ଦେଶ ବିଦେଶ ମନୋରଞ୍ଜନ

କେବେ ବିବାହ କରିବେ ଚୁଲ୍‌ବୁଲି ରଶ୍ମିକା ମନ୍ଦାନା, ଅଭିନେତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ ୧୭।୦୨: ସାଉଥର ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ସହ ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରିଥିବା ଅଭିନେତ୍ରୀ ରଶ୍ମିକା ଏବେ ଚର୍ଚ୍ଚାରେ। ବିଶେଷକରି ଫିଲ୍ମ ‘ପୁଷ୍ପା’ ହିଟ୍ ହେବା ପରେ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ତାଙ୍କ ସୁନ୍ଦରତା, ଷ୍ଟାଇଲ୍‌ ଓ ଏକ୍ସପ୍ରେସନ୍‌ ପାଇଁ ଖୁବ୍‌ ଚର୍ଚ୍ଚାରେ ଥାନ୍ତି । କୁହାଯାଇଛି ଯେ ରଶ୍ମିକା ଖୁବ ଶୀଘ୍ର ତାଙ୍କର ପ୍ରଥମ ବଲିଉଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ସହ ତାଙ୍କ ଲଭ ଲାଇଫ୍‌କୁ ନେଇ ମଧ୍ୟ ଆଲୋଚନାକୁ […]

ଧର୍ମ ରାଜ୍ୟ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ, : ପବିତ୍ର ମାଘ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ବୁଧବାର ଦିନ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁ ସୋଲ, ଜରି ଆଦିରେ ପ୍ରସ୍ତୁତ ଆୟୁଧ, ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଦୁଇବର୍ଷ ପରେ ଭକ୍ତମାନେ ମନଭରି ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିବା ସହ କୋଟିପୂଣ୍ୟ ଲାଭ କରିଛନ୍ତି। ସେପଟେ ଆଜି ଅଗ୍ନି ଉତ୍ସବ ପୂର୍ଣ୍ଣିମା ପାଳିତ […]

ଦେଶ ବିଦେଶ ମନୋରଞ୍ଜନ

ସୁନାର ମଣିଷ ବାପି ଲାହିରି

ମୁମ୍ୱାଇ: ବାପି ଲାହିରିଙ୍କୁ ସୁନା ବହୁତ ପସନ୍ଦ ଥିଲା। ସେ ସୁବର୍ଣ୍ଣକୁ ନିଜର କ୍ୟାରିୟର ପାଇଁ ଶୁଭ ବୋଲି ମାନୁଥିଲେ। ସେଥିଲାଗି ସେ ସବୁବେଳେ ସୁନା ପିନ୍ଧୁଥିଲେ। ୨୦୧୪ରେ ଭାରତୀୟ ଜନତା ପାର୍ଟିରୁ ସେ ପଶ୍ଚିମବଙ୍ଗର ସିରମ୍‍ ଲୋକସଭାରୁ ନିର୍ବାଚନ ଲଢ଼ିବା ବେଳେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ତାହା ଅନୁଯାୟୀ, ତାଙ୍କ ପାଖରେ ୭୫୪ଗ୍ରାମ୍‍ ସୁନା ଥିଲା। ସେତେବେଳେ ଏହାର ମୂଲ୍ୟ ଅତିକମ୍‌ରେ ୧୭ଲକ୍ଷରୁ ଅଧିକ ହେବ। ତାଙ୍କର ରୋଜଗାରର ଏକମାତ୍ର ମାଧ୍ୟମ ଥିଲା ସଂଗୀତ। […]

କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜଧାନୀ ଉପକଣ୍ଠରେ ଅଗ୍ନି ଉତ୍ସବ

ଭୁବନେଶ୍ବର : ସରୁଛି ଶୀତ। ବସନ୍ତ ଋତୁକୁ ସାଙ୍ଗରେ ଧରି ପାଦ ଥାପିଛି ପହିଲି ଫଗୁଣ। ଖୁବ୍‌ ଶୀଘ୍ର ଧରାପୃଷ୍ଠକୁ ଆସିବ ନିଦାଘ ଗ୍ରୀଷ୍ମ। ତେଣୁ ପରମ୍ପରା ଅନୁସାରେ ବୁଧବାର ଦିନ ପବିତ୍ର ମାଘ ପୂର୍ଣ୍ଣମୀ ଅବସରରେ ପୁରପଲ୍ଲୀରେ ପାଳିତ ହୋଇଛି ଅଗିଜଳା ବା ଅଗିରା ଉତ୍ସବ। ରାଜଧାନୀ ଉପକଣ୍ଠର ପ୍ରାୟ ସବୁ ଗାଁଗଣ୍ଡାରେ ଏହି ଅଗ୍ନି ଉତ୍ସବକୁ ବିଧି ଅନୁସାରେ ପାଳନ କରାଯାଇଛି। ସାଧାରଣତଃ ଗାଁ ମନ୍ଦିର ନିକଟସ୍ଥ ପଡ଼ିଆରେ ବା ଅଗିଜଳା ପାଇଁ ଉଦ୍ଦିଷ୍ଟ […]

ଦେଶ ବିଦେଶ ରାଶିଫଳ

ଫେବୃୟାରୀ ୨୭ରେ ମକର ରାଶିରେ ଶୁକ୍ରଙ୍କର ରାଶି ପରିବର୍ତ୍ତନ, ବଦଳିବ ଏହି ରାଶି ବ୍ୟକ୍ତିଙ୍କର ଭାଗ୍ୟ …

ମୁମ୍ବାଇ ୧୭।୦୨: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୨ଟି ରାଶି ରହିଛି । ଯେକୌଣସି ଗ୍ରହର ରାଶିର ପରିବର୍ତ୍ତନ ଯୋଗୁଁ ସମସ୍ତ ୧୨ଟି ଉପରେ ପ୍ରଭାବ ପଡିଥାଏ । କେତେକ ରାଶି ପାଇଁ ଭଲ ହୋଇଥାଏ ତ ଆଉ କେତେକ ପାଇଁ ଖରାପ । ଶୁକ୍ର ଗ୍ରହକୁ ଧନ ଏବଂ ବୈଭବର କାରଣ ବୋଲି ବିବେଚନା କରାଯାଏ । ତେବେ ଫେବୃଆରୀ ୨୭ରେ, ଶୁକ୍ର ମକର ରାଶିରେ ପ୍ରବେଶ କରିବେ । ଶୁକ୍ର ରାଶିଙ୍କର ରାଶି ପରିବର୍ତ୍ତନ […]

କଳା ଓ ସଂସ୍କୃତି ରାଜ୍ୟ

ସରିଲା ଖଣ୍ଡଗିରି କୁମ୍ଭମେଳା; ପୂର୍ଣ୍ଣାହୁତି ପରେ ଲିଭିଲା ଯଜ୍ଞକୁଣ୍ଡ, ମେଲାଣି ନେଲେ ସାଧୁସନ୍ଥ

ଖଣ୍ଡଗିରି : ବୁଧବାର ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଦିନ ତମାମ ଭାଗବତ ପାଠ କରାଯାଇଥିଲା। ମନ୍ତ୍ର ଧ୍ବନି ଓ ନାମ ସଂକୀର୍ତ୍ତନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଯଜ୍ଞକୁଣ୍ଡମାନଙ୍କରୁ ନିଃସୃତ ହୋମ ଧୂଆଁର ମହକରେ ପୂରା ଖଣ୍ଡଗିରି ମହକି ଉଠିଥିଲା। ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ସାଧୁସନ୍ଥଙ୍କ ସାନ୍ନିଧ୍ୟପ୍ରାପ୍ତି ପାଇଁ ପହଞ୍ଚିଥିଲେ। ସ୍ଥାନୀୟ ସବୁ ମଠରେ ଅନ୍ନ ପ୍ରସାଦ ଓ ଖିରି ଭୋଗ ଲାଗି କରାଯାଇଥିଲା। ସୂର୍ଯ୍ୟାସ୍ତ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନ ଓ ଡେଲଟାରୁ ଉତ୍ପନ ହୋଇପାରେ କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ କଣ ଏହାର ଲକ୍ଷଣ

ନୂଆଦିଲ୍ଲୀ ୧୭/୦୨: ବ୍ରିଟେନରେ କରୋନା ଭାଇରସ୍ ପାଇଁ ଭାରିଆଣ୍ଟ ଡେଲ୍ଟାକ୍ରନ୍ ନେଇ ନିଶ୍ଚିତ ହୋଇଛି । ପ୍ରଥମେ ଏହା ଏକ ଲ୍ୟାବ ତ୍ରୁଟିର ଫଳାଫଳ ବୋଲି କୁହାଯାଉଥିଲା । କିନ୍ତୁ ସାମ୍ପ୍ରତିକ ରିପୋର୍ଟରେ ଏହା ଅସଲି ବୋଲି କୁହାଯାଇଛି । ଯୁକ୍ତରାଜ୍ୟର କରୋନାର ଓମିକ୍ରନ୍ ଏବଂ ଡେଲଟା ପ୍ରକାରରୁ ନିର୍ମିତ ଏହି ହାଇବ୍ରିଡ୍ ଷ୍ଟ୍ରେନ୍ ର କିଛି ମାମଲା ଅଛି । ତେବେ ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି କହିଛି ଯେ ମାମଲା କମ୍ ଥିବାରୁ ସେମାନେ […]

ଖେଳ ଦେଶ ବିଦେଶ

କେକେଆରକୁ ମିଳିଲା ନୂଆ କ୍ୟାପ୍ଟେନ୍, ମୋର୍ଗାନଙ୍କ ସ୍ଥାନ ନେଲେ ଶ୍ରେୟସ ଆୟର

କୋଲକାତା, ୧୭/୦୨: ଆଇପିଏଲ୍‌-୨୦୨୨ ସିଜନ ପାଇଁ କୋଲକାତା ନାଇଟ୍‌ ରାଇଡର୍ସ ବୁଧବାର ଭାରତୀୟ ବ୍ୟାଟର ଶ୍ରେୟସ୍‌ ଆୟରଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରିଛି । ସେ ପୂର୍ବତନ ଅଧିନାୟକ ଇୟନ ମୋର୍ଗାନଙ୍କ ସ୍ଥାନ ନେଇଛନ୍ତି । ଗତ ସଂସ୍କରଣରେ ମୋର୍ଗାନଙ୍କ ଅଧିନରେ ନାଇଟ ରାଇଡର୍ସ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା । କିନ୍ତୁ ଆଇପିଏଲ୍‌-୧୫ ସଂସ୍କରଣ ପାଇଁ ନାଇଟ୍‌ ରାଇଡର୍ସ ତାଙ୍କୁ ନିଲାମୀ ପାଇଁ ଛାଡ଼ିବା ପରେ ନେତୃତ୍ୱ ପରିବର୍ତ୍ତନ ନିଶ୍ଚିତ ହୋଇ ଯାଇଥିଲା । ଗତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରକ୍ତହୀନତା ଦୂର ପାଇଁ ଆରମ୍ଭ ହେବ ‘ଅମ୍ଲାନ୍’! ସ୍କୁଲ, ଅଙ୍ଗନବାଡିରେ କରାଯିବ ‌ହିମୋଗ୍ଲୋବିନ୍ ପରୀକ୍ଷା

ଭୁବନେଶ୍ବର : ରାଜ୍ୟରେ ରକ୍ତହୀନତା ଦୂର କରିବା ଲାଗି ରାଜ୍ୟ ସରକାର ମିସନ୍ ମୋଡରେ ନୂଆ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି। ନିକଟରେ ଆସିଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ରାଜ୍ୟରେ ରକ୍ତହୀନତା ବୃଦ୍ଧି ପାଇଥିବା ନଜରକୁ ଆସିବା ପରେ ସରକାର ତତ୍ପର ହୋଇ ଉଠିଛନ୍ତି। ମହିଳା ଓ ଶିଶୁଙ୍କଠାରେ ରକ୍ତହୀନତା ଦୂର କରିବା ଲାଗି ସରକାର ଏକ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ଏହାର ପ୍ରଥମ ବୈଠକ ବସିବା ସହିତ କିଭଳି ଢଙ୍ଗରେ […]

ଦେଶ ବିଦେଶ ମନୋରଞ୍ଜନ

ଶ୍ରୀଜଗନ୍ନାଥଙ୍କୁ ଘ‌ରେ ପୂଜୁଥିଲେ ବାପି ଲାହିରି, ପୁରୀ ବିଚ୍‌ ଫେଷ୍ଟିଭାଲ୍‌ରେ ଛାଡ଼ିଛନ୍ତି ସଂଗୀତର ଛାପ

ପୁରୀ : ସଂଗୀତ ଜଗତରୁ ଲିଭିଯାଇଛି ପ୍ରଥିତଯଶା କଣ୍ଠଶିଳ୍ପୀ ତଥା ଗୀତିକାର ବାପି ଲାହିରିଙ୍କ ଜୀବନ ଦୀପ। ଯେଉଁ ମଞ୍ଚରେ ତାଙ୍କ ପାଦ ପଡ଼ିଛି, ସାମ୍ନାରେ ଥିବା ଦର୍ଶକ ମତୁଆଲା ହୋଇଛନ୍ତି। ଶ୍ରୀକ୍ଷେତ୍ର ମାଟିରେ ବି ଦର୍ଶକଙ୍କ ସମ୍ମୁଖରେ ସେ ନିଜ ସଂଗୀତର ଯାଦୁଗରୀ ଛାପ ଛାଡ଼ି ଯାଇଛନ୍ତି। ହୋଟେଲ୍‌ ଆଣ୍ଡ ରେସ୍ତେରାଁ ଆସୋସିଏସନ୍‌ ସହଯୋଗରେ ଆୟୋଜିତ ବିଚ୍‌ ଫେଷ୍ଟିଭାଲ୍‌ରେ ୨୦୦୫ ମସିହାରେ ନିଜ ଟିମ୍‌ ସହ ସଂଗୀତ ପରିବେଷଣ କରି ଦର୍ଶକଙ୍କୁ ବିଭୋର କରିଥିଲେ। ‘ୟାଦ୍‌ […]