Love Impossible : ଖୁସିର ମାହୋଲରେ ସକିଂ ଟ୍ୱିଷ୍ଟ, ସୁନ୍ଦରୀ ପୁନମ୍ଙ୍କ ହାତରୁ କ୍ଷୀର ପିଇ ବେହୋସ ବର…
ଭୁବନେଶ୍ୱର ୨୫।୧୨: ସୁଟିଂ ଫ୍ଲୋରରେ ପୁନମ୍ । ବ୍ରାଇଡ଼ାଲ୍ ଲେହେଙ୍ଗାରେ ଦିଶୁଛନ୍ତି ଖୁବ୍ ସୁନ୍ଦରୀ । ଝିଅ ବାହାଘର ମାହୋଲରେ ସମସ୍ତ ଖୁସି । କନ୍ୟାଦାନ କରିବେ ପିଣ୍ଟୁ ନନ୍ଦ । ଆର୍ଶୀବାଦ କରିବେ ପିଣ୍ଟୁଙ୍କ ପତ୍ନୀ ଅଳକା । ହେଲେ ତା’ ଆଗରୁ ଦେଖନ୍ତୁ କଣ ହେଉଛି । ଖୁସିର ମାହୋଲରେ ଆସିଲା ସକିଂ ଟ୍ୱିଷ୍ଟ । କନ୍ୟା ହାତରୁ କ୍ଷୀର ପିଇ ବେହୋସ ବର । ଫିଲ୍ମ ‘Love Impossible’ର ସିନ୍-ସିକ୍ୱେନ୍ସ । ରୋମାଣ୍ଟିକ […]