ଖେଳ ଦେଶ ବିଦେଶ

ଆଇପିଏଲ୍‌ ଫାଇନାଲ୍‌ରେ ରୟାଲ୍ସ-ଟାଇଟନ୍ସ

ଅହମଦାବାଦ : ଚଳିତ ଆଇପିଏଲ୍‌ ଫାଇନାଲ୍‌ରେ ପ୍ରଥମ ସଂସ୍କରଣ ବିଜେତା ଭେଟିବ ନବାଗତ ଗୁଜରାଟ ଟାଇଟନ୍ସକୁ। ଶୁକ୍ରବାର ଦ୍ବିତୀୟ କ୍ବାଲିଫାୟାର୍‌ରେ ସଞ୍ଜୁ ସାମସନ୍‌ଙ୍କ ରାଜସ୍ଥାନ ରୟାଲ୍ସ ୭ ୱିକେଟ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌କୁ ହରାଇ ଦେଇଥିଲା। ପ୍ରସିଦ୍ଧ କୃଷ୍ଣ (୩/୨୨) ଓ ଓବିଦ ମ୍ୟାକୟ (୩/୨୩)ଙ୍କ ଚମତ୍କାର ବୋଲିଂ ପରେ ଜୋସ୍ ବଟଲର୍‌ଙ୍କ ଶତକ (୬୦ ବଲ୍‌ରୁ ୧୦୬* ରନ୍‌) ରୟାଲ୍ସକୁ ସହଜରେ ବିଜୟୀ କରାଇଥିଲା। ଲିଗ୍ ପର୍ଯ୍ୟାୟରେ ଯେଉଁ ଦୁଇ ଦଳ ପ୍ରଥମ ଦୁଇ ସ୍ଥାନରେ […]

ଅପରାଧ ରାଜ୍ୟ

ପୁରୀ: ୭ ଅପରାଧୀ ଗିରଫ, ୪ଟି ବନ୍ଧୁକ ଜବତ

ପୁରୀ: ପୁରୀ ପୁଲିସ ୭ ଅପରାଧୀଙ୍କୁ ଗିରଫ କରିବା ସହ ୪ଟି ବନ୍ଧୁକ ଜବତ କରିଛି। ବନ୍ଧୁକ ଡିଲ୍ ବେଳେ ପୁଲିସ ଧରିଥିବା ନେଇ ପୁରୀ ଏସପି ସୂଚନା ଦେଇଛନ୍ତି। ଗିରଫ ଅପରାଧୀମାନେ ହେଲେ ରତିକାନ୍ତ ପରିଡ଼ା, ବିକ୍ରମ ପଣ୍ଡା, ଅଶୋକ ସାହୁ, ରୁଦ୍ର ପ୍ରସାଦ ରାଉତ, ହରିଶ୍ଚନ୍ଦ୍ର ପୃଷ୍ଟି, ଲୋକନାଥ ଦାସ ଓ ରଂଜିତ ମହାନ୍ତି। ସେମାନଙ୍କଠାରୁ ବିଭିନ୍ନ ଥାନା ଅଞ୍ଚଳରୁ ଭିନ୍ନ ଭିନ୍ନ ସାମଗ୍ରୀ ଓ ନଗଦ ଟଙ୍କା ଜବତ ହୋଇଛି।

ଦେଶ ବିଦେଶ ମନୋରଞ୍ଜନ

Cannesରେ ଦୀପିକାଙ୍କ ପାଇଁ ମୀରାଙ୍କୁ ମିଳିଲାନି ଡ୍ରେସ୍‌ ? ଅଭିନେତ୍ରୀ କହିଲେ- ମୁଁ ୪ ଦିନ ଶୋଇପାରି ନାହିଁ

ନୂଆଦିଲ୍ଲୀ ୨୮।୦୫ : କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ ପରଠାରୁ ଭାରତୀୟ ସେଲିବ୍ରିଟିଙ୍କ ଫଟୋ ସୋସିଆଲ୍‌ ମିଡିଆ ଠାରୁ ଆରମ୍ଭ କରି ଚାରିଆଡେ ଭାଇରାଲ ହେବାରେ ଲାଗିଛି । ସେଲେବ୍‌ମାନେ ରେଡ କାର୍ପେଟ୍‌ରେ ଚାଲି ନିଜର ଜଲୱା ଦେଖାଉଛନ୍ତି। ଏହି ସମୟରେ ମିରା ଚୋପ୍ରା ନିଜର ଗର୍ବ ଅନୁଭବ କରୁଛନ୍ତି କି ତାଙ୍କ କାମକୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପହଞ୍ଚାଇବାରେ ସଫଳ ହୋଇ ପାରିଛି । କାନ୍ସ ଫିଲ୍ମ ଫେଷ୍ଟିଭାଲର ଅଂଶ ହୋଇପାରିଥିବାରୁ ବହୁତ ଖୁସି ହୋଇଛନ୍ତି […]

ଦେଶ ବିଦେଶ ମନୋରଞ୍ଜନ

ତିରୁପତି ମନ୍ଦିରରେ ହେବନି ଅଭିନେତ୍ରୀ ନୟନତାରାଙ୍କ ବିବାହ, ବଦଳିଲା ୱେଡିଂ ଭେନ୍ୟୁ

ମୁମ୍ବାଇ ୨୮।୦୫ : ଫିଲ୍ମ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ବିବାହର ଋତୁ ଚାଲିଛି। ନିକଟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ କରିଥିଲେ। ଚଳିତ ବର୍ଷ ଆରମ୍ଭରୁ, ଟିଭିରୁ ବଲିଉଡ ପର୍ଯ୍ୟନ୍ତ କିଛି କପଲ ନୂଆ ଜୀବନ ଆରମ୍ଭ କରିଛନ୍ତି। ଏହି ସମୟରେ ଏବେ ଆଉ ଏକ କପଲ୍‌ଙ୍କ ବିବାହ ଖବର ସାମ୍ନାକୁ ଆସୁଛି। ଦକ୍ଷିଣ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତ୍ରୀ ନୟନତାରା ତାଙ୍କ ପ୍ରେମିକା ବିଗ୍ନେଶ ଶିବନ ବିବାହ କରିବା ଯାଉଛନ୍ତି। ହେଲେ ଏବିଷୟରେ ଦୁହିଁଙ୍କ ତରଫରୁ […]

ଦେଶ ବିଦେଶ ମନୋରଞ୍ଜନ

ଖୁବ୍‌ ଶୀଘ୍ର ଆରମ୍ଭ ହେବ ‘କବୀର ସିଂ’ର ସିକ୍ବେଲ୍‌, ନିର୍ମାତା କଲେ ଖୁଲାସା

ନୂଆଦିଲ୍ଲୀ ୨୮।୦୫ : ସାହିଦ କପୁରଙ୍କ କ୍ୟାରିୟରରେ ସବୁଠାରୁ ସୁପର ଡୁପର ହିଟ୍‌ ଫିଲ୍ମ ହେଉଛି ‘କବୀର ସିଂ’। ଯାହା ବକ୍ସ ଅପିସ୍‌ରେ ଧମାଲ କରବା ପରେ ୨୫୦ କୋଟିର କ୍ଲବରେ ସାମିଲ୍‌ ହୋଇଥିଲା। ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଅପାର ପ୍ରେମ ପାଇଥିଲା । ରିଲିଜ୍ ହେବା ମାତ୍ରେ ‘କବୀର ସିଂ’ ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ଥିଲା। ଏହା ପ୍ରଥମ ବ୍ଲକବଷ୍ଟର ଫିଲ୍ମ ବୋଲି ପ୍ରମାଣିତ ହୋଇଥିଲା। ଏହା ଦକ୍ଷିଣର ଚଳଚ୍ଚିତ୍ର ‘ଅର୍ଜୁନ ରେଡ୍ଡୀ’ର […]

ଅପରାଧ ରାଜ୍ୟ

ବନ ବିଭାଗ କାର୍ଯ୍ୟାଳୟ ପଛପଟେ ଚୋରା କରତକଳ

ବାଲିଅନ୍ତା: ବାଳକାଟି ବନ ବିଭାଗ କାର୍ଯ୍ୟାଳୟ ପଛପଟେ ଚାଲିଛି ଚୋରା କରତକଳ। କାର୍ଯ୍ୟାଳୟଠାରୁ ମାତ୍ର ଶହେ ମିଟର ଦୂରରେ ଜାଗେଶ୍ବରୀ କଲୋନି ଭିତରେ ଚାଲିଛି ଏହି କରତକଳ। ଅଥଚ ବନ ବିଭାଗ ନଜରରେ ପଡ଼ୁ ନାହିଁ। ଏହି କରତକଳ ଯୋଗୁଁ ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ ବି ବନ ବିଭାଗ ସବୁ ଦେଖି ନ ଦେଖିବା ଭଳି ଚୁପ୍ ରହୁଛି। ତେଣୁ ଏହାକୁ ନେଇ ସ୍ଥାନୀୟ ଲୋକେ ବନ ବିଭାଗ ଓ କାଠମାଫିଆଙ୍କ ମଧୁଚନ୍ଦ୍ରିକା […]

ଦେଶ ବିଦେଶ ମନୋରଞ୍ଜନ

ନୂଆ ଲୁକ୍‌ରେ ନଜର ଆସିଲେ ରଣଦୀପ୍‌ ହୁଡ୍ଡା, ରିଲିଜ୍‌ ହେଲା ଫିଲ୍ମ ‘ସ୍ବତନ୍ତ୍ର ବୀର ସାବରକର’ର ଫାଷ୍ଟ ଲୁକ୍‌

ମୁମ୍ବାଇ ୨୮।୦୫: ବଲିଉଡ ଜଣାଶୁଣା କଳାକାର ରଣଦୀପ ହୁଡା ତାଙ୍କ ଅଭିନୟ ବଳରେ ଲୋକପ୍ରିୟ ହୋଇପାରିଛନ୍ତି। ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ସ୍ବତନ୍ତ୍ର ବୀର ସାବରକର ଫାଷ୍ଟ ଲୁକ୍‌ ରିଲିଜି ହୋଇଛି । ଏଥିରେ ରଣଦୀପ ମୁଖ୍ୟ ଭୂମିକାରେ ଥିବା ବେଳେ ଏକ କଳା କ୍ୟାପ୍ ଏବଂ ଗୋଲ ଚଷମା ପିନ୍ଧି ଥିବାର ଦେଖିବାକୁ ମିଳିଛି। ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ୧୩୯ ତମ ଜନ୍ମ ବାର୍ଷିକୀ ଅବସରରେ ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରାଯାଇଛି । […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡ଼ିଆରେ ଦୁର୍ବଳ ଓଡ଼ିଆ ପିଲା, ମାତୃଭାଷାରେ ପଛୁଆ ଦଶମ ପିଲା

ଭୁବନେଶ୍ବର : ମାତୃଭାଷାରେ ଦଶମ ଶ୍ରେଣୀ ପିଲା ଦୁର୍ବଳ। ଭଲ ଭାବେ ଶିକ୍ଷା ଗ୍ରହଣ କରୁନାହାନ୍ତି। ଠିକ୍‌ ଭାବେ ବୁଝୁନାହାନ୍ତି କି ପ୍ରଶ୍ନର ଉତ୍ତର ଲେଖି ପାରୁନାହାନ୍ତି। ଭଲ ରେଜଲ୍ଟ କରୁନାହାନ୍ତି। ହିନ୍ଦୀ ହେଉ କି ଓଡ଼ିଆ, ସବୁ ଭାଷାରେ ଏଭଳି ସ୍ଥିତି। ଜାତୀୟସ୍ତର‌‌ରେ ଦଶମ ଶ୍ରେଣୀ ପିଲା ମାତୃଭାଷାରେ ଦୁର୍ବଳ ରହିଥିବା ବେଳେ ଓଡ଼ିଶାରେ ଆହୁରି ଦୟନୀୟ ସ୍ଥିତି। ଜାତୀୟସ୍ତରରେ ୪୧% ପିଲା ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଓଡ଼ିଶାରେ ଏହି ହାର ୩୮% ରହିଛି। […]

ଦେଶ ବିଦେଶ ମନୋରଞ୍ଜନ

ଶାହାରୁଖ ହଟାଇଲେ ୨୫ ଲକ୍ଷର ନୂଆ ‘ମନ୍ନତ’ ନେମ୍‌ପ୍ଲେଟ୍‌, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ ୨୮ ।୦୫ : ଶାହରୁଖ ଖାନଙ୍କ ଘର ମନ୍ନତ କିଛି ଦିନ ପୂର୍ବରୁ ବହୁ ଚର୍ଚ୍ଚାରେ ଥିଲେ। ଏହି ଆଲୋଚନାର କାରଣ ଥିଲା ତାଙ୍କ ଘରର ନୂଆ ନେମ୍‌ ପ୍ଲେଟ୍ । ଅନେକ ୟୁଜର୍ସ ସୋସିଆଲ ମିଡିଆରେ ତାଙ୍କ ଘରେ ନୂଆ ନେମ୍‌ପ୍ଲେଟର ଫଟୋ ସେୟାର କରିଥିଲେ। କୁହାଯାଇଥିଲା ଯେ ତାହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ରହିଛି। ତେବେ ବର୍ତ୍ତମାନ କୁହାଯାଉଛି ଯେ ଶାହରୁଖ ଖାନଙ୍କ ଘରର ନୂଆ ନାମପ୍ଲେଟ ଆଉ ନାହିଁ। […]

ଅପରାଧ ଦେଶ ବିଦେଶ

ଭିନ୍ନକ୍ଷମ ଶିଶୁକୁ ଦୁର୍ବ୍ୟବହାର ଘଟଣା; ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଫାଇନ କଲା ଡିଜିସିଏ

ନୂଆଦିଲ୍ଲୀ: ଝାରଖଣ୍ଡ ରାଞ୍ଚି ବିମାନବନ୍ଦରରେ ଭିନ୍ନକ୍ଷମ ଶିଶୁ ଓ ପରିବାରକୁ ଦୁର୍ବ୍ୟବହାର ଅଭିଯୋଗରେ ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଫାଇନ କଲା ବେସାମରିକ ବିମାନ ଚଳାଚଳ ବିଭାଗ ବା ଡିଜିସିଏ। ଏନେଇ ଡିଜିସିଏ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି “ତଦନ୍ତ ପରେ ଜଣାପଡ଼ିଥିଲା ଯେ ଇଣ୍ଡିଗୋର ଗ୍ରାଉଣ୍ଡ ଷ୍ଠାଫ୍ ପିଲାକୁ ଖରାପ ବ୍ୟବହାର କରିଥିଲେ। ହେଲେ ପରେ ମାମଲାକୁ ବଢ଼ାଇ ଦିଆଯାଇଥିଲା।“ ଭିନ୍ନକ୍ଷମଙ୍କ କ୍ଷେତ୍ରରେ ତାଙ୍କୁ ଟିକେ ଅଧିକ ବୁଝାଇବାକୁ ପଡ଼ିଥାଏ। କିନ୍ତୁ […]