ସୀତାଙ୍କ ସହ କଳି: ୪୨ ବର୍ଷ ହେଲା ଭାତ ଖାଇନାହାନ୍ତି ରାମ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କୋରେଇ : ଏହା ରାମାୟଣର ପ୍ରଭୁ ରାମଚନ୍ଦ୍ର-ସୀତାଙ୍କ କାହାଣୀ ନୁହେଁ। ରାମାୟଣରେ କ’ଣ ଏହିଭଳି କାହାଣୀ ଅଛି? ଏହାହେଉଛି, ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀନଗର ପଞ୍ଚାୟତ ଭିକିପୁର ଗ୍ରାମର ରାମଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ନେଇ ଘଟିଥିବା ଏକ […]









