୮୧ କୋଟି ଗରିବଙ୍କ ଖାଦ୍ୟଶସ୍ୟ ୫୦ ପ୍ରତିଶତ କମାଇ ଦିଆଯାଇଛି : ଜୟରାମ ରମେଶ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଗରିବ ଲୋକଙ୍କୁ ୧ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ବର୍ଷେ ପାଇଁ ଯୋଗାଇ ଦେବେ ବୋଲି ଯେଉଁ ଘୋଷଣା କରିଛନ୍ତି ତାହା ଉପରେ କଂଗ୍ରେସ ଆପତ୍ତି ଉଠାଇଛି। ଏହି ଘୋଷଣା କରି ମୋଦୀ ସରକାର ଦେଶର ୮୧ କୋଟି ଗରିବଙ୍କ ଖାଦ୍ୟଶସ୍ୟ ବା ରାସନ ଯୋଗାଣକୁ ୫୦ ପ୍ରତିଶତ କମାଇ ଦେଇଛନ୍ତି। ୮୧ କୋଟି ଗରିବ ଲୋକ ମାସକୁ ୧୦ କିଗ୍ରା ମାଗଣା ଖାଦ୍ୟଶସ୍ୟ ପାଇବାକୁ ହକ୍ଦାର ହୋଇଥିବା ବେଳେ […]









