ଖେଳ ରାଜ୍ୟ

ବାରବାଟୀ ଟି-ଟ୍ବେଣ୍ଟି ମ୍ୟାଚ୍‌ : ଟିକେଟ ଉପଲବ୍ଧ ନହେବାରୁ, କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ

କଟକ ୦୧।୦୬: ବାରବାଟୀ ଟି-ଟ୍ବେଣ୍ଟି ମ୍ୟାଚ୍ ପାଇଁ ଆଜିଠୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଦିନ ୧୧ ଟାରେ ଅନଲାଇନ ଟିକେଟ ବିକ୍ରି ହେବ ବୋଲି କୁହାଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ। ଏବେ ଯାଏଁ ଟିକେଟ ଉପଲବ୍ଧ ନହେବାରୁ, କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେପଟେ କିନ୍ତୁ ବୈଷୟିକ ତ୍ରୁଟି ଯୋଗୁ ବିଳମ୍ବ ହୋଇଛି ଯଥା ଶୀଘ୍ର ଏହାର ସମାଧାନ କରାଯିବା ବୋଲି ଓସିଏ କର୍ତ୍ତୃପକ୍ଷ କହିଛନ୍ତି । ପେଟିଏମ ଆପ […]

ଅପରାଧ ରାଜ୍ୟ

ରାଜଧାନୀରେ ମୁଣ୍ଡ ଟେକିଲା ଆଉ ଏକ ଗ୍ୟାଙ୍ଗ, ମାରଣାସ୍ତ୍ର ଧରି ବୁଲୁଛନ୍ତି ଯୁବକ

ଭୁବନେଶ୍ୱର ୦୧/୦୬: ରାଜଧାନୀରେ ମୁଣ୍ଡ ଟେକିଛି ଆଉ ଏକ ଗ୍ୟାଙ୍ଗ। ରାଜଧାନୀରେ ଆଉ ଏକ ଗ୍ୟାଙ୍ଗ । ମରଣାସ୍ତ୍ର ଧରି ଭିଡ଼ିଓ କରି ସୋସିଆଲ ମିଡିଆରେ ଛାଡିଛନ୍ତି । ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା । ଏୟାରଫିଲଡ଼ ଥାନା ଅଞ୍ଚଳରେ ଚଳାଇଥିଲେ ଆତଙ୍କ । ଗତ କିଛି ଦିନ ତଳେ ଏୟାର ଫିଲଡ଼ ଥାନା ନିକଟରେ ଚା ଦୋକାନୀ ସିପୁ ବେହେରାକୁ ଖଣ୍ଡାରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଘଟଣାରେ ୬ ଜଣକୁ ଗିରଫ କରାଯାଇଛି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଜୁଲାଇ ୪ରୁ OJEE ପରୀକ୍ଷା, ୨୭ରୁ ମିଳିବ ଆଡମିଟ୍ କାର୍ଡ

ଭୁବନେଶ୍ଵର ୦୧।୦୬ : ପ୍ରକାଶ ପାଇଲା OJEE- ୨୦୨୨ ପାଇଁ ପରୀକ୍ଷା ସୂଚୀ। ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ସରିବ। ଜୁନ୍ ୨୭ ତାରିଖରୁ OJEE ୱେବସାଇଟ୍‌ରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିହେବ। ତେବେ ସକାଳ ୯ଟାରୁ ପ୍ରତିଦିନ ୩ଟି ସିପ୍ଟରେ ପରୀକ୍ଷା ହେବ। ଜୁଲାଇ ୪ରେ ୩ଟି ଯାକ ସିପ୍ଟରେ ଲାଟେରାଲ୍ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ। ୫ ତାରିଖରେ ୧ମ ଓ ୨ୟ ସିପ୍ଟରେ ଏମସିଏ/ଏମଏସସି ପରୀକ୍ଷା ହେବ। ସେହିପରି […]

ଖେଳ ଦେଶ ବିଦେଶ

ଏହି ଖେଳାଳିଙ୍କ ପ୍ରଥମ ଶିକାର ହୋଇଥିଲେ ମାଇକେଲ ଭନ୍, ପ୍ରତିଥର କ୍ରିକେଟ ମୈଦାନରେ କରିଛନ୍ତି ଜବରଦସ୍ତ କମବ୍ୟାକ୍

ନୂଆଦିଲ୍ଲୀ ୦୧/୦୬: ଭେଟେରାନ୍ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ଆଜି ୩୭ ବର୍ଷ ବୟସରେ ପାଦ ଥାପିଛନ୍ତି । ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି ଦିଗ୍ଗଜ କ୍ରିକେଟର । ଏହି ଅବସରରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି । ଆଇପିଏଲର ୧୫ ତମ ସିଜିନରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ବେଷ୍ଟ ଫିନିଶର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ କାର୍ତ୍ତିକ । ତେବେ ଯେତେବେଳେ ତାଙ୍କୁ କ୍ଳାନ୍ତ କିମ୍ୱା ପରାସ୍ତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୪ ଜଣ କୋଭିଡ ପଜିଟିଭ

ଭୁବନେଶ୍ଵର ୦୧।୦୬ : ରାଜ୍ୟରେ ତଳକୁ ଖସିଲା କରୋନା ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୪୫୪ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି […]

ଦେଶ ବିଦେଶ ମନୋରଞ୍ଜନ

ରଣବୀରଙ୍କ ପରେ ଏହି ଅଭିନେତା ଆଲିଶାନ୍‌ ଅନ୍ଦାଜ୍‌ରେ କଲେ ବିବାହ, ସାମ୍ନାକୁ ଆସିଲା ଦମ୍ପତ୍ତିଙ୍କ ପ୍ରଥମ ଫଟୋ

ମୁମ୍ବାଇ ୦୧।୦୬: ବର୍ତ୍ତମାନ ବି-ଟାଉନ୍‌ରେ ବିବାହ ନାଁ ଥମିବାରେ ଧରୁନି । ଜଣକ ପରେ ଜଣେ ବିବାହରେ କରିବାରେ ଲାଗିଛନ୍ତି। ଗୋଟିଏ ପରେ ଗୋଟିଏ, କଳାକାର ସାତ ଫେରା ନେଉଛନ୍ତି। ନିକଟରେ ଜଣେ ଟେଲି ଷ୍ଟାର ବିବାହ କରିଛନ୍ତି। ଅଭିନେତା କରଣ ଭି ଗ୍ରୋଭର ତାଙ୍କର ଦୀର୍ଘଦିନର ଗର୍ଲଫ୍ରେଣ୍ଡର ହାତ ଧରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ନବ ବିବାହିତ ଦମ୍ପତିଙ୍କର ଫଟୋ ସାମ୍ନାକୁ ଆସିଛି। ଜଣାଶୁଣା ଟେଲି ଅଭିନେତା କରଣ ଭି ଗ୍ରୋଭର ତାଙ୍କର ଦୀର୍ଘ […]

ଅପରାଧ ରାଜ୍ୟ

ଗ୍ରାମ ସଭାପତି ଚୟନକୁ ନେଇ ବିଳମ୍ୱିତ ରାତିରେ ତିଗିରିଆରେ ବୋମାମାଡ

ଆଠଗଡ଼ ୦୧/୦୬: ଗ୍ରାମ ସଭାପତି ଚୟନକୁ ନେଇ ତିଗିରିଆ ଥାନା ଅନ୍ତର୍ଗତ ବନମାଳୀପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ତିନୋଟି ବୋମା ମାଡ଼ ହୋଇଛି । ଦୁଇଜଣ ଆହତ ହୋଇ ତିଗିରିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦୁଇ ଜଣଙ୍କୁ ଅଟକ ରଖିଛି ତିଗିରିଆ ପୋଲିସ । ବନମାଳୀପୁର ଗ୍ରାମର ଗ୍ରାମ ସଭାପତି ଚୟନକୁ ନେଇ ବୋମାମାଡ ହୋଇଥିବା ଜଣାପଡିଛି । ତିରିଶ ବର୍ଷ ଧରି ଗ୍ରାମର ସଭାପତି ଭାବରେ ଗ୍ରାମର ଶରତ ରାଉତ ଦାୟିତ୍ୱ ତୁଲାଉ […]

ଅପରାଧ ରାଜ୍ୟ

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ, ୨ଟି ବଳଦ ଓ ୨ଟି କୋକିସିଆଳି ମୃତ

ବାଂଶପାଳ ୧।୬: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳକ, ୨ଟି ବଳଦ ସମେତ ୨ଟି କୋକିଶିଆଳିଙ୍କ ମୃତ୍ୟୁ ଘଟିଛି। ମୃତକ ନୟାକୋଟ ଗ୍ରାମର ନଳ ପଲେଇଙ୍କ ପୁଅ କର୍ମୁ ପଲେଇ । ସୂଚନାଯୋଗ୍ୟ ଯେ, ଗ୍ରାମର ନଳ ପଲେଇଙ୍କ ୧୬ ବର୍ଷର ସାନ ପୁଅ କର୍ମୁ ପଲେଇ ବୁଧବାର ସକାଳେ ନିଜ କ୍ଷେତକୁ ହଳ କରିବାକୁ ବଳଦ ନେଇ ଯାଇଥିଲେ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାଜିବ ସାହାନାଇ, ପଡିବ ହାତଗଣ୍ଠି, ହାତକୁ ଦି ହାତ ହେବେ ଭାରତୀୟ କ୍ରିକେଟର: ଦେଖନ୍ତୁ ମେହେନ୍ଦୀ ଫଟୋ

ଆଗରା ୦୧/୦୬: ଟିମ ଇଣ୍ଡିଆ CSKର ବୋଲର ଦୀପକ ଚହର ଆଜି ବିବାହ ବନ୍ଧନରେ ବାନ୍ଧିହେବେ । ନିଜର ଦୀର୍ଘଦିନର ଗର୍ଲଫ୍ରେଣ୍ଡ ଜୟା ଭାରଦ୍ୱାଜଙ୍କ ସହ ବିବାକ କରିବାକୁ ଯାଉଛନ୍ତି । ଆଗରା ବାୟୁ ଆଗରାର ବାୟୁ ବିହାରରେ ରହୁଥିବା ଚହର ଫତେହବାଦ ସ୍ଥିତ ଜେପି ପ୍ୟାଲେସରେ ସାତ ଫେରା ନେବେ । ମଙ୍ଗଳବାର ଥିଲା ତାଙ୍କର ମେହେନ୍ଦୀ ଏବଂ ସଂଗୀତ ରସମ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମେହେନ୍ଦୀ […]

ଦେଶ ବିଦେଶ ମନୋରଞ୍ଜନ

ପୂର୍ବ ସ୍ବାମୀଙ୍କୁ ନେଇ ଖୁଲାସା କଲେ କନିକା କପୁର, କହିଲେ-ଆମେ ଏବେ ବି…

ମୁମ୍ବାଇ ୦୧।୦୬: ଏମିତି ଅନେକ ସମ୍ପର୍କ ଅଛି, ଯାହା ସମୟ ଅନୁସାରେ ଭାଙ୍ଗିଯାଏ। କାହିଁକି ନା ସମ୍ପର୍କରେ ତିକ୍ତତା ଓ ଘୃଣା ଏତେ ବଢିଯାଏ ଯେ ପରସ୍ପର ଚେହେରା ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଏଭଳି ପରିସ୍ଥିତିରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଯେତେ ଚେଷ୍ଟା କଲେ ବି ସେଥିରେ ସୁଧାର ଆସେ ନାହିଁ । କିନ୍ତୁ ବଲିଉଡ୍‌ର ଗାୟିକା କନିକା କପୁର ସେମିତି ନୁହନ୍ତି। ନିକଟରେ ବେବିଡଲ୍‌ ତଥା କନିକା ଦ୍ବିତୀୟ ବିବାହ […]