଟିଏମ୍ରୁ ବି ମିଳୁଛି ନକଲି ନୋଟ୍। ବେଳେବେଳେ ବ୍ୟାଙ୍କରୁ ବି ଧରାପଡ଼ୁଛି ଜାଲ ନୋଟ୍। ଦେଶରୁ କଳାଟଙ୍କା ଓ ଜାଲ୍ ନୋଟ୍ କାରବାର ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ […]








