କରୋନା ଟିକା ‘ଜାଇକଭ-ଡି’ ର ଯୋଗାଣ ଆରମ୍ଭ
ନୂଆଦିଲ୍ଲୀ: ଜାଇଡସ୍ କାଡିଲା ଏହାର କରୋନା ଭାଇରସ୍ ଟିକା ‘ଜାଇକଭ-ଡି’ର ଯୋଗାଣ ଆରମ୍ଭ କରିଛି। କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଓ ଚାହିଦା ମୁତାବକ ଜାଇକଭ୍-ଡି ଟିକା ଯୋଗାଣ ଆରମ୍ଭ ହୋଇସାରିଛି ଏବଂ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଏହାର ନିର୍ମାତା ଜାଇଡସ୍ କାଡିଲା ପକ୍ଷରୁ କୁହାଯାଇଛି। ଘରୋଇ ବଜାରରେ ମଧ୍ୟ ଜାଇକଭ୍-ଡି ଟିକା ଉପଲବ୍ଧ କରାଇବାପାଇଁ ଯୋଜନା ହେଉଛି ବୋଲି କମ୍ପାନି କହିଛି। ଜାଇକଭ୍-ଡି ହେଉଛି ଏକ ୩ ଡୋଜ୍ ବିଶିଷ୍ଟ କୋଭିଡ୍ ଟିକା। ପ୍ରତି […]