ମୁଖ୍ୟମନ୍ତ୍ରୀ ଓଡ଼ିଆ ଯୁବକଙ୍କୁ ଭୁଆଁ ବୁଲାଉଛନ୍ତି: ଇରାଶିଷ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ବାଃ ବାଃ ନେବା ଲାଗି ଯୁବକଙ୍କୁ ରୋଜଗାର ଯୋଗାଉଥିବା କଥା କହୁଛନ୍ତି, କିନ୍ତୁ ବାସ୍ତବରେ ବେରୋଜଗାରରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଦୟନୀୟ। ଏନ୍ସିଆର୍ବି ୨୦୧୫-୨୦ ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ଦିନ ୪ଜଣ ବେରୋଜଗାର ଓଡ଼ିଶାରେ ଆତ୍ମହତ୍ୟା କରୁଛନ୍ତି, ଏହା ୨୫୩%କୁ ବୃଦ୍ଧି ପାଇଛି। କେନ୍ଦ୍ରୀୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୧ ମସିହାର ପ୍ରଥମ ତିନି ମାସରେ ଓଡ଼ିଶାରେ ବେକାରୀ ହାର ୩୧% ଥିଲା। ଏପରିସ୍ଥଳେ ଏକ ବିଶ୍ୱସନୀୟତା ନଥିବା ସଂସ୍ଥାଠାରୁ ପ୍ରାୟୋଜିତ ପୁରସ୍କାର […]









