ଖେଳ ଦେଶ ବିଦେଶ

ଆଜି ଆଇପିଏଲ ଫାଇନାଲ ମ୍ୟାଚ: ଟାଇଟଲ ପାଇଁ ଗୁଜରାଟ-ରାଜସ୍ଥାନ ଲଢେଇ

ଆଇପିଏଲ-୨୦୨୨ର ଫାଇନାଲ ମୁକାବିଲା ଆଜି ଖେଳାଯିବ । ରାତି ୮ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟ୍ରଫି ପାଇଁ ଗୁଜରାଟ ଟାଇଟନସ ଓ ରାଜସ୍ଥାନ ରୋୟାଲସ ମଧ୍ୟରେ ଲଢେଇ ହେବ । ଦୀର୍ଘ ୩୭ ଦିନର ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ ତଥା ଘମାଘୋଟ ଲଢେଇ ଏବଂ ୭୩ ଉକ୍ରଣ୍ଠାପୂର୍ଣ୍ଣ ମ୍ୟାଚ ପରେ ଖେଳାଯିବ ମେଗା ଫାଇନାଲ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାଖାପାଖି ଏକ ଲକ୍ଷ ଦର୍ଶକଙ୍କ ଉପସ୍ଥିତରେ ଗ୍ରାଣ୍ଡ ଫିନାଲେ ଏହା ମହା ଟକ୍କର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମହାରାଷ୍ଟ୍ରରୁ ଓମିକ୍ରନର ନୂଆ ଉପପ୍ରଜାତି ଚିହ୍ନଟ: ପୁନେରେ ୪ଜଣ ‘ବିଏ.୪’, ୩ ଜଣ ‘ବିଏ.୫’ ଆକ୍ରାନ୍ତ

ମହାରାଷ୍ଟ୍ରରୁ ଦେଶର ପ୍ରଥମ ଓମିକ୍ରନ୍ ଉପପ୍ରଜାତି ମାମଲା ଚିହ୍ନଟ ହୋଇଛି । ୪ଟି ବିଏ.୪ ଓମିକ୍ରନ୍ ଉପପ୍ରଜାତି ଓ ୩ଟି ବିଏ.୫ ଉପପ୍ରଜାତି ମାମଲା ଆସିଛି । ସମସ୍ତ ୭ ଜଣ ରୋଗୀ ପୁନେର ବୋଲି ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଓ ୪ ଜଣ ପୁରୁଷ ରହିଛନ୍ତି । ୪ ଜଣ ରୋଗୀଙ୍କ ବୟସ ୫୦ ବର୍ଷରୁ ଅଧିକ ହେବ । ୨୦ରୁ ୪୦ ବର୍ଷ ମଧ୍ୟରେ ୨ ଜଣ ରୋଗୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୯।୦୫ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୪୩୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ […]

ଅପରାଧ ରାଜ୍ୟ

ଗୋରୁ ବୋଝେଇ କଣ୍ଟେନର ସହ ୨ଟି ସ୍କର୍ଫିଓ ଜବତ, ୧୧ ଅଟକ

ସୋର ୨୯।୦୫: ଗୋରୁ ବୋଝେଇ କଣ୍ଟେନର ସହ ୨ଟି ସ୍କର୍ଫିଓ ଜବତ, ୪୦ ଗୋରୁ ଉଦ୍ଧାର । ଘଟଣାରେ ୧୧ଜଣଙ୍କୁ ଅଟକ ରଖିଛି ପୋଲିସ୍ । ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ବରଫକଳ ନିକଟରୁ ଜବତ କରିଛି ପୋଲିସ । ଖବର ଅନୁଯାୟୀ, ଶନିବାର ରାତିରେ ସିମୁଳିଆ ପୋଲିସ ଏକ ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁ ବୋଝେଇ ଗାଡି଼ର ପିଛା କରିଥିଲା । ଶେଷରେ ୧୬ ନମ୍ବର ଜାତୀୟ ରାଜପଥ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଅସହ୍ୟ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ରାଜଧାନୀ: ହେଲେ, ଏମଏଲଏ କଲୋନୀରେ ଏବେ ବି ଚାଲିଛି ଗଛ କଟା

ଅସହ୍ୟ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ରାଜଧାନୀ ଭୁବନେଶ୍ୱର । ଏତିକିବେଳେ ଏମଏଲଏ କଲୋନୀରେ ବିକାଶ ନାଁରେ ଚାଲିଛି ବେଧଡକ ଗଛ କଟା । ବିଧାୟକଙ୍କ ପାଇଁ ସୌଧ ନିର୍ମାଣ ପାଇଁ ଚାଲିଛି ଗଛ କଟା । ବର୍ଷ ବର୍ଷର ପୁରୁଣା ଗଛକୁ କାଟି ଦିଆଯାଉଛି । ବନବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ କୁରାଢ଼ି ଓ କଟର ମେସିନରେ ଗଛ କଟା ଯାଉଛି । ଯେଉଁ ଗଛକୁ ବଡ ହେବା ପାଇଁ ବର୍ଷ ବର୍ଷ ସମୟ ଲାଗିଥିଲା […]

ଅପରାଧ ରାଜ୍ୟ

ପେଟ୍ରୋଲ ପମ୍ପ ନିକଟରେ ପଡିଛି ଯୁବକଙ୍କ ମୃତଦେହ, ପୋଲିସ ଖୋଜୁଛି କାରଣ

ସମ୍ବଲପୁର ୨୯।୦୫: ପେଟ୍ରୋଲ ପମ୍ପ୍ ନିକଟରୁ ଅଜଣା ମୃତଦେହ ଠାବ। ସମ୍ଵଲପୁର ଜିଲ୍ଲା ଗୋଶାଳାରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟରୁ ଅଜଣା ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି। ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ପଟ୍ରୋଲ ପମ୍ପ ନିକଟରେ ମୃତଦେହ ପଡିଥିବା ନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜଧାନୀ ଯୁବକଙ୍କ ପାଠପଢା ନିଶା । ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢାଇ ଗଢୁଛନ୍ତି ଭବିଷ୍ୟତ ।

ଶିକ୍ଷା , ଯାହା ଜୀବନ ବଦଳାଇଦିଏ, ପରିପୂର୍ଣ୍ଣ ଜୀବନ ପାଇଁ ବାଟ ଖୋଜିଦିଏ । ଏହାକୁ ବିତରଣ କରୁଥିବା ବ୍ୟକ୍ତି ହେଉଛନ୍ତି ବାସ୍ତବରେ ଅନନ୍ୟ । ବିଭିନ୍ନ କାରଣରୁ ଶିକ୍ଷା ପାଇବାକୁ କିନ୍ତୁ ଅନେକ ଶିଶୁ ବଞ୍ଚିତ ହୋଇ ରହିଯାନ୍ତି ହେଲେ ସେମାନଙ୍କୁ ଶିକ୍ଷା ରୂପକ ଜ୍ଞାନର ଆଲୋକ ଦେଖାଇବାକୁ ଆଗେଇ ଆସନ୍ତି କିଛି ସହୃଦୟ । ଏହି ଶ୍ରେଣୀରେ ସାମିଲ ହୋଇଛନ୍ତି ଭୁବନେଶ୍ୱରର ଯୁବକ ପ୍ରତ୍ୟୟ ପ୍ରଶାନ୍ତ । ବ୍ୟସ୍ତ ରାଜଧାନୀର ବସ୍ତିରେ ରହୁଥିବା ପିଲାଙ୍କ […]

ଅପରାଧ ରାଜ୍ୟ

ଘରେ ପଶି ନେଇଗଲେ ୧୫ ଭରି ସୁନା ଓ ନଗଦ ଟଙ୍କା, ତାଜା ଉପରେ ଚୋର ଛାଡିଗଲେ କମ୍ବଳ

ଆନନ୍ଦପୁର ୨୯।୦୫: ଝରକାର ଗ୍ରୀଲ ତାଡି ନେଇଗଲେ ଲୁଟେରା । ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ସୁଡୁସୁଡିଆ ଗାଁରେ ଲୁଟ୍‌ ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଛାନ୍‌ଭିନ୍‌ କରୁଛି । ଖବର ଅନୁଯାୟୀ, ଶନିବାର ରାତିରେ ଶିକ୍ଷକ ରଞ୍ଜନ କୁମାର ଘଡେଇଙ୍କ ପରିବାର ଘରେ ଶୋଇଥିଲେ । ଏହାର ସୁଯୋଗ ନେଇ ଲୁଟେରାମାନେ ଘର ଝରକାର ଗ୍ରୀଲ୍‌ ତାଡି ଲୁଟ୍‌ କରିଛନ୍ତି […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କୌଣସି ଖୁସି ଖବର ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ଶୁକ୍ର ଓ ଶନିବାର: ସାମାଜିକ ପରିସର ବୃଦ୍ଧି ହେବ। ରବି ଓ ସୋମବାର: ସବୁ ଅଶାନ୍ତି ଦୂର ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଭଲ କାମ ପାଇଁ ପୁରସ୍କାର ପାଇବେ। ଶୁକ୍ର ଓ ଶନିବାର: ସରକାରୀ କାମରେ ବଡ଼ ଲୋକଙ୍କ ସାହାଯ୍ୟ ପାଇବେ। ରବି ଓ ସୋମବାର: ଜୀବନସାଥୀଠୁ ଉପହାର ପାଇବେ। ମଙ୍ଗଳ, […]

ଅପରାଧ ଦେଶ ବିଦେଶ

ଚମ୍ପଟ ମାରିଲା ଲମ୍ପଟ ସ୍ତ୍ରୀ; ସ୍ବାମୀକୁ ଠକି ଘରୁ ଟଙ୍କା ନେଇ ଫେରାର୍‌ ହେଲା ମାଟ୍ରିମୋନିଆଲ୍‌ରୁ ମିଳିଥିବା ସୁନ୍ଦରୀ ପତ୍ନୀ

ଫରିଦାବାଦ୍‌: ମାଟ୍ରିମୋନିଆଲ୍‌ ବିବାହ ଯେ‌ତିକି ଭଲ, ସେତିକି ଖରାପ ମଧ୍ୟ। କାହାକୁ ଏହି ମାଟ୍ରିମୋନଆଲ୍‌ ସାଇଟ୍‌ଗୁଡ଼ିକରେ ଉତ୍ତମ ଜୀବନସାଥୀ ମିଳିଥାନ୍ତି ତ କାହାର କପାଳ ଫୁଟିଯାଏ। ୨ ବର୍ଷ ତଳେ ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ବିବାହ କରିଥିବା ଜଣେ ପୁରୁଷ ଏବେ ତା’ର କୁପ୍ରଭାବ ଭୋଗୁଛନ୍ତି। ଘଟଣାଟି ହେଉଛି ହରିଆଣାର ଫରିଦାବାଦ୍‌ର। ଜ‌ାଣିବାକୁ ମିଳିଛି ଯେ ଫରିଦାବାଦ୍‌ର ଅଜୟ କୁମାର ୨୦୨୦ ମସିହାରେ ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ଜଣେ ଯୁବତୀଙ୍କୁ ବିବାହ କଲେ। ମାତ୍ର ଦୁଃଖର କଥା […]