ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବରମୁଡା ଟ୍ରାଙ୍ଗଲ ଯାତ୍ରା ପାଇଁ ଅଦ୍ଭୁତ ଅଫର ଦେଉଛି କମ୍ପାନୀ, ଅଘଟଣ ଘଟିଲେ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ, ୩୦|୦୫: ବର୍ଷ ବର୍ଷ ଧରି ରହସ୍ୟର ଗନ୍ତାଘର ହୋଇ ରହି ଆସିଛି ବରମୁଡା ଟ୍ରାଙ୍ଗଲ । ଏହି ଅଞ୍ଚଳ ଦେଇ ଯାଉଥିବା ଜାହାଜ କିମ୍ବା ବିମାନର ପତ୍ତା ମିଳେନି । ପୂର୍ବରୁ ଶହ ଶହ ଲୋକ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କର କିଛି ଖୋଜ୍ ଖବର ମିଳିନି । ଏବେ କିନ୍ତୁ ବରମୁଡ଼ା ଟ୍ରାଙ୍ଗଲ ଦେଇ ଯେଉଁ ଜାହାଜ ଯିବ, ତାର ଯଦି କିଛି କ୍ଷତି ହୁଏ , ତେବେ କମ୍ପାନୀ ପକ୍ଷରୁ ଟଙ୍କା ଦିଆଯିବ। […]

ଅପରାଧ ରାଜ୍ୟ

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ! ଥାନାରେ ଅଭିଯୋଗ କଲେ ଝିଅର ମାଆ

ଭୁବନେଶ୍ୱର ୩୧।୦୫: ରାଜଧାନୀରେ ଚାଞ୍ଚଲ୍ୟ । ଯୌତୁକ ପାଇଁ ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ । ଏପରି ଅଭିଯୋଗ ଆଣିଲେ ଝିଅଙ୍କ ବାପ ଘର ଲୋକ। ଖଣ୍ଡଗିରି ଥାନାରେ ମାମଲା ରୁଜୁ ପରେ ତଦନ୍ତ କରୁଛି ପୋଲିସ । ଖବର ଅନୁଯାୟୀ, ଗତ ଏପ୍ରିଲ ୨୮ରେ ଭଦ୍ରକ ତିହିଡି ଅଣ୍ଡରାଇ ଗାଁର ରାଧାକାନ୍ତ ନାୟକ ନିଜ ଝିଅ ପ୍ରଭାପତିଙ୍କ ସହ ଭୁବନେଶ୍ବର ସରକାନ୍ତରାର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶ ଖୁଣ୍ଟିଆଙ୍କ ସହ ବାହାଘର ହୋଇଥିଲା । ଗତ […]

ଅପରାଧ ରାଜ୍ୟ

ଗୋ-ଗ୍ୟାସ୍‌ ଡିପୋରେ ନିଆଁ, ଜଳିଗଲେ କର୍ମଚାରୀ

ସମ୍ବଲପୁର ୩୧।୦୫: ଗୋ-ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ । ଜଣେ କର୍ମଚାରୀଙ୍କର ପୋଡି ହୋଇ ମୃତ୍ୟୁ ହୋଇଛି । ସମ୍ବଲପୁର ଅଇଁଠାପାଲ୍ଲୀ ଥାନା ସିଂଘପାଲିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ସିଂଘପାଲି ସ୍ଥିତ ମାଁ ଦୁର୍ଗା ଗୋ-ଗ୍ୟାସ୍‌ ଗୋଦାମରେ ହଠାତ୍‌ ନିଆଁ ଲାଗିଯାଇଥିଲା ।ଗୋଦାମରେ ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ସେତେବେଳକୁ ଜଣେ […]

ଅପରାଧ ଦେଶ ବିଦେଶ

ଡ୍ରାଇଭରକୁ ନିଦ ଲାଗିବାରୁ କଣ୍ଟେନରରେ ପିଟିହେଲା ଆମ୍ବୁଲାନ୍ସ : ୩ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ

ବରେଲି ୩୧।୫: ଉତ୍ତରପ୍ରଦେଶ ବରେଲି ଅଞ୍ଚଳରେ ମଙ୍ଗଳବାର ସକାଳେ ସଡକ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ନିଦ ଆସିବା କାରଣରୁ ଏଭଳି ଦୁର୍ଘଟଣା ଘଟିଛି । ରାମମୂର୍ତ୍ତି ହସ୍ପିଟାଲର ଆମ୍ବୁଲାନ୍ସ ମଙ୍ଗଳବାର ସକାଳେ ଡିଭାଇଡରରେ ପିଟିହେବା କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମ୍ବୁଲାନ୍ସଟି ଦିଲ୍ଲୀରୁ ବରେଲି ଆସୁଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସରେ ଥିବା ୭ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଆମ୍ବୁଲାନ୍ସଟି ଡିଭାଇଡରରେ ପିଟିହୋଇ ଅନ୍ୟପଟ ରାସ୍ତାରେ ଯାଉଥିବା […]

ଅପରାଧ ରାଜ୍ୟ

ବିଳମ୍ବିତ ରାତି ତେଜରାତି ଦୋକାନରୁ ଚୋରି, ପୋଲିସର ତନାଘନା

କଣ୍ଟାବାଞ୍ଜି ୩୧/୦୫: କଣ୍ଟାବାଞ୍ଜି ଥାନା ଚଟୁଅନକା ଗାଁର ଏକ ତେଜରାତି ଦୋକାନରୁ ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରମାନେ ଦୋକାନର ଡ୍ରରରୁ ପ୍ରାୟ ୬୦ ରୁ ୭୦ ହଜାର ନେଇଯାଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି । ଦୋକାନର ସ୍କାଇଲାଇଟ ଭାଙ୍ଗି ଚୋର ମାନେ ଭିତରକୁ ପଶି ଚୋରି କରିଥିବା ବେଳେ ଦୋକାନ ମାଲିକ ଚୋରିର ଆଭାସ ପାଇଁ ଚୋରକୁ ଦୌଡାଇଥିଲେ । ଚୋର […]

ଅପରାଧ ରାଜ୍ୟ

ପୂର୍ବ ଶତୃତାକୁ କେନ୍ଦ୍ର କରି ଛୁରିରେ ହତ୍ୟା ଉଦ୍ୟମ; ଜଣେ ମୃତ ଅନ୍ୟ ଜଣେ ଗୁରୁତର

ବ୍ରହ୍ମପୁର ୩୦/୦୫ : ପୁଣି ଦିଗପହଣ୍ଡି ଥାନା ଅଞ୍ଚଳରେ ହତ୍ଯାକାଣ୍ଡ ଦେଖିବାକୁ ମିଳିଛି। ଗାଆଁ ଦାଣ୍ଡରେ ଯୁବକଙ୍କୁ ଅଟକାଇ ଦୁର୍ବୃତ୍ତମାନେ ହତ୍ଯା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ଆସନ୍ତୁ ଦୁଇ ଯୁବକଙ୍କୁ ଛୁରୀ ଭୂଷି ହତ୍ୟା ଉଦ୍ୟମ। ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତ କାଲି ରାତିରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ନବରଙ୍ଗପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ […]

ଅପରାଧ ରାଜ୍ୟ

ଜମି ବାଡି ବିବାଦକୁ କେନ୍ଦ୍ରକରି ଦୁଇଭାଇଙ୍କ ଆକ୍ରମଣରେ ସାନଭାଇ ଓ ଭାଇ ବୋହୁ ଗୁରୁତର

ଆନନ୍ଦପୁର ୩୦/୦୫ : ଘଷିପୁରା ଥାନା କେନ୍ଦୁଆ ଗାଁରେ ଜମିବାଡିକୁ କେନ୍ଦ୍ରକରି ବଡ ଦୁଇଭାଇଙ୍କ ଆକ୍ରମଣରେ ସାନଭାଇ ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଆହତ ସାନଭାଇ ଅମର ପାତ୍ର ଓ ସ୍ତ୍ରୀ କାନ୍ଦିରୀଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଅନୁଜାୟା, ଗାଁର କଷ୍ଟିଆ ପାତ୍ରର ତିନିପୁଅ କୁଳମଣି, ଉମାକାନ୍ତ ଓ ଅମର । ସାନଭାଇ ଅମରକୁ ବଡ ଦୁଇଭାଇ କୂଳମଣି ଓ ଉମାକାନ୍ତ ଜମିବାଡରୁ କୌଣସି ଭାଗ ଦେଉନାହାଁନ୍ତି । ଏଥିଲାଗି […]

ଦେଶ ବିଦେଶ ମନୋରଞ୍ଜନ

ମୃତ୍ୟୁ ଏମିତି ବି ଆସେ, ଲାଇଭ୍‌ କନସର୍ଟରେ ଟଳିପଡିଲେ ମାଲାୟଲମ୍‌ ସିଙ୍ଗର

ନୂଆଦିଲ୍ଳୀ ୩୦।୦୫ : ସାଉଥ ଫିଲ୍ମରୁ ଏବେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମାଲାୟାଲମ୍ ସଂଗୀତ ଜଗତର ଜଣେ ଭେଟେରାନ୍ ତଥା କିମ୍ବଦନ୍ତୀ ଗାୟକ ଏଡଭା ବଶିରଙ୍କ ଦେହାନ୍ତ ହୋଇଛି । ପ୍ରସିଦ୍ଧ ଗାୟକ ୭୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଆକସ୍ମିକ ଦେହାନ୍ତରେ କେବଳ ତାଙ୍କ ପ୍ରଶଂସକମାନେ ହିଁ ନୁହଁନ୍ତି, ମନୋରଞ୍ଜନ ଜଗତ ସହ ସଂଗୀତ ଜଗତରେ ମଧ୍ୟ ଶୋକର ଲହରୀ ଖେଳିଯାଇଛି। ଅନେକ ଫିଲ୍ମ ଗୀତରେ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ବରପାଲି, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି କାମ

ବରଗଡ, ୩୦|୦୫: ମହାନ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଚଳଚଞ୍ଚଳ ବରଗଡ଼ ଜିଲ୍ଲା ବରପାଲି ସହର । ୧୪୫ ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଳନ ପାଇଁ ଶେଷ ପର୍ଯ୍ୟାୟରେ ଚାଲିଛି ପ୍ରସ୍ତୁତି କାମ । ୨ବର୍ଷ ଧରି ମହାମାରୀ କରୋନା ଯୋଗୁ ଯାତ୍ରା ମହୋତ୍ସବରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିଲା । ମହମାରୀ ହଟିଲା ପରେ ଶୀତଳ ଷଷ୍ଠୀ ଯାତ୍ରା ଦେଖିବାକୁ ଏବର୍ଷ ଲକ୍ଷାଧିକ ଭକ୍ତଙ୍କ […]

ଅପରାଧ ରାଜ୍ୟ

ନଦୀ ଘାଟରୁ ୪୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ମାଫିଆ ଗିରଫ ଓ ଅନ୍ୟମାନେ ଫେରାର୍

ଲମତାପୁଟ ୩୦/୦୫ : ଲମତାପୁଟ ପୋଲିସକୁ ବଡ଼ ସଫଳତା। ଆନ୍ଧ୍ର ସୀମାନ୍ତ ବାଙ୍ଗୁରପଡା ନଦୀ ଘାଟରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ି ବସିଲା ପୋଲିସ। ନଦୀ ଘାଟରୁ ୪୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଜଣେ ମାଫିଆ ଗିରଫ। ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ୪ ଜଣିଆ ଟିମ୍ ଗଠନ କରି ବାଙ୍ଗୁରପଡ଼ା ଗ୍ରାମ ନଦୀ ଘାଟରେ ଚଢାଉ କରିଥିଲେ। ଖବର […]