ଗାୟିକାରୁ ନାୟିକା ‘ସୋଫି ଚୌଦ୍ରୀ’
କଳା ଓ ସଂସ୍କୃତିର କ୍ଷେତ୍ର ଭାରତବର୍ଷ ପ୍ରତି ଅନେକ ବିଦେଶୀ କଳାକାର ଆକୃଷ୍ଟ ହୋଇ ଏଠାରେ ନିଜର ଜୀବିକା ନିର୍ବାହ କରିବାକୁ ପସନ୍ଦ କରି ଆସିଛନ୍ତି। ଏପରିକି ଭାରତୀୟ ଦର୍ଶକଙ୍କ ଚାହିଦା ପୂରଣ ପାଇଁ କେହି କେହି ସଂଗୀତରୁ ଅଭିନୟକୁ ନିଜର ପେସା ବଦଳାଇଛନ୍ତି ଯେ କେହି କେହି ବିପରୀତ ପନ୍ଥା ମଧ୍ୟ ଅବଲମ୍ବନ କରିଛନ୍ତି। ସେହି କ୍ରମରେ ମଡେଲ, ଟେଲିଭିଜନ ଉପସ୍ଥାପିକା, କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ସୋଫି ଚୌଦ୍ରୀଙ୍କ ଜୀବନଯାତ୍ରା ବେଶ୍ ରୋଚକପୂର୍ଣ୍ଣ ହୋଇପାରିଛି। ପ୍ରଥମେ […]