ପୌରପାଳିକା କାଉନସିଲ ମିଟିଂରେ ଉପାଧ୍ୟକ୍ଷାଙ୍କୁ ଅସମ୍ମାନକୁ ନେଇ ଉତ୍ତେଜନା, ଥାନାରେ ଏତଲା
ଭଦ୍ରକ ୨୮।୦୫ : କାଉନ୍ସିଲ ମିଟିଂରେ ପୌରପାଳିକା ଉପାଧ୍ୟକ୍ଷାଙ୍କୁ ଅସମ୍ମାନ ଅଭିଯୋଗକୁ ନେଇ ତୁମୁଳକାଣ୍ଡ । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଉପାଧ୍ୟକ୍ଷାଙ୍କ ପୁଅ ତଥା ପୂର୍ବତନ କାଉନ୍ସିଲର ପ୍ରବୀର ଜେନାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ସେପଟେ ଅସମ୍ମାନ ଅଭିଯୋଗରେ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ଉପାଧ୍ୟକ୍ଷା ଖବର ଅନୁଯାୟୀ, ଶନିବାର ଭଦ୍ରକ ପୌରପାଳିକାର କାଉନସିଲ ମିଟିଂ ବେଳେ […]