ଇଫୁ ମଲ୍ଲିକଙ୍କୁ ମିଳିଲା ସରକାରୀ ସହାୟତା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : କନ୍ଧମାଳ ଜିଲ୍ଲାର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କ ମେଡିକାଲ ପଢ଼ିବା ସ୍ବପ୍ନ ପୂରଣ ହେବାକୁ ଯାଉଛି। ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଇଫୁ କୋରାପୁଟସ୍ଥିତ ଏସ୍ଏଲଏନ୍ ମେଡିକାଲ କଲେଜରେ ପଢ଼ିବା ଲାଗି ଚୟନ ହୋଇଥିଲେ। ମାତ୍ର ଅର୍ଥ ଅଭାବରୁ […]









