ଭାରତ-ବାଂଲାଦେଶ ଦିନିକିଆ; ସୁପର ସନ୍ଡେ’ରେ ହେବ ସୁପର ଫାଇଟ୍
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ମୀରପୁର,୦୪/୧୨: ଭାରତ-ବାଂଲାଦେଶ ଦିନିକିଆ ସରିଜ୍ । ରବିବାର ଅର୍ଥାତ୍ ଆଜି ଠାରୁ ଆରମ୍ଭ ହେଉଛି ଅଭିଯାନ । ଦିନ ସାଢେ ୧୧ଟାରେ ଶେରେ ବାଂଲା ଷ୍ଟାଡିୟମ୍ରେ ଖେଳାଯିବ ଏହି ମ୍ୟାଚ୍ । ପ୍ରଥମ ଓ୍ବାନଡେ’ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି […]









