ରାଜଧାନୀରେ ଓମିକ୍ରନର ଆଉ ୪ ନୂଆ କେସ୍, ଏଯାଏଁ ୮ ରାଜ୍ୟରେ ବ୍ୟାପିଲାଣି କରୋନାର ନୂଆ ଭାରିଆଣ୍ଟ୪
ନୂଆଦିଲ୍ଲୀ ୧୪/୧୨: ସାରା ଦେଶରେ କ୍ଷୀପ୍ର ଗତିରେ ମାଡିଚାଲିଛି କରୋନାର ନୂଆ ମ୍ୟୁଟାଣ୍ଟ । ଓମିକ୍ରନ ନେଇ ସବୁିଠି ବିପଦ ଦେଖାଦେଲାଣି । ଏବେ ପୁଣିଥରେ ରାଜଧାନୀ ଦିଲ୍ଲୀରେ ୪ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ମୋଟ ମାମଲା ୬ ହୋଇଛି । ତେବେ ଆଶ୍ୱସ୍ତିକର ଖବର ହେଉଛି ଏମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସାରା ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୬ରେ […]