ଦେଶ ବିଦେଶ ମନୋରଞ୍ଜନ

ସଲମାନ ଓ ରଣବୀର କ୍ୟାଟ୍ରିନାଙ୍କୁ ଦେଲେ ମହଙ୍ଗା ଉପହାର, ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଳୀ ୧୫।୧୨ : ଚଳିତ ବର୍ଷ ବହୁ ଚର୍ଚ୍ଚିତ ବିବାହଙ୍କ ନେଇ ଖୁବ୍‌ ଚର୍ଚ୍ଚା ଚାଲିଥିଲା । ଯାହା ଡିସେମ୍ବର ୯ରେ ବଲିଉଡ୍ର ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରେ ଏବେ ଉପହାର ଦେବା ନେବା ଚାଲିଛି। ନିକଟରେ କ୍ୟାଟ୍ରିନା-ଭିକି ଅନେକ ସାଥୀ କଳାକାର, ବନ୍ଧୁଙ୍କ ଘିଅରେ ଲଡୁ ଏବଂ କାର୍ଡ ପଠାଇଛନ୍ତି। ସେହିପରି ଭିକିଙ୍କ ଏକ୍ସ ହର୍ଲିନ୍‌ ସେଟ୍ଟୀଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି । […]

ଖେଳ ଦେଶ ବିଦେଶ

ବିଶ୍ୱକପ ୨୦୨୨ରେ ପାକିସ୍ତାନ ବିରୋଧରେ ଭାରତ ଖେଳିବ ପ୍ରଥମ ମ୍ୟାଚ୍, ଜାଣନ୍ତୁ କେବେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ ୧୫/୧୨: ଆସନ୍ତା ବର୍ଷ ମାର୍ଚ୍ଚ ୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୨ । ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ମାର୍ଚ୍ଚ ୪ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଆୟୋଜକ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ । ପରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଦଳ ହାମିଲଟନରେ ମୁହାଁମୁହିଁ ହେବେ । ୩୧ ଦିନରେ ମୋଟ ୩୧ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

କେରଳ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି : ବିବାହ ବେଳେ ଝିଅକୁ ବାପା-ମା’ ଦେଉଥିବା ଉପହାର ଯୌତୁକ ନୁହେଁ

କୋଚି ୧୫।୧୨: ବିବାହ ସମୟରେ ବାପା-ମା’ ଝିଅକୁ ଦେଉଥିବା ଉପହାର ଯୌତୁକ ନୁହେଁ । ଯୌତୁକ ନିଷେଧ ଅଧିନିୟମ, ୧୯୬୧ ଅନୁଯାୟୀ ଏହାକୁ ଯୌତୁକ ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କେରଳ ହାଇକୋର୍ଟ ରାୟ ଶୁଣାଇଛନ୍ତି । ଜଣକିଆ ଖଣ୍ଡପୀଠରେ ହୋଇଥିବା ଆବେଦନ ଉପରେ ବିଚାର କରି ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ । କେରଳ କୋଲ୍ଲମ ଜିଲ୍ଲା ଯୌତୁକ ନିଷେଧ ଅଧିକାରୀଙ୍କ ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନ ଉପରେ କୋର୍ଟ ଶୁଣାଣି କରି ଏହି […]

ରାଜ୍ୟ ସ୍ୱାସ୍ଥ୍ୟ

ସୀମାନ୍ତ ଜିଲ୍ଲାକୁ ଫୋକସ, ଟିକାକରଣକୁ ଅଧିକ ଗୁରୁତ୍ୱ- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୧୫।୧୨: ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଉଛି । ସର୍ଭିଲାନ୍ସ ଓ ଭ୍ୟାକ୍ସିନେସନକୁ ଗୁରୁତ୍ୱ ଦିଆଯାଉଛି । ବାହାରୁ ଆସୁଥିବା ଲୋକମାନଙ୍କର ସର୍ଭିଲାନ୍ସକୁ କଡାକଡି କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଜିନମ୍ ସିକ୍ୟୁଏନସିଂ କରାଯାଉଛି । ଟିକାକରଣକୁ ଆମେ ଗୁରୁତ୍ୱ ଦେଉଛୁ । ଖୁବ ଶୀଘ୍ର ଟିକା କରଣ ପାଇଁ ଆମର କାର୍ଯ୍ୟ ଜାରି ରହିଛି । […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ନୂଆ କାମରେ ରୁଚି ବଢ଼ିବ। ଛୋଟଛୋଟ କଥାରେ ଖୁସିର ତଲାସ କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ସୁଖରେ ବୃଦ୍ଧି ହେବ। ବୃଷ: ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ମିଳିବ। ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ଜୀବନସାଥୀଙ୍କୁ ସଫଳତା ମିଳିବା ହେତୁ ମନ ପ୍ରସନ୍ନ ହେବ। ମିଥୁନ: ଆମଦାନି ପାଇଁ ନୂଆ ଉତ୍ସ ସମ୍ମୁଖକୁ ଆସିବ। ଘରକୁ ନୂଆ ବନ୍ଧୁ ଆସିପାରନ୍ତି। ନୂଆ ପ୍ରକଳ୍ପରେ କାମ କରିବା ପୂର୍ବରୁ […]

ରାଜ୍ୟ ସ୍ୱାସ୍ଥ୍ୟ

ଓମିକ୍ରନରୁ ସୁରକ୍ଷା ଦେବ କୋଭିଡ୍ ଟିକା: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: କୋଭିଡ୍ ଟିକା ଓମିକ୍ରୋନରୁ ସୁରକ୍ଷା ଦେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଏଣୁ ସମସ୍ତଙ୍କୁ ଯଥାଶୀଘ୍ର ଟିକା ନେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, କୋଭିଡ୍ ଟିକା ଶତ ପ୍ରତିଶତ ନ ହେଲେ ବି ଓମିକ୍ରୋନରୁ କିଛିଟା ସୁରକ୍ଷା ଦେବ। ଟିକା ନେଲେ ଗୁରୁତର ହେବା, ହସ୍ପିଟାଲାଇଜ ହେବା ଏବଂ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା କମ ରହିବ। ଲୋକଙ୍କୁ ଟିକା ନେବା ପାଇଁ […]

ମନୋରଞ୍ଜନ ରାଜ୍ୟ

ପୁଣି ବଡ଼ ପରଦାରେ ମହାଶ୍ୱେତା

ଭୁବନେଶ୍ବର: ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତା ପୁଣି ଏକ ଓଡ଼ିଆ ସିନେମାରେ ଅଭିନୟ କରୁଥିବା ଜଣାଯାଇଛି। ଏହି ସିନେମାର ଶୀର୍ଷକ ହେଲା ‘ତୋ ନା ର ମାନେ ହଁ’। ଜୋକର ପ୍ଲସ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ସିନେମାରେ ସମ୍ବିତଙ୍କ ସହ ଦୁଇଜଣ ନାୟିକା ଅଛନ୍ତି। ଏଦୁହେଁ ହେଲେ ରୀୟା ଓ କାବ୍ୟା। ଏତଦବ୍ୟତୀତ ପ୍ରଦ୍ୟୁମ୍ନ ଲେଙ୍କା, ଅମର ଓ ସୋମା ଭୌମିକ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ଅଭିଜିତ ମଜୁମଦାର ଏହି ସିନେମାରେ ସଙ୍ଗୀତ […]

ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୭୫ କରୋନା ପଜିଟିଭ୍ ଚିହ୍ନଟ, ୩୦ ଜଣ ଶିଶୁ ଓ କିଶୋର ସଂକ୍ରମିତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୦ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୫ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ […]

ଦେଶ ବିଦେଶ ଧର୍ମ

‘ଚାର୍‌ଧାମ୍’ ସଡ଼କ ପ୍ରଶସ୍ତିକରଣ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚାର ଧାମ ପାଇଁ ସ୍ଥାୟୀ ରାସ୍ତା ପ୍ରକଳ୍ପକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତିରେ କେନ୍ଦ୍ରର ସେପ୍ଟେମ୍ବର୮, ୨୦୨୦ରେ ଦିଆଯାଇଥିବା ଆଦେଶର ସଂଶୋଧନ ଦାବି ଆବେଦନ କରିଥିଲା କେନ୍ଦ୍ର। ଆଜି ଏହି ଆବେଦନ ଉପରେ ଶୁଣାଣି କରି ଚାରି ଧାମ ପାଇଁ ସ୍ଥାୟୀ ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲା ଯେ ପୂର୍ବ ଆଦେଶରେ ପରିବର୍ତ୍ତନ ଆଣିବା ଏବଂ ଋଷିକେଶରୁ ମନା, ଋଷିକେଶରୁ ଗଙ୍ଗୋତ୍ରି ଏବଂ ତାନକପୁରରୁ ପିଥୋରାଗଡ […]

ଖେଳ ଦେଶ ବିଦେଶ

ସାଉଥ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଝଟକା, ବାଦ୍ ପଡିଲେ ରୋହିତ, ODI ସିରିଜ୍ ଖେଳିବେନି କୋହଲି

ନୂଆଦିଲ୍ଲୀ ୧୪/୧୨: ଟିମ ଇଣ୍ଡିଆ ସାଉଥ ଆଫ୍ରିକା ଗସ୍ତ ପୂର୍ବରୁ ବହୁତ ଗୁଡାଏ ଖବର ସାମ୍ନାକୁ ଆସୁଛି । ଲଗାତାର କିଛି ନା କିଛି ଖବର ଶୁଣିବାକୁ ମିଳୁଛି । ପ୍ରଥମେ ଟେଷ୍ଟର ଉପ ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ସିରିଜରୁ ବାହାର ହୋଇଛନ୍ତି । ହେଲେ ଏବେ ବିରାଟ କୋହଲି ଦିନିକିଆ ସିରିଜରୁ ନିଜ ନାଁ ପ୍ରତ୍ୟାହୃତ କରିନେଇଛନ୍ତି । ବିସିସିଆଇ ବିରାଟ କୋହଲିଙ୍କୁ ଦିନିକିଆ କ୍ୟାପଟେନରୁ ହଟାଇବା ପରେ ଏମିତି ହୋଇଥିବା ଅନୁମାନ […]