ନାରାୟଣପାଟଣା: ଓଡ଼ିଶା ଲେଉଟି ଛେଳି ମାରିଲା ମହାବଳ
ନାରାୟଣପାଟଣା : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍କୁ ପୁଣି ଲେଉଟିଲା ମହାବଳ ବାଘ। ୩ଦିନ ହେଲା ବାଘର କୌଣସି ସ୍ବରଶବ୍ଦ ନଥିଲା। ବାଘ ଆନ୍ଧ୍ରକୁ ଚାଲି ଯାଇଥିବା ଅନୁମାନ କରି ଲୋକେ ଆଶ୍ବସ୍ତ ହୋଇଥିଲେ। କିନ୍ତୁ, ଓଡ଼ିଶାରେ ପଶି ବଳଦ ପରେ ଛେଳି ଶିକାର କରି ମହାବଳ ପୁଣି ନିଜ ଉପସ୍ଥିତି ଜାହିର କରିଛି। ଖବର ପାଇ ରବିବାର ସଂଧ୍ୟାରେ ବନ ବିଭାଗ ଟିମ୍ ପୁଣି ଆନ୍ଧ୍ର ସୀମାନ୍ତ ଓଡ଼ିଶାର ଗାଁରେ ପହଞ୍ଚିଛି। ସହଜରେ ଶିକାର ମିଳି […]









