ୟଶଙ୍କ ‘KGF-3’ରେ ଏଣ୍ଟ୍ରି କରିବେ ହ୍ରିତିକ୍ ରୋଶନ ! କାଷ୍ଟିଙ୍ଗକୁ ନେଇ ନିର୍ମାତା କଲେ ଖୁଲାସା
ନୂଆଦିଲ୍ଲୀ ୨୯।୦୫: ସାଉଥ୍ ସୁପରଷ୍ଟାର୍ ୟଶଙ୍କ ଫିଲ୍ମ କେଜିଏଫ୍-୨ ବକ୍ସ ଅଫିସ୍ରେ ଧମାଲ କରୁଛି। ତାଙ୍କ ଅଭିନୟର ଜଲୱା ସାରା ବିଶ୍ୱ ଦେଖିଥିଲା । ଏହି ଫିଲ୍ମଟି ୪୬ ଦିନର ୧୨୩୦ କୋଟି ଟଙ୍କା କଲେକସନ କରିଥିଲା । ୟଶଙ୍କ ରକି ଭାଇର ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଥିଲା। ଏପରି ପରିସ୍ଥିତିରେ, ବର୍ତ୍ତମାନ ପ୍ରଶଂସକମାନେ କେଜିଏଫ୍-୩ ପାଇଁ ବହୁତ ଉତ୍ସାହିତ ଅଛନ୍ତି। ନିକଟରେ ନିର୍ମାତାମାନେ ବର୍ତ୍ତମାନ କେଜିଏଫ୍-୩ ପାଇଁ ଘୋଷଣା କରିସାରିଛନ୍ତି । ଏହି ସମୟରେ, ଖବର […]