ଏହି ଦେଶର ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଜ୍ରେ ରହିଛି ୨୦୦୦ କାର, ବିକ୍ରି କଲେ କିଣି ହେବ ଅନେକ ଦେଶ
ନୂଆଦିଲ୍ଳୀ ୩୧।୦୧: ଦୁନିଆରେ ଏଭଳି ବି ଲୋକ ଅଛନ୍ତି ଯିଏ ରୋଜଗାରରେ କମାଇଥିବା ଟଙ୍କାରେ ବହୁତ କିଛି କିଣିଥାନ୍ତି । ହେଲେ କିଛି କିଛି ଏମିତି ଧନୀ ଥାନ୍ତି ଯିଏ ତାଙ୍କ ଜୀବନଶୈଳୀ ସହ ସେମାନଙ୍କ ସୈଉକ୍ ପୁରା କରିବା ପାଇଁ ଏଭଳି କିଣା କିଣି କରନ୍ତି ଯେ ସୀମା ବାହାରକୁ ଟପି ଯାଆନ୍ତି । କେହି କେହି ଦାମୀ ଜିନିଷ ସହ ଗାଡି ତ ଆଉ କେହି ବଡ ବଙ୍ଗଳା କିଣି ଥାନ୍ତି । ଆଜି […]