ଲାଇଫ୍ଷ୍ଟାଇଲ୍ ପକ୍ଷରୁ ମିସ୍ ରଜ ସିଜନ-୨ ଆରମ୍ଭ, ବିଜେତାଙ୍କୁ ମିଳିବ ୫୦ହଜାର ଟଙ୍କାର ଭାଉଚର
ଭୁବନେଶ୍ୱର: ଭୁବନେଶ୍ୱରରେ ଲାଇଫ୍ଷ୍ଟାଇଲ୍ ମିସ୍ ରଜର ଦ୍ୱିତୀୟ ସିଜନ ଆରମ୍ଭ । ଭାରତର ଅଗ୍ରଣୀ ଫେସନ୍ ସ୍ଥଳ ଲାଇଫ୍ଷ୍ଟାଇଲ୍ ପକ୍ଷରୁ ଏହାର ଶୁଭାରମ୍ଭ କରାଯାଇଛି ଲାଇଫଷ୍ଟାଇଲ୍ ମିସ ରଜ ୨୦୨୨ ପ୍ରତିଯୋଗିତାରେ ସହରର ଯୁବ ମହିଳାମାନଙ୍କ ଅଭିଳାଷ ଓ ସ୍ୱତନ୍ତ୍ର ଫେସନର ସମ୍ବେଦନଶୀଳତାକୁ ପାଳନ କରିବାକୁ ଲକ୍ଷ୍ୟ ରଖାଯାଇଛି । ନାରୀତ୍ୱକୁ ପାଳନ କରିବାର ଏହି ତିନି ଦିନିଆ ଉତ୍ସବକୁ ମିସ ରଜ ପର୍ବ ପ୍ରତିଯୋଗିତା ସିଜନ ୨ ଜରିଆରେ ଲାଇଫଷ୍ଟାଇଲ୍ ପାଳନ କରିବ । ଏହି […]