ମା’ର ଭୁଲ୍ ନାଁ ପାଇଁ ଚାଲିଗଲା ପୁଅ! ବିଜୁ ସ୍ବାସ୍ଥ୍ୟକାର୍ଡରେ ମିଳିଲାନି ଚିକିତ୍ସା
ଲାଞ୍ଜିଗଡ଼ : କଳହାଣ୍ଡି ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିବା ଖବର ନୂଆ ନୁହେଁ। ଗତ ଗୁରୁବାର ଦିନ ଚିକିତ୍ସା ସୁବିଧା ପାଇନଥିଲେ ଜଣେ ମହିଳା। ଯାଆଁଳା ଶିଶୁ ଜନ୍ମଦେଇ ପ୍ରାଣ ହରାଇଥିଲେ। ଶୁକ୍ରବାର ଦିନ ଆଉ ଏକ ଉଦ୍ବେଗଜନକ ଖବର ସାମ୍ନାକୁ ଆସିଛି। ବିଜୁ ସ୍ବାସ୍ଥ୍ୟକାର୍ଡରେ ମା’ର ନାଁ ବଦଳି ଯାଇଥିବାରୁ ଜଣେ ନାବାଳକ ଚିକିତ୍ସାରୁ ବଞ୍ଚିତ ହୋଇ ପ୍ରାଣ ହରାଇଛନ୍ତି। ଏହି ନାବାଳକ ହେଉଛନ୍ତି, ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ବେନଗାଁ ପଞ୍ଚାୟତ ଧଂରାଭଟା ଗାଁର […]









