ଚେନ୍ନାଇରେ ୫ ଶ୍ରମିକଙ୍କୁ ବିକ୍ରି
ରା.ଉଦୟଗିରି : ଦାଦନ ଶ୍ରମିକ ଭାବେ ରୋଜଗାର ପାଇବା ଆଶାରେ ଯାଇଥିବା ୫ ଜଣ ଶ୍ରମିକଙ୍କୁ ଦଲାଲ ବିକ୍ରିକରି ଦେଇଥିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ ଗଜପତି ଜିଲ୍ଲାରୁ ଆସିଛି। ଶ୍ରମିକମାନେ ହେଲେ, ରା.ଉଦୟଗିରି ବ୍ଲକ୍ ପୁରୁଣାପାଣି ପଞ୍ଚାୟତ କାଲାଦ୍ୱାରି ଗ୍ରାମର ସୁରେନ୍ଦ୍ର ରଇତ, କୁରେଶ ରଇତ, ସୁଦାମ ରଇତ, ଦିପୁ ରଇତ ଓ ଅଲରା ଗ୍ରାମର ଉମାଶଙ୍କର ମଲିକ। ଗଞ୍ଜାମ ଜିଲ୍ଲା ବରମୁଣ୍ଡୁଳି ଗ୍ରାମ ତଥା ଗଜପତି ଜିଲ୍ଲା କୁରୁବା ଗ୍ରାମର ଦଲାଲ୍ ମହେନ୍ଦ୍ର ସେମାନଙ୍କୁ ଚେନ୍ନାଇର […]









