ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ଓମିକ୍ରନ୍ ଭୟ: ୧୨ରୁ ୧୭ ବର୍ଷ ପିଲାଙ୍କୁ ଟିକାକରଣ ନେଇ ସରକାରଙ୍କ ବିଚାରବିମର୍ଷ

ନୂଆଦିଲ୍ଲୀ: ଦେଶକୁ ବିଦେଶୀ ଫେରନ୍ତାଙ୍କ ଠାରେ ପଜିଟିଭି ମିଳିବା ଘଟଣା ଭାରତ ସରକାରଙ୍କ ନିଦ ହଜାଇ ଦେଇଛି । ଦେଶର ୧୨୫ କୋଟିରୁ ଉଦ୍ଧ୍ୱର୍‌ ଲୋକଙ୍କୁୁ ଟିକାକରଣ ସରିଥିବାବେଳେ ପିଲାମାନଙ୍କୁ (୧୨ରୁ ୧୫ ବର୍ଷ) ଙ୍କୁ ଟିକାକରଣ ଉପରେ ବିଚାରବିମର୍ଷ ଆରମ୍ଭ କରିଛନ୍ତି ସରକାର । କୋଭିଡ୍‌୧୯ର ନୂତନ ପ୍ରଜାତି ଓମିକ୍ରନ୍‌ ପିଲାମାନଙ୍କୁ ଅଧିକ ଆକ୍ରାନ୍ତ କରୁଥିବା ପରିପ୍ରେକ୍ଷୀରେ ଭାରତ ସରକାର ୧୨ରୁ ୧୭ ବର୍ଷର ପିଲାଙ୍କୁ ଟିକା ଦେବା ନେଇ ସମସ୍ତ ବୈଜ୍ଞାନିକ ତଥ୍ୟର ଅନୁଶୀଳନ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଆକ୍ରାନ୍ତ ରାଷ୍ଟ୍ରରୁ ଫେରିଥିବା ୨୪୬ ଜଣ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଓମିକ୍ରନ୍ ଆଶଙ୍କାକୁ ନେଇ ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଜା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ନଭେମ୍ବର ୨୪ ତାରିଖରେ ଆକ୍ରାନ୍ତ ରାଷ୍ଟ୍ରରୁ ଫେରିଥିବା ୨୪୬ ଜଣ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ନମୁନା ଜିନୋମ୍ ସିକ୍ୱେନ୍ସିଂ ପାଇଁ ଆଇଏଲଏସ୍ କୁ ଆସିଛି । ଏହାର ରିପୋର୍ଟ ଗୁରୁବାର କିମ୍ବା ଶୁକ୍ରବାର ଆସିବ ବୋଲି ସୂଚନା ଦେଇଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ । ଖାଲି ସେତିକି ନୁହେଁ ପୂର୍ବରୁ ଆସିଥିବା ୧୪୧ ନମୁନାର ଜିନୋମ୍ ସିକ୍ୱେନ୍ସିଂ ହୋଇଥିଲା […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପୂଜାପାଠରେ ସମୟ ବିତିବ। ଅଧ୍ୟାପକଙ୍କ ଲାଗି ଦିନଟି ଭଲ। ବେପାରକୁ ଆଗକୁ ବଢ଼ାଇବା ପାଇଁ ଜୀବନସାଥୀଙ୍କ ସାହାଯ୍ୟ ପାଇବେ। ବୃଷ: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ମୁରବିଙ୍କ ଅନୁମତି ନିଅନ୍ତୁ। ଶିକ୍ଷାର୍ଥୀଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ଜୀବନସାଥୀଙ୍କୁ ଦରକାରୀ ବସ୍ତୁ ଉପହାର ଦେବେ। ମିଥୁନ: ବିଶେଷ କାର୍ଯ୍ୟରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ନିଜର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। କର୍କଟ: ଉଚ୍ଚ ଅଧିକାରୀଙ୍କ ସହ ଭଲ […]

କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା; କୌଣସି ସାଙ୍ଗିତିକ ଧାରାକୁ ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରନ୍ତି ନାହିଁ: ଜି. କିଷନ୍ ରେଡ୍ଡୀ

ନୂଆଦିଲ୍ଲୀ: କ‌ୌଣସି ସାଙ୍ଗିତିକ ଧାରାକୁ ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରନ୍ତି ନାହିଁ ବୋଲି ଆଜି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତରପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜି. କିଷନ୍‌ ରେଡ୍ଡୀ କହିଛନ୍ତି। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ସମ୍ବନ୍ଧରେ ଓଡ଼ିଆ ସମ୍ପ୍ରଦାୟ ଏବଂ କେତେକ ପ୍ରତିନିଧି ବାରମ୍ବାର କରୁଥିବା ଅନୁରୋଧକୁ ସରକାର ଗ୍ରହଣ କରିଛନ୍ତି କି, ନାହିଁ ବୋଲି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ […]

ରାଜ୍ୟ ସ୍ୱାସ୍ଥ୍ୟ

ଓମିକ୍ରନ୍ ଆକ୍ରାନ୍ତ ରାଷ୍ଟ୍ରରୁ ଓଡ଼ିଶା ଫେରିଥିବା ଯାତ୍ରୀଙ୍କ ଭିତରୁ ୪୦ ପ୍ରତିଶତଙ୍କୁ ଠାବ କରାଯାଇପାରୁନାହିଁ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କ ଉପରେ ପ୍ରଶାସନ ନଜର ରଖିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ୪୦ ପ୍ରତିଶତ ବିଦେଶ ଫେରନ୍ତା ଠାବ ହୋଇପାରୁନାହାନ୍ତି। ଏବେ ସୁଦ୍ଧା ଓମିକ୍ରନ୍ ଚିହ୍ନଟ ରାଷ୍ଟ୍ରରୁ ୮୦୦ରୁ ଅଧିକ ଯାତ୍ରୀ ଓଡ଼ିଶାକୁ ଆସିଛନ୍ତି। ଏୟାର ସୁବିଧା ପୋର୍ଟାଲରେ ସେମାନେ ଭୁଲ୍ ଫୋନ ନମ୍ବର, ଭୁଲ ଠିକଣା ଦେଇଥିବା କାରଣରୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି। ଏୟାର ସୁବିଧା ପୋର୍ଟାଲରେ […]

ପର୍ଯ୍ୟଟନ ରାଜ୍ୟ

ଜଓ୍ୱାଦ ପ୍ରଭାବରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ୨ ଫୁଟର ପାଣି, ହନ୍ତସନ୍ତ ପର୍ଯ୍ୟଟକ

କୋଣାର୍କ ୦୫/୧୨: ଜଓ୍ୱାଦ ବାତ୍ୟା ଯୋଗୁଁ କୋଣାର୍କରେ ଗତକାଲି ମଧ୍ୟ ରାତିରୁ ପ୍ରବଳ ବର୍ଷା । ସୂର୍ଯ୍ୟ ମନ୍ଦିରର ଚାରିପଟେ ପାଣି ଜମି ରହିଛି । ପାଣି ନିଷ୍କାସନ ପାଇଁ ଏଏସଆଇ ପକ୍ଷରୁ ୩ଟି ମୋଟର ଲଗାଯାଇଛି । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପସିଛି । ସେପଟେ ଲୋକେ ତଥା ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ବର୍ଷା ହେତୁ ଏକର ଏକର ଧାନ ଫସଲ ନଷ୍ଟ ହୋଇଯାଇଛି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନକୁ ନେଇ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ? ଜାଣନ୍ତୁ ଓଡ଼ିଶାରେ କିପରି ରହିଛି ପ୍ରସ୍ତୁତି

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଧିରେ ଧିରେ ବ୍ୟାପିବାରେ ଲାଗିଲାଣି । ପ୍ରଥମରେ କର୍ଣ୍ଣାଟକ ଓ ଗୁଜରାଟ, ମହାରାଷ୍ଟ୍ର ପରେ ଏହା ଦିଲ୍ଲୀକୁ ବି ନିଜ କବଜାକୁ ନେବାରେ ଲାଗିଛି । ଓମିକ୍ରନକୁ ନେଇ ବିଭିନ୍ନ ରାଜ୍ୟ ନିଜ ନିଜର ଗାଇଡଲାଇନ୍ ସହିତ କଟକଣାକୁ କଡ଼ାକଡ଼ି କରିଛନ୍ତି । ଏହାରି ମଧ୍ୟରେ ଓମିକ୍ରନ ପ୍ରସଙ୍ଗରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଓମିକ୍ରନକୁ ନେଇ ‘ହୁ’ କିମ୍ବା ବିଶ୍ୱରେ […]

ଦେଶ ବିଦେଶ ପର୍ଯ୍ୟଟନ

ଦୁନିଆର ସବୁଠାରୁ ଭୟଙ୍କର ଆଇଲ୍ୟାଣ୍ଡ, ଯେଉଁଠାରେ ୧,୬୦,୦୦୦ ରୋଗୀଙ୍କୁ ଏକାସାଙ୍ଗରେ ଜଳାଇ ଦିଆଯାଇଥିଲା

ନୂଆଦିଲ୍ଲୀ: ଦୁନିଆରେ ଏପରି କିଛି ରହସ୍ୟ ରହିଛି, ଯାହା ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ଖୁଲାସା ହୋଇନାହିଁ । ଏଥିରେ ଅନେକ ଦ୍ୱୀପ ବା ଆଇଲ୍ୟାଣ୍ଡର ନାଁ ବି ସାମିଲ ରହିଛି । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଏକ ଆଇଲ୍ୟାଣ୍ଡ ବିଷୟରେ, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେହି କାରଣ ଯୋଗୁଁ ରହସ୍ୟମୟ ଦ୍ୱୀପକୁ କାହାକୁ ବି ଯିବାକୁ ଅନୁମତି ଦିଆଯାଉ ନାହିଁ । ତାହା ହେଉଛି ଇଟାଲିର ପୋଭେଜ୍ଳିଆ ଆଇଲ୍ୟାଣ୍ଡ, […]

ଦେଶ ବିଦେଶ ମନୋରଞ୍ଜନ

ରଣବୀର-ଦୀପିକାଙ୍କ ଏହି ଗୀତରେ ବ୍ୟାକ୍ ଗ୍ରାଉଣ୍ଡ ଡ୍ୟାନ୍ସର୍ ଥିଲେ ଆୟୁଷ ଶର୍ମା; ନିଜ ସଂଘର୍ଷର କାହାଣୀ କହିଲେ ଅଭିନେତା

ମୁମ୍ବାଇ: ବଲିଉଡ୍ ଅଭିନେତା ଆୟୁଷ ଶର୍ମାଙ୍କ ଫିଲ୍ମ ଅନ୍ତିମ: ଦ ଫାଇନାଲ୍ ଟ୍ରୁଥ୍ ନିକଟରେ ରିଲିଜ୍ ହୋଇଯାଇଛି । ଏହି ଫିଲ୍ମରେ ଆୟୁଷ ଖଳନାୟକ ଭୁମିକାରେ ଥିଲେ । ଏହି ଫିଲ୍ମରେ ଆୟୁଷଙ୍କ ଦମଦାର୍ ଅଭିନୟଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ତେବେ ସେ ବଲିଉଡ୍ ରେ ନିଜ କ୍ୟାରିୟର୍ କିପରି ଆରମ୍ଭ କରିଥିଲେ ସେ ସମ୍ପର୍କରେ କିଛି ଖୁଲାସା କରିଛନ୍ତି । ଏକ ପ୍ରେସ୍ କନଫରେନ୍ସ ରେ କହିଛନ୍ତି ଯେ, ସେ କଲେଜ୍ ରେ […]

ଖେଳ ପର୍ଯ୍ୟଟନ ରାଜ୍ୟ

ପ୍ରଶଂସା ସାଉଣ୍ଟିଲେ ବିଶ୍ବକପ୍‌ ସ୍ବେଚ୍ଛାସେବୀ

ଭୁବନେଶ୍ବର: ବିଶ୍ବକପ୍ ପାଇଁ ସ୍ବେଚ୍ଛାସେବୀ ଦାୟିତ୍ବରେ ଥିବା କିଛି ଉଦୀୟମାନ କ୍ରୀଡ଼ା ତାରକା ଶନିବାର ଢେର ପ୍ରଶଂସା ସାଉଣ୍ଟିଥିଲେ। ଏମାନଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ କାନାଡା ଓ ଚିଲି ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍ ସୁରୁଖୁରୁରେ ଶେଷ ହୋଇଥିଲା। ବାତ୍ୟା ଜୱାଦ ପ୍ରଭାବରେ ଶନିବାର ସକାଳ ପାଗ ପୂରା କୋହଲା ରହିଥିଲା। ଝିପିଝିପି ବର୍ଷା ସତ୍ତ୍ବେ ଆମେରିକା ଓ କାନାଡା ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ବେଳେ ବିଶେଷ ଅସୁବିଧା ହୋଇ ନଥିଲା। ହେଲେ କାନାଡା-ଚିଲି ମ୍ୟାଚ୍ […]