ଅପରାଧ ରାଜ୍ୟ

ନିଲମ୍ବିତ ପ୍ରଧାନଶିକ୍ଷକଙ୍କ ନାଁରେ ଥାନାରେ ଏତଲା, ଜାଲ୍ ସାର୍ଟିଫିକେଟ୍ ଦେଇ କରୁଥିଲେ ଚାକିରୀ

ପାଟଣା ୩୦।୦୫ : ନିଲମ୍ବିତ ଶିକ୍ଷକଙ୍କ ନାଁରେ ଥାନାରେ ଏତଲା । ଜାଲ୍ ବିଇଡି ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରୁଥିବା ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ନକଲି ଶିକ୍ଷକ ଜଣଙ୍କ କେନ୍ଦୁଝର ଜିଲ୍ଲା ସାହରପଡା ବ୍ଲକ ବିଲ୍ଲାରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ବେହେରା। ଏନେଇ ଜିଲ୍ଲା ଶିକ୍ଷାଅଧିକାରୀ ପୁର୍ଣ୍ଣଚନ୍ଦ୍ର ସେଠୀ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବିଲ୍ଲାରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ […]

ଅପରାଧ ଦେଶ ବିଦେଶ

ବଜାରରେ ଦୁଇଗୁଣା ବଢ଼ିଛି ୫୦୦ ଟଙ୍କାର ନକଲୀ ନୋଟ୍ କାରବାର, ଜାଣନ୍ତୁ ଅନ୍ୟ ନୋଟ୍‌ଙ୍କ ହାଲ କ’ଣ

ମୁମ୍ବାଇ ୨୯।୫: ଦେଶରେ ନକଲୀ ନୋଟ ପରିମାଣରେ ଦ୍ରୁତ ଅଭିବୃଦ୍ଧି ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ତଥ୍ୟ ଅନୁଯାୟୀ ୨୦୨୧-୨୨ରେ ନକଲୀ ନୋଟ ପରିମାଣ ଢେର ବଢ଼ି ଯାଇଛି। ଏଥିରେ ୫୦୦ ଟଙ୍କାର ନକଲୀ ନୋଟ ପରିମାଣରେ ୧୦୧.୯ ପ୍ରତିଶତ ବଢ଼ି ଯାଇଥିବା ଉଲ୍ଲେଖ କରିଛନ୍ତି। ସେହିପରି ୨୦୨୧-୨୨ରେ ୨୦୦୦ ଟଙ୍କାର ନକଲୀ ନୋଟ ପରିମାଣ ବଜାରରେ ପ୍ରାୟ ୫୪.୧୬ ପ୍ରତିଶତରୁ ଅଧିକ ଥିବା ସୂଚିତ କରିଛନ୍ତି। ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ବଜାରରେ ସର୍କୁଲେସନରେ […]

ଅପରାଧ ରାଜ୍ୟ

ପିଆଜ ବୋଝେଇ ଟ୍ରକ ସହ ଧକ୍କା ହେଲା ଅଟୋ, ୨ ମୃତ ଓ ୩ ଗୁରୁତର

ଅନଗୁଳ ୩୦/୦୫ : ଅନୁଗୁଳରେ ମର୍ମନ୍ତୁଦ ଦୁର୍ଘଟଣା । ପିଆଜ ବୋଝେଇ ଟ୍ରକ ସହ ଧକ୍କା ହେଲା ଅଟୋ । ଫଳରେ ଘଟଣା ସ୍ଥଳରେ ୨ ମହିଳା ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ୫୫ ନଂ ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ଦୁର୍ଗାପୁରର ୪୯ ବର୍ଷୀୟ କାନ୍ତି ସାହୁ ଓ ଜରପଡା ଗାଁର ୫୧ ବର୍ଷୀୟ କୋକିଳ ସାହୁ । ସେହିଭଳି […]

ଅପରାଧ ରାଜ୍ୟ

ରେଳ ଷ୍ଟେସନରୁ ୩୪ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର ୩୦।୦୫: ଭୁବନେଶ୍ୱର ରେଳ ଷ୍ଟେସନରୁ ବିପୁଳ ପିରମାଣର ଗଞ୍ଜେଇ ଜବତ । ପ୍ରାୟ ୩୪ କିଲୋର ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣଙ୍କ ଜଣେ ଟାକ୍ସି ଡ୍ରାଇଭର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଭୁବନେଶ୍ୱରରୁ ମଧ୍ୟପ୍ରଦେଶ ଯାଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ ଯୁବକ ପ୍ରଦୀପ ରାଠୋଡ଼ । ଯାଞ୍ଚ ବେଳେ ତାଙ୍କ ନିକଟରୁ ୩୪ କିଲୋର ଗଞ୍ଜେଇ ଜବତ ହୋଇଛି । ତେବେ ଏତେ […]

ଅପରାଧ ରାଜ୍ୟ

ଝରକା ଭାଙ୍ଗି ଘରେ ପଶିଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କା ସହ ସୁନା-ରୂପା ନେଇଗଲେ ଦୁର୍ବୃତ୍ତ

ଧର୍ମଗଡ଼ ୩୦।୦୫: ଘରେ ପଶି ଡକାୟତି । କଳାହଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ପଞ୍ଜିଆ ଗାଁରେ ଏପରି ଲୁଟ୍‌ ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପଞ୍ଜିଆ ଗାଁରେ କିଶାନ ମେହେରଙ୍କ ଘରେ ୧୦ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପଛପଟ ଝରକା ଭାଙ୍ଗି ପଶିଥିଲେ । ଏବଂ କିଶାନ ମେହେର ଓ ତାଙ୍କ ସ୍ତ୍ରୀଙ୍କ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହିତ […]

ଅପରାଧ ରାଜ୍ୟ

ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ

କରଞ୍ଜିଆ ୩୦।୦୫: ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ। ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅସୁରା ଗାଁ ଖଡ଼ିଆ ସାହିର ଘଟଣା। ଖବର ଅନୁଯାୟୀ, କୌଣସି କଥାକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ । ମୃତ ସ୍ତ୍ରୀ ହେଲେ କାଲି ଦେହୁରୀ। ହତ୍ୟା କରିବା ପରେ ସ୍ବାମୀ ଭରତ ଦେହୁରୀ ଫେରାର ହୋଇଯାଇଛନ୍ତି। ସେପଟେ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଯଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି […]

ଅପରାଧ ରାଜ୍ୟ

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା, ବେଲ୍‌ଟରେ ଚାପି ହୋଇ ଶ୍ରମିକ ମୃତ

ରାଉରକେଲା ୩୦।୦୫: ରାଉରକେଲା ଷ୍ଟିଲ ପ୍ଲାଣ୍ଡରେ ଦୁର୍ଘଟଣା । ବ୍ଲାକ ଗ୍ରେନେସ୍‌ ଫାଠିଯିବାରୁ ବେଲ୍‌ଟରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଠିକା ଶ୍ରମିକ ରାଉରକେଲା ଫର୍ଟିଲାଇଜର ଅଞ୍ଚଳର ଘନଶାଳା ମୁଣ୍ଡୁରି ବୋଲି ଜଣାପଡିଛି । ପୋଲିସ ଓ କମ୍ପାନୀ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ସେପଟେ ମୃତ୍ୟୁ ଖବର ଶୁଣି ଘନଶାନାଙ୍କ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ଅପରାଧ ରାଜ୍ୟ

ପୁରୁଷ ବେଶରେ ଆସି ହୀରା ମୁଦି ଲୁଟିନେଲେ ଯୁବତୀ

ପୁରୀ : ପୁରୀରେ ଆୟୋଜିତ ଆଇସିଆଇସିଆଇ ବ୍ୟାଙ୍କ ମାର୍କେଟିଂ ବିଭାଗର ପନ୍ଦର ଦିନିଆ କ୍ୟାମ୍ପରେ ଯୋଗ ଦେବାକୁ ଆସିଥିବା ଟ୍ରେନରଙ୍କର ସ୍କୁଟିର ଡିକି ଭାଙ୍ଗି ଜଣେ ଲୁଟେରା ଏକ ହୀରା ମୁଦି ସହ ଜରୁରୀ କାଗଜପତ୍ର ଲୁଟି ନେଇଛି। ତେବେ ସିସି କ୍ୟାମେରା ଫୁଟେଜ୍‌ରେ ଏହି ଲୁଟ୍‌ର ଦୃଶ୍ୟ ରେକର୍ଡିଂ ହୋଇଥିବା ବେଳେ ଏହାକୁ ନେଇ ନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ଗୁରୁତ୍ବପୂର୍ଣ୍ଣ ହେଉଛି, ଜଣେ ଯୁବତୀ ପୁରୁଷ ବେଶରେ ଆସି ଏହି […]

ଅପରାଧ ରାଜ୍ୟ

ଦୋକାନୀଙ୍କୁ ଭୟଭୀତ କରାଇ ଲୁଟ୍‌, ଯୁବକ ଗିରଫ, ଦେଶୀ ପିସ୍ତଲ ଜବତ

ଝାରବନ୍ଧ: ଜଣେ ଦୋକାନ ମାଲିକଙ୍କୁ ଭୟଭୀତ କରାଇ ଟଙ୍କା ଲୁଟ୍‌ କରି ଫେରାର ଥିବା ଯୁବକକୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। ତା’ଠାରୁ ପୁଲିସ୍‌ ଏକ ଦେଶୀ ପିସ୍ତଲ ସହ ନଗଦ ଟଙ୍କା ଓ ଏକ ବୁଲେଟ୍‌ ବାଇକ୍‌ ମଧ୍ୟ ଜବତ କରିଛି। ଗିରଫ ଯୁବକ ଜଣକ ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ କଟାଙ୍ଗପାଲି ଗାଁର ମୁକେଶ ରଞ୍ଜନ ସାହୁ ବୋଲି ଜଣାପଡ଼ିଛି। ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍‌ ଛୋଟଅନକି ପଞ୍ଚାୟତ ଘୁଚାପାଲିଠାରେ ଏକ […]

ଅପରାଧ ରାଜ୍ୟ

ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ, ଅନ୍ୟ ଜଣେ ଆହତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ନବରଙ୍ଗପୁର ଗ୍ରାମରେ ରବିବାର ରାତିରେ ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜଣେ ବାବୁ ଗୌଡ଼(୩୬)ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ପ୍ରଦୀପ ସାହୁ (୩୦)କୁ ଏମକେସିଜି ମେଡିକାଲ ଅଣାଗଲା। ରାଜନୈତିକ ବିବାଦରୁ ବିପକ୍ଷ ଗୋଷ୍ଠୀ ଆକ୍ରମଣ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛି ।