ଦେଶ ବିଦେଶ ସ୍ୱାସ୍ଥ୍ୟ

ପାକିସ୍ତାନର କୋଭିଡ ପଞ୍ଚମ ଲହର: ଫାର୍ମାସିରେ ମିଳୁନି ପାରାସିଟାମୋଲ, ବ୍ୟାପିଲା ଡେଙ୍ଗୁ

ପେଶାଓ୍ୱାର ୦୨/୦୨: Dawn ରିପୋର୍ଟ ମୁତାବକ ପାକିସ୍ତାନର ଅନେକ ଫାର୍ମାସିରେ ଉପଲବ୍ଧ ହେଉନି ପାରାସିଟାମୋଲ ଟାବଲେଟ୍ । ଫଳରେ କଳା ବଜାରୀରେ ବିକ୍ରି ହେଉଥିବା ଜଣାଯାଇଛି । ଡ୍ରଗ୍ ରେଗୁଲେଟୋରୀ ଅଥରିଟି ଅଫ୍ ପାକିସ୍ତାନ (DRAP)ର ଜଣେ ଅଧିକାରୀ ଗୋଟିଏ ପଟେ କରୋନା ସଂକ୍ରମଣ ବ୍ୟାପିଛି । ଅନ୍ୟ ପଟେ ଡେଙ୍ଗୁ ରୋଗ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ଘଟିଛି । ଏହାରି ଭିତରେ ପାରାସିଟାମୋଲର ଅଭାବ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଡ୍ରାପ […]

ଖେଳ ଦେଶ ବିଦେଶ

କ୍ରୀଡ଼ା ବଜେଟରେ ୩୦୫.୫୮ କୋଟି ଟଙ୍କାର ବୃଦ୍ଧି: ମୋଟ ‌୩୦୬୨.୬୦ କୋଟି ଟଙ୍କାର ବ୍ୟୟ ଅଟକଳ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତର ଐତିହାସିକ ସଫଳତା ତଥା ଆଗାମୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା (ଜୁଲାଇ ୨୮, ୨୦୨୨ରୁ ଅଗଷ୍ଟ ୮, ୨୦୨୨) ତଥା ହାଙ୍ଗଝୁ ଏସୀୟ କ୍ରୀଡ଼ା (୧୦ ସେପ୍ଟେମ୍ବର, ୨୦୨୨ରୁ ୨୫ ସେପ୍ଟେମ୍ବର, ୨୦୨୨)କୁ ଆଖି ଆଗରେ ରଖି ୨୦୨୨-୨୩ ବର୍ଷର କ୍ରୀଡ଼ା ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୦୫.୫୮ କୋଟି ଟଙ୍କା ବଢ଼ାଇ ଦେଇଛନ୍ତି। ଗତ ଆର୍ଥିକ ବର୍ଷରେ କ୍ରୀଡ଼ା ବଜେଟ୍ ୨୭୫୭.୦୨ କୋଟି ଟଙ୍କା ଥିଲା ବେଳେ ଏବର୍ଷ ଏହା ୩୦୬୨.୬୦ […]

ଧର୍ମ ରାଜ୍ୟ

ଶିଶୁପାଳଗଡ଼ରେ ପ୍ରତିଷ୍ଠା ହେବ ଭବ୍ୟ ଶିବମନ୍ଦିର ଓ ମାତା ଅନ୍ନପୂର୍ଣ୍ଣାଙ୍କ ମନ୍ଦିର, ୬ରେ ପୂର୍ଣ୍ଣାହୂତି

ଭୁବନେଶ୍ୱର ୦୨।୦୨: ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ ସ୍ଥିତ ଗଙ୍ଗୋତ୍ରୀ ନଗର ଲେନ୍‌ ନଂ ୩ ଏଲ୍‌ ଠାରେ ଏକ ଭବ୍ୟ ଶିବମନ୍ଦିର ଓ ମାତା ଅନ୍ନପୂର୍ଣ୍ଣାଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଫେବୃଆରୀ ୧ ତାରିଖ ( ମଙ୍ଗଳବାର)ଠାରୁ ଆରମ୍ଭ ହୋଇ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଏହି ଅବସରରେ ଫେବୃଆରୀ ୧ ତାରିଖ ଦିନ ଅଙ୍କୁର ରୋପଣ ଓ ନବବ୍ୟୁହ ପୂଜନ ଅନୁଷ୍ଠିତ ହୋଇଯାଇଛି । […]

ରାଜ୍ୟ ସ୍ୱାସ୍ଥ୍ୟ

ଆଜି ରାଜ୍ୟରେ ବଢ଼ିଲା କରୋନା: ପଜିଟିଭ୍ ସଂଖ୍ୟା ୩ ହଜାର ଉପରେ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡ଼ିଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ଗତ କିଛିଦିନ ତଳେ ସଂକ୍ରମଣ ୧୫ରୁ ୨୦ଟି ଜିଲ୍ଲା ମଧ୍ୟରେ ସୀମିତ ରହୁଥିବା ବେଳେ ଏବେ ଏହା […]

ଦେଶ ବିଦେଶ ମନୋରଞ୍ଜନ

ଭେଟେରାନ୍ ଅଭିନେତା ଅମିତାଭ ଦୟାଲଙ୍କ ହୃଦଘାତରେ ପରଲୋକ

ମୁମ୍ୱାଇ ୦୨/୦୨: ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅମିତାଭ ଦୟାଲଙ୍କ ପରଲୋକ । ୫୧ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଅଭିନେତାଙ୍କ ପତ୍ନୀ, ନିର୍ମାତା-ଚଳଚ୍ଚିତ୍ର ନିର୍ମାତା ମ୍ରିଣାଲୀନି ପାଟିଲ ଏନେଇ ସୂଚନା ଦେଇଛନ୍ତି । ମୁମ୍ବାଇର ନାନାବତୀ ହସ୍ପିଟାଲରେ ସେ ଚିକିତ୍ସିତ ଥିଲେ । ପତ୍ନୀ କହିଛନ୍ତି ଆଜି ସକାଳ ୪.୩୦ରେ ଅମିତାଭଙ୍କ ଦେହାନ୍ତ ହୋଇଛି । ଜାନୁଆରୀ ୧୭ରେ ହୃଦଘାତରେ ପୀଡିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏହା ପରେ ତାଙ୍କର […]

କଳା ଓ ସଂସ୍କୃତି ରାଜ୍ୟ

ପାଖେଇ ଆସୁଛି ମାଘମେଳା, ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ

କୋଣାର୍କ ୦୨।୦୨: ପାଖେଇ ଆସୁଛି ପ୍ରସିଦ୍ଧ ମାଘ ମେଳା । କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଚନ୍ଦ୍ରଭାଗ ମେଳାପଡିଆରେ ପହଞ୍ଚି ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଖବର ଅନୁଯାୟୀ, ଆସନ୍ତା ୭ତାରିଖରୁ ହେବାକୁ ଯାଉଛି ପ୍ରସିଦ୍ଧ ମାଘମେଳା । ପୁଷ୍କରଣୀ ଖନନ ସହିତ ବାରିକେଟ୍‌ କରାଯାଇଛି । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ମେଳା ପଡିଆ ସହ ଚନ୍ଦ୍ରଭାଗା ଠାରେ ୬ […]

ରାଜ୍ୟ ସ୍ୱାସ୍ଥ୍ୟ

ମୃତ୍ୟୁ ଉପରେ ଲାଗି ପାରୁନି ରୋକ୍: ଆଜି ୧୯ ଜଣ କରୋନାରେ ଟଳିଲେ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ଗତ କିଛି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ମଧ୍ୟରେ ରହୁଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡ଼ିଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି […]

ଖେଳ ଦେଶ ବିଦେଶ

ଆପିଏଲ ନିଲାମି ପାଇଁ ୫୯୦ ଖେଳାଳିଙ୍କ ତାଲିକା ଘୋଷଣା କଲା ବିସିସିଆଇ : ଆସନ୍ତା ୧୨, ୧୩ ତାରିଖରେ ବାଙ୍ଗାଲୋରରେ ହେବ ନିଲାମ

ବାଙ୍ଗାଲୋର: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ-୨୦୨୨ ପାଇଁ ନିଲାମି ପୂର୍ବରୁ ଖେଳାଳିଙ୍କ ତାଲିକା ଜାରି କରିଛି ବିସିସିଆଇ । ଆଇପିଏଲ ପାଇଁ ମୋଟ ୫୯୦ ଜଣ ଖେଳାଳିଙ୍କ ତାଲିକା ଜାରି ହୋଇଛି । ଆସନ୍ତା ଫେବୃୟାରି ୧୨ ତାରିଖ ୧୩ ତାରିଖ ଦୁଇ ଦିନ ଧରି ନିଲାମ ହେବ । ବିସିସିଆଇ ଆଇପିଏଲର ୧୫ତମ ସଂସ୍କରଣ ପାଇଁ ବେଙ୍ଗାଲୁରରେ ଭବ୍ୟ ନିଲାମିର ଆୟୋଜନ କରିିବ । ଚଳିତ ବର୍ଷ ନିଲାମ ପାଇଁ ସର୍ବାଧିକ ରିଜର୍ଭ ଦର […]

ଖେଳ ଦେଶ ବିଦେଶ

ଦର୍ଶକରେ ଗୁଞ୍ଜି ଉଠିବ ଇଡେନ ଗାର୍ଡେନ୍ସ ଷ୍ଟାଡିୟମ, ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ସିରିଜରେ ଦର୍ଶକଙ୍କୁ ମିଳିଲା ଅନୁମତି

କୋଲକାତା: ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଫେବୃଆରୀ ୧୬ରୁ ଆରମ୍ଭ ହେବ। ସମସ୍ତ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ତେବେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ପଶ୍ଚିମବଙ୍ଗ ସରକାର କ୍ରିକେଟ୍ ପ୍ରେମୀଙ୍କୁ ଦେଇଛନ୍ତି ବଡ ଖୁସିର ଖବର। ରାଜ୍ୟ ସରକାର ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମର ଦର୍ଶକରେ ସଂପୂର୍ଣ୍ଣ ଭର୍ତ୍ତି ହେବ ନାହିଁ। କାରଣ ରାଜ୍ୟ ସରକାର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମେଡିକାଲ ନାମଲେଖା କାର୍ଯ୍ୟସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର: ଏମବିବିଏସ ଓ ବିଡିଏସରେ ନାମଲେଖା ପାଇଁ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି । ଫେବ୍ରୁଆରୀ ୨ ସକାଳ ୧୦ଟାରୁ ୩ ତାରିଖ ରାତି ୧୧ଟା ୫୯ ଯାଏଁ ଚଏସ୍ ଲକିଂ ହେବ । ୫ ଫେବ୍ରୁଆରୀରେ ପ୍ରଥମ ରାଉଣ୍ଡ ଆଲଟମେଣ୍ଟର ପବ୍ଲିକେସନ ହେବ । ଫେବ୍ରୁଆରୀ ୭ରୁ ୧୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ । ତେବେ ଏମ୍‍ବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ଚୂଡ଼ାନ୍ତ ମେଧା ତାଲିକା ଗୁରୁବାର ପ୍ରକାଶ ପାଇଛି। ଚଳିତ […]