ପୂର୍ବତନ ରେଳବାଇ ଜିଏମ୍ଙ୍କ ଘରେ ସିବିଆଇ
ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ପୂର୍ବତନ ରେଳବାଇ ମହାପ୍ରବନ୍ଧକ ପିକେ ଜେନାଙ୍କ ଘରେ ଚଢ଼ଉ କରିଛି। କଟକ, ଭୁବନେଶ୍ବର, ଜଗତସିଂହପୁର ସମେତ ୪ଟି ସ୍ଥାନରେ ସିବିଆଇର ୪ଟି ଟିମ୍ ଚଢ଼ଉ କରିଛି। ଚଢ଼ଉ ବେଳେ ୪କୋଟି ୨୮ଲକ୍ଷ୮୭ ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ଆୟବହିର୍ଭୂତ ସମ୍ପତ୍ତି ନେଇ ବାରମ୍ବାର ଅଭିଯୋଗ ପରେ ବୁଧବାର ସିବିଆଇର ୪ଟି ଟିମ୍ ଏକକାଳୀନ ଭୁବନେଶ୍ବର ସମେତ ଜଗତସିଂହପୁର, କଟକରେ ଚଢ଼ଉ […]









