ରାଜ୍ୟ ସ୍ୱାସ୍ଥ୍ୟ

ପଡ଼ୋଶୀ ରାଜ୍ୟରେ ପ୍ରଥମ ଓମ୍ରିକନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାବାସୀଙ୍କୁ ସତର୍କ ଘଣ୍ଟି

ଭୁବନେଶ୍ବର: କରୋନା ଭାଇରସ୍‌ ମହାମାରୀର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’ ସମଗ୍ର ବିଶ୍ବବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଭାରତରେ ମଧ୍ୟ ଏହା ଗୋଟିଏ ପରେ ଗୋଟିଏ ରାଜ୍ୟରେ କାୟା ବିସ୍ତାର କରୁଛି। ଓଡ଼ିଶାରେ ଏପର୍ଯ୍ୟନ୍ତ ଏହି ଭାରିଆଣ୍ଟର ଶିକାର ହୋଇ ନାହାନ୍ତି। କିନ୍ତୁ ପଡୋଶୀ ଆନ୍ଧ୍ରପ୍ରଦେଶରେ ଜଣେ ଯୁବକ ପ୍ରଥମ ଥର ପାଇଁ ଚିହ୍ନଟ ହେବା ପରେ ଆମ ପାଇଁ ସତର୍କ ଘଣ୍ଟି ବାଜିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଆନ୍ଧ୍ରରେ ଜଣେ ଯୁବକ ଓମିକ୍ରନ୍‌ ପଜିଟିଭ୍‌ […]

କଳା ଓ ସଂସ୍କୃତି ଦେଶ ବିଦେଶ

ଜିନ୍ସରେ କାହିଁକି ରହିଥାଏ ଗୋଟିଏ ଛୋଟ ପକେଟ ? ରହିଛି ବହୁ ପୁରୁଣା ଇତିହାସ

ନୂଆଦିଲ୍ଲୀ ୧୧/୧୨ : ଦୁନିଆକୁ ଜିନ୍ସ ଆମେରିକା ଆଣିଛି। ଜିନ୍ସ ଆମେରିକାରୁ ଆରମ୍ଭ ହୋଇ ଦୁନିଆର କୋଣ ଅନୁକୋଣରେ ପହଞ୍ଚିଛି। ଜିନ୍ସ ଆଜିକା ସମୟର ଫ୍ୟାଶନ ଷ୍ଟେଟମେଣ୍ଟ। ଆଜିର ଏହି ଟ୍ରେଣ୍ଡ ଜିନ୍ସ ଅସଲରେ ଶ୍ରମିକମାନଙ୍କ ପାଇଁ ତିଆରି କରାଯାଇଥିଲା। ଶ୍ରମିକଙ୍କ ପୋଷାକ ଅଧିକ ମଇଳା ହେବନି ଏବଂ ବାରମ୍ବାର ତାକୁ ସଫା କରିବାକୁ ପଡ଼ିବନି ବୋଲି ଜିନ୍ସ ତିଆରି କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଯୁଗରେ ସମସ୍ତେ ଜିନ୍ସ ପିନ୍ଧୁଛନ୍ତି। ପୁରୁଷ ହେଉ କି ମହିଳା ସମସ୍ତଙ୍କୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କେବଳ ରାତିରେ ଦେଖାଯିବ ଓମିକ୍ରନର ନୂଆ ଲକ୍ଷଣ, ଡାକ୍ତର ଦେଲେ ଚେତାବନୀ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସାରା ବିଶ୍ୱର ନିଜର କାୟା ବିସ୍ତାର କରିବାରେ ଲାଗିଛି । ଭାଇରାଲ ସଂକ୍ରମଣର ସବୁଠାରୁ ବିପଜ୍ଜନକ ଦିଗ ହେଉଛି ଏହାର ଗମ୍ଭୀରତା । ଏହା ପୂର୍ବରୁ ଡେଲଟା ଭାରିଆଣ୍ଟ ଅନେକ ଦେଶରେ ହଇଚଇ ସୃଷ୍ଟି କରିଥିଲା । ଡେଲଟା ଭାରିଆଣ୍ଟ ଅଧିକ ସଂକ୍ରମଣ କରୁଥିଲା । ଏଥିରେ ରୋଗୀମାନଙ୍କୁ ଉଭୟ ହାଲୁକା ଓ ଗମ୍ଭୀର ଲକ୍ଷଣ ଅନୁଭବ ହେଉଥିଲା । ଅଧିକ ଜ୍ୱର, ଲଗାତାର କାଶ ହେବା, ଛାତି ଯନ୍ତ୍ରଣା, […]

ଦେଶ ବିଦେଶ ମନୋରଞ୍ଜନ

ନୋରାଙ୍କୁ ଡେଟ୍ କରୁଛନ୍ତି ଗୁରୁ ରନ୍ଧାୱା! ଗୋଆ ବିଚରେ ମସ୍ତି କରୁଥିବା ବେଳେ କ୍ୟାମେରାରେ କଏଦ୍ ହେଲା ଫଟୋ

ନୂଆଦିଲ୍ଲୀ: ବଲିଉଡ୍ ଇଣ୍ଡଷ୍ଟ୍ରୀର ସୁପର୍ ଡ୍ୟାନ୍ସର୍ ନୋରା ଫତେହୀ ଓ ଦିଗ୍ଗଜ ଗାୟକ ଗୁରୁ ରନ୍ଧାୱାଙ୍କୁ ଗୋଆ ବିଚ୍ ରେ ଏକାସାଙ୍ଗରେ ଦେଖିବାକୁ ମିଳିଛି । ଦୁହେଁ ସର୍ଟସ୍ ରେ ନଜର ଆସିଛନ୍ତି । ସୋସିଆଲ୍ ମିଡିଆରେ ନୋରା ଓ ଗୁରୁଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି । ସେମାନଙ୍କୁ ନେଇ ଏବେ ପ୍ରଶ୍ନ ଉଠିଛି ଯେ, ଦୁହେଁ ହୁଦିଁଙ୍କୁ ଡେଟ୍ କରୁନାହାନ୍ତି ତ? ଦୁହେଁ ବିଚ୍ ରେ ଖୁବ୍ ହସମଜାକ୍ କରୁଥିବା ଦେଖିବାକୁ ମିଳିଛି । […]

ଖେଳ ରାଜ୍ୟ

ସର୍ବଭାରତୀୟ ପୁଲିସ୍‌ ହକି: ରଶ୍ମିତାଙ୍କ ହ୍ୟାଟ୍ରିକ୍‌; ଓଡ଼ିଶା ମହିଳାଙ୍କୁ କା˚ସ୍ୟ

କଟକ: ବେଙ୍ଗାଲୁରୁରେ ଶେଷ ହୋଇଥିବା ସର୍ବଭାରତୀୟ ପୁଲିସ୍‌ ହକି ପ୍ରତିଯୋଗିତାରେ ରଶ୍ମିତା ମିଞ୍ଜ୍‌ଙ୍କ ହ୍ୟାଟ୍ରିକ୍ ବଳରେ ଓଡ଼ିଶା ମହିଳା ଦଳ କା˚ସ୍ୟ ପଦକ ଜିତିଛି। ତୃତୀୟ ସ୍ଥାନ ପାଇଁ ମୁକାବିଲାରେ ଓଡ଼ିଶା ଦଳ ୬-୦ ଗୋଲ୍‌ରେ ମହାରାଷ୍ଟ୍ର ପୁଲିସ୍‌କୁ ହରାଇଥିଲା। ରଶ୍ମିତା ମିଞ୍ଜ ୪ ଓ ଏଲିନ୍‌ ଲାକ୍ରା ୨ ଗୋଲ୍‌ ଦେଇ ଓଡ଼ିଶାକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ପ୍ରଥମ କ୍ବାର୍ଟରରେ ରଶ୍ମିତା ମିଞ୍ଜ୍‌ ପ୍ରଥମ ଗୋଲ୍‌ ଦେଇଥିଲା ବେଳେ ଦ୍ବିତୀୟ ଓ ତୃତୀୟ କ୍ବାର୍ଟରରେ […]

କଳା ଓ ସଂସ୍କୃତି ରାଜ୍ୟ

ନୂଆବର୍ଷରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ

ପୁରୀ : ନୂଆବର୍ଷରେ ଭକ୍ତଙ୍କୁ ମିଳିବନି ମହାପ୍ରଭୁଙ୍କ ଦର୍ଶନ। ପୂର୍ବଭଳି ପ୍ରତି ରବିବାର ବି ଦର୍ଶନ ବନ୍ଦ ରହିବ। ଏଣୁ ଡିସେମ୍ବର ୩୧, ଜାନୁଆରି ୧ ଓ ୨ ତାରିଖ(ରବିବାର), ଏଭଳି ତିନିଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ। ‘ଓମିକ୍ରନ୍‌’ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଆସନ୍ତା ୧୬ ତାରିଖରୁ ପହିଲି ଭୋଗ ନୀତି ଆରମ୍ଭ ହେଉଛି। ଜାନୁଆରି ୧୩ ତାରିଖ ପର୍ଯ୍ୟନ୍ତ ପହିଲି ଭୋଗ ନୀତି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଆନ୍ଧ୍ର ପ୍ରଦେଶରେ ପ୍ରଥମ ‘ଓମିକ୍ରନ୍‌’ ଆକ୍ରାନ୍ତ ଚିହ୍ନଟ

ବିଶାଖାପାଟଣା: ଆଜି ଆନ୍ଧ୍ର ପ୍ରଦେଶରେ ରାଜ୍ୟର ପ୍ରଥମ ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଆୟର୍ଲାଣ୍ଡ୍‌ରୁ ଫେରିଥିବା ଜଣେ ୩୪ ବର୍ଷିୟ ବ୍ୟକ୍ତିଙ୍କ ନମୁନାରେ ଏହି ଭେରିଏଣ୍ଟ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ଶରୀରରେ କୌଣସି ଲକ୍ଷଣ ଦେଖା ଯାଇ ନ ଥିଲା ଏବଂ ଶନିବାର ଦିନ କରୋନାଭାଇରସ୍‌ ‘ଆର୍‌ଟି-ପିସିଆର୍‌’ ଟେଷ୍ଟ୍‌ରେ ‘ନେଗେଟିଭ୍‌’ ଆସିଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ବିଦେଶରୁ ଆନ୍ଧ୍ର ପ୍ରଦେଶକୁ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ଜଣ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ […]

କଳା ଓ ସଂସ୍କୃତି ରାଜ୍ୟ

ନିମ୍ବ ଗଛରେ ଶଙ୍ଖ-ଚକ୍ର-ଗଦା ଓ ପଦ୍ମ, ଦେଖିବାକୁ ଲୋକଙ୍କ ଭିଡ

ଭଦ୍ରକ,୧୨/୧୨: ଗଛରେ ଦିଶୁଛି ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ପ୍ରତିକୃତି । ଏହି ଦୃଶ୍ୟ ଦେଖିବା ପରେ ଗଛ ନିକଟରେ ଭିଡ଼ ଜମିଛି । ପୂଜାର୍ଚ୍ଚନା ଆରମ୍ଭ କଲେଣି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ମହୁରା ଗାଁରେ ଏମିତି ଘଟଣା ସାମ୍ନାକୁ ଆସିଛି । ମହୁରା ଗାଁର ନରହରି ମିଶ୍ରଙ୍କ ବାଡ଼ିରେ ବହୁ ପୁରୁଣା ନିମ୍ବ ଗଛ ରହିଛି । ପରିବାର ଲୋକେ ଗଛକୁ ପ୍ରତ୍ୟେକ […]

କଳା ଓ ସଂସ୍କୃତି ରାଜ୍ୟ

ମଣିଙ୍କ ଭିତରେ ମଣି ଥିଲେ ଉତ୍କଳମଣି ଗୋପବନ୍ଧୁ : ଗୋପାଳ କୃଷ୍ଣ ଗାନ୍ଧୀ

ଭୁବନେଶ୍ୱର: ଉତ୍କଳମଣି ଗୋପବନ୍ଧୁ ଦାଶ ଏକ ଉତ୍କୃଷ୍ଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ , କାରଣ ସେ ଜେଲ ଜୀବନର ବ୍ୟଥା ଓ ବେଦନାକୁ ସାରସ୍ୱତ ସାଧନାରେ ଲଗାଇ ଜଣେ ନିର୍ଭୀକ ଲେଖକର ପରିଚୟ ଦେଇଥିଲେ ବୋଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାତି , ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ତଥା ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଗୋପାଳକୃଷ୍ଣ ଗାନ୍ଧୀ ଭାରତର ସମ୍ମାନଜନକ ତଥା ବହୁ ପ୍ରତୀକ୍ଷିତ ସାହିତ୍ୟିକ କାର୍ଯ୍ୟକ୍ରମ କଳିଙ୍ଗ ସାହିତ୍ୟ ମହୋତ୍ସବ ର ଉଦଘାଟନୀ ସଭାରେ ମୁଖ୍ୟ ବକ୍ତା […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ସ୍କୁଲ ବନ୍ଦ କରିବାକୁ ନେଇ ଶିକ୍ଷା ବିଭାଗ ଦେଲା ଏହି ସୂଚନା, ତୃତୀୟ ଲହର ଆଶଙ୍କା

ପାଟନା: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଅନେକ ମାମଲା ସାମ୍ନାକୁ ଆସିବାରେ ବିହାରରେ ସବୁ ସ୍କୁଲ ବନ୍ଦ ହୋଇଯିବାର ଆଶଙ୍କା କରାଯାଉଥିଲା । କିନ୍ତୁ ଏହା ଉପରେ ଶିକ୍ଷା ବିଭାଗ ଏକ ବୟାନ ଜାରି କରିଛି । ଶିକ୍ଷା ବିଭାଗ ଦ୍ୱାରା ସ୍ପଷ୍ଟ କୁହାଯାଇଛି ଯେ, ସ୍କୁଲ ଉପରେ ଏହାର ପ୍ରଭାବ ଏବେ ପଡିନାହିଁ । ସ୍କୁଲଗୁଡିକ ପୂବ ପରି ୧୦୦ ପ୍ରତିଶତ ଉପସ୍ଥିତି ସହିତ ଖୋଲାରହିବ । ମିଡିଆ ରିପୋର୍ଟ ଅନୁସାରେ, ଶିକ୍ଷା ବିଭାଗ ପକ୍ଷରୁ […]