୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିର ସାଙ୍ଗଠନିକ ପ୍ରସ୍ତୁତି: ବହୁ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ
ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ବିଜେଡି ପକ୍ଷରୁ ଆଜି ସାଂଗଠନିକ ସମ୍ପ୍ରସାରଣ କରାଯାଇଛି। ଅସନ୍ତୁଷ୍ଟ ନେତା, କର୍ପୋରେଟର ଠାରୁ ଆରମ୍ଭ କରି ବିଧାୟକ ଟିକେଟ୍ ପାଇନଥିବା ଆଶାୟୀଙ୍କୁ କିଛି ପଦପଦବି ଦିଆଯାଇଛି। ନୂଆ ବର୍ଷରେ ନେତାଙ୍କ ମଧ୍ୟରେ ନୂଆ ଆତ୍ମବିଶ୍ବାସ ସୃଷ୍ଟି କରିବା ପାଇଁ ଦଳ ପକ୍ଷରୁ ଯଥାସମ୍ଭବ ଉଦ୍ୟମ କରାଯାଇଛି। ଏଥିରେ ଦଳର ଗଣମାଧ୍ୟମ ଟିମ୍ ଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମ ସେଲ୍, ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷ, […]









