ପ୍ରେମିକାକୁ ଦେଖା କରିବା ମହଙ୍ଗା ପଡ଼ିଲା; କୂଅରେ ଖସି ପଡ଼ିଲା ପ୍ରେମିକ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପ୍ରେମିକାଙ୍କୁ ଦେଖା କରିବାକୁ ଯାଇ ଗଭୀର କୂଅରେ ଖସି ପଡ଼ିଥିଲେ ପ୍ରେମିକ। ଚିତ୍କାର ଶୁଣି ଉକ୍ତ ସ୍ଥାନ ଦେଇ ଯାଉଥିବା ପୁଲିସ କୂଅ ଭିତରୁ ଉକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲା। । ଉଦ୍ଧାର ପରେ କିଛି ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣକ ସୁସ୍ଥ ଅଛନ୍ତି। ଉତ୍ତର ପ୍ରଦେଶର ଲକ୍ଷ୍ନୌର ବିଜନୋରରେ ବସବାସ କରୁଥିବା ଜଣେ ଯୁବକ ଗତ ରବିବାର ରାତିରେ ନିଜ ପ୍ରେମିକାଙ୍କୁ ଦେଖା କରିବାକୁ ମାତୀଗାଁଓ ଯାଇଥିଲେ। ରାତି […]