ପର୍ଯ୍ୟଟନ ରାଜ୍ୟ

ରାଜ୍ୟର ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ

ଭୁବନେଶ୍ବର: ଜୱାଦ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ରାଜ୍ୟର ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ନୟାଗଡ଼ରେ ୧୦୭.୫, ଛତ୍ରପୁରରେ ୮୬.୬ ଓ ଭୁବନେଶ୍ୱରରେ ୪୨.୩ ମିମି, ଖୋର୍ଦ୍ଧାର ବାଣପୁରରେ ୮୧, ଗଞ୍ଜାମର ପୋଲସରାରେ ୭୧.୮, ଜଗତସିଂହପୁରରେ ୬୮ ଓ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ୬୫ ମିମି ବର୍ଷା ହୋଇଥିବା ଜଣାଯାଇଛି। ବର୍ତ୍ତମାନ ଗଭୀର ଅବପାତ ରହିଛି, ଦୁର୍ବଳ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦିଲ୍ଲୀରେ ପ୍ରଥମ ‘ଓମିକ୍ରନ୍‌’ ଆକ୍ରାନ୍ତ ଚିହ୍ନଟ, ଭାରତରେ ପଞ୍ଚମ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାଭାଇରସ୍‌ର ପ୍ରଥମ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ମାମଲା ଚିହ୍ନଟ ହୋଇଥିବା କଥା ଆଜି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦର୍‌ ଜୈନ୍‌ ସୁନିଶ୍ଚିତ କରି କହିଛନ୍ତି। ତାଞ୍ଜାନିଆରୁ ଫେରିଥିବା ଉକ୍ତ ରୋଗୀଙ୍କୁ ଜାତୀୟ ରାଜଧାନୀସ୍ଥିତ ‘ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଜୈନ୍‌ କହିଛନ୍ତି, ଏବେ ସୁଦ୍ଧା କୋଭିଡ୍-୧୯ ପଜିଟିଭ୍‌ ବାହାରିଥିବା ୧୭ଜଣ ବ୍ୟକ୍ତିଙ୍କୁ ‘ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଠାରୁ ସଂଗୃହୀତ ୧୨ଟି ନମୁନାର ‘ଜିନମ୍‌’ କିକ୍ବେନ୍ସିଙ୍ଗ୍‌ କରାଯାଇଛି। ୧୨ଟି […]

ଖେଳ ଦେଶ ବିଦେଶ

ହଷ୍ଟେଲରେ ନିର୍ଯାତନାର ଶିକାର ହୋଇଥିଲେ ଏହି କ୍ରିକେଟର, ଦୀର୍ଘଦିନ ପରେ କଲେ ଭୟଙ୍କର ଖୁଲାସା

ନୂଆଦିଲ୍ଲୀ ୦୩/୧୨: ଭାରତୀୟ ଅଲରାଉଣ୍ଡର ସୁରେଶ ରାଇନା ତାଙ୍କ ଜୀବନୀରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ନେଇ ଖୁଲାସା କରିଛନ୍ତି । ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ଲକ୍ଷ୍ନୌର ସ୍ପୋର୍ଟସ ହଷ୍ଟେଲରେ ତାଙ୍କ ସହ କ୍ରୁରତାର ସୀମା ପାର ହୋଇଯାଇଥିଲା । ରାଗିଂ ନାଁରେ ତାଙ୍କୁ ଦୁର୍ବ୍ୟବହାର କରାଯିବା ସହ ମାଡ଼ ମଧ୍ୟ ମରାଯାଇଥିଲା । ତାଙ୍କୁ ଅନେକ ଥର ହକି ଷ୍ଟିକରେ ମଧ୍ୟ ମାଡ ଦିଆଯାଇଥିଲା । ରାଇନା ତାଙ୍କ ଜୀବନୀରେ ଲେଖିଛନ୍ତି ଯେ ଏସବୁ […]

ଦେଶ ବିଦେଶ ମନୋରଞ୍ଜନ

ବିବାହ କରିବାକୁ ଚାହୁଁ ନଥିଲେ କାଜୋଲ, ଅଜୟଙ୍କୁ ଭେଟିବା ପରେ ବଦଳି ଯାଇଥିଲା ନିଷ୍ପତ୍ତି…

ମୁମ୍ବାଇ ୦୩।୧୨ : ବଲିଉଡର ବହୁ ଲୋକପ୍ରିୟ ଜଣାଶୁଣା ଦମ୍ପତ୍ତି କାଜୋଲ ଓ ଅଜୟ ଦେବଗନ୍। ସେ ନିଜ ଅଭିନୟ ବଳରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ୯୦ ଦଶକରେ ବଲିଉଡରରେ ଦୁହିଁଙ୍କର ବେଶ୍‌ ଦବ୍‌ଦବା ରହିଥିଲା। କଜୋଲ ଥିଲେ ବ-ଟାଉନର ଆଗ ଧାଡିର ନାୟିକା ଥିଲେ । ଆଜି ବି ତାଙ୍କ କ୍ରେଜ୍‌ କିଛି କମି ନୁହେଁ । ହେଲେ ନିକଟରେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ […]

ଦେଶ ବିଦେଶ ମନୋରଞ୍ଜନ

ଛାଡପତ୍ର ପରେ ପୁଅ ଜନ୍ମଦିନରେ ଏକାଠି ହେଲେ ଅମୀର-କିରଣ, ଫଟୋ ଭାଇରାଲ୍ ପରେ ଟ୍ରୋଲ୍ ହେଲେ ସେଲିବ୍ରେଟି

ନୂଆଦିଲ୍ଲୀ ୦୩/୧୨: ବଲିଉଡର ପରଫେକ୍ଟନିଷ୍ଟ ଅମୀର ଖାନ ଏବଂ କିରଣ ରାଓ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଚଳିତ ବର୍ଷ ଜୁଲାଇ ମାସରେ ଦୁହେଁ ଏକାଠି ଅଲଗା ହେବାକୁ ଘୋଷଣା କରିଥିଲେ। ଅମୀର ଏବଂ କିରଣଙ୍କ ଏହି ଘୋଷଣା ପରେ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ସମୟ ମଧ୍ୟରେ, ଦୁହେଁଙ୍କୁ ବହୁତ ଟ୍ରୋଲ୍ କରାଯାଇଥିଲା। ବର୍ତ୍ତମାନ ଉଭୟ ସ୍ୱାମୀ-ସ୍ତ୍ରୀ ପରି ଏକାଠି ରହୁ ନାହାଁନ୍ତି ସତ, କିନ୍ତୁ ପିଲାମାନଙ୍କ ପାଇଁ ସେମାନଙ୍କର ଦାୟିତ୍ୱ କେବେ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଅଫିସରେ ନୂଆ କାମ ମିଳିପାରେ। ଧୈର୍ଯ୍ୟଧରି ରହି ପାରିଲେ ସଫଳତା ପାଇବେ। ବୃଷ: ଆପଣ କୌଣସି ଶୁଭ ଖବର ପାଇବେ। ସ୍ଥଗିତ ଥିବା କାମରେ ସଫଳତା ମିଳିବ। ବେପାରରେ ଆଶାଠୁଁ ଅଧିକ ଲାଭ ପାଇବେ। ମିଥୁନ: ବୈବାହିକ ଜୀବନ ଭଲ ରହିବ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। କର୍କଟ: ବନ୍ଧୁ ସହ ବୁଲି ଯିବାର ଯୋଜନା କରିବେ। ଜୀବନସାଥୀଙ୍କ ସହ ଦୀର୍ଘ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଜାଣନ୍ତୁ ଓମିକ୍ରନ କୋଭିଡ୍ ଭାରିଆଣ୍ଟ ବିଷୟରେ ଅନେକ ଜଣା ଓ ଅଜଣା ତଥ୍ୟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ମିଳିଥିବା କୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନର ପ୍ରଥମ କେସ୍ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିଲା । ତେବେ ଏହି ଭୟଙ୍କର ଭାରିଆଣ୍ଟ ବର୍ତ୍ତମାନ ବିଶ୍ୱର ୨୦ଟି ଦେଶକୁ ବ୍ୟାପି ସାରିଲାଣି । ଗତ ଏକ ସପ୍ତାହ ପୂର୍ବରୁ ଏହାର ନାମକରଣ କରାଯାଇଥିବା ବେଳେ ଏହାର ପ୍ରଭାବ ବିଷୟରେ ଜାଣିବା ପାଇଁ ସମୟ ଲାଗିବ । ତେବେ ବିଶେଷଜ୍ଞମାନେ ଏହି ନୂଆ ଭାରିଆଣ୍ଟକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଚାରିଆଡ଼େ ଏହାକୁ ନେଇ ଏକ […]

କଳା ଓ ସଂସ୍କୃତି ରାଜ୍ୟ

କରୋନା ମୁକ୍ତି ପାଇଁ ଜଳିବ ଏକଲକ୍ଷ ଦୀପାଳି, ଆସନ୍ତା ଦେବ ଦୀପାବଳି ଅବସରରେ ପୁରୀ ବଡ଼ଦାଣ୍ଡରେ ହେବ ଆୟୋଜନ

ପୁରୀ, ୦୨/୧୨: ଆସନ୍ତା ଦେବ ଦୀପାବଳିରେ ପୁରୀ ବଡ଼ଦାଣ୍ଡ ହେବ ଦୀପମୟ । ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ମଧ୍ୟରେ ଜଳିବ ୧ ଲକ୍ଷ ଦୀପ। ଆସନ୍ତା ୪ ଓ ୫ ତାରିଖ ସନ୍ଧ୍ୟା ୫ ଟାରୁ ୭ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଲକ୍ଷାଧିକ ଦୀପଦାନ ପାଇଁ ସ୍ଥିର ହୋଇଛି। ବିଶ୍ବକୁ କୋଭିଡ ବିପଦରୁ ମୁକ୍ତ କରିବା ପାଇଁ ଏହି ଦୀପଦାନ କରାଯିବ ବୋଲି ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। […]

ଦେଶ ବିଦେଶ ମନୋରଞ୍ଜନ

ବିବାହ ପରେ ଇଣ୍ଡଷ୍ଟ୍ରି ଛାଡିଦେବେ କ୍ୟାଟ୍ରିନା ! ଅଭିନେତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ ୦୨/୧୧: ବଲିଉଡର ବାର୍ବୀ ଡଲ୍ କ୍ୟାଟ୍ରିନା କୈଫ୍ ତାଙ୍କର ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ। ବିକି ଏବଂ କ୍ୟାଟ୍ରିନା ଡିସେମ୍ବର ୯ ରେ ସାତ ଫେରା ନେବାକୁ ଯାଉଛନ୍ତି। ସେମାନଙ୍କ ବିବାହ ସମ୍ବନ୍ଧୀୟ ଖବର ସବୁଆଡେ ସାମ୍ନାକୁ ଆସୁଛି, କିନ୍ତୁ ଏନେଇ ଦୁହେଁ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ଏପରିକି ଦୁହେଁ ଏପର୍ଯ୍ୟନ୍ତ ନିଜ ସମ୍ପର୍କର ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି କିନ୍ତୁ କୁହାଯାଉଛି ଯେ ଗତ ଦୁଇ ବର୍ଷ ଧରି ଉଭୟ ପରସ୍ପରକୁ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଲାଗି କାହାରି ପରାମର୍ଶ ନେବେ। ଡାକ୍ତରୀ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ନବ ବିବାହିତ ଦମ୍ପତି ପରସ୍ପରଙ୍କୁ ମନର କଥା କହିବେ। ବୃଷ: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ସଂପର୍କ ହେବ। ପ୍ରିୟ ବନ୍ଧୁ ସହ ଫୋନରେ କଥା ହେବେ। ପାରିବାରିକ ଜୀବନ ସୁଖମୟ ରହିବ। ଲୋକମାନଙ୍କୁ ନିଜ ସପକ୍ଷରେ କରିବାରେ ସଫଳ ହେବେ। ମିଥୁନ: ପରିବାରର ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ କୌଣସି ପଦକ୍ଷେପ ନିଅନ୍ତୁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ […]