ଶୁକ୍ରବାର ଭାରତ-ଇଣ୍ଡିଜ ଦ୍ୱିତୀୟ ଟି୨୦, ସିରିଜ୍ ବିଜୟ ଲକ୍ଷ୍ୟରେ ରୋହିତ ସେନା
ନୂଆଦିଲ୍ଲୀ,୧୮/୦୨: ଶୁକ୍ରବାର ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି୨୦ ମ୍ୟାଚ୍ । ୩ଟିକିଆ ଟି ଟ୍ବେଣ୍ଟି ସିରିଜ୍ର ଦ୍ବିତୀୟ ମୁକାବିଲା କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ । ଏହି ମ୍ୟାଚ୍କୁ ଜିତି ଭାରତ ସିରିଜ୍ କବ୍ଜା କରିବା ଲକ୍ଷ୍ୟରେ ଥିବାବେଳେ ବରାବର କରିବା ପାଇଁ ଓ୍ୱେଷ୍ଟ ଇଣ୍ଡିଜ ପ୍ରୟାସ କରିବ । ତେବେ ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍ରେ ଉଭୟ ଟିମ୍ର ପ୍ଲେଇଂ ଇଲେଭେନ୍କୁ ନେଇ ଚର୍ଚ୍ଚା ଲାଗିରହିଛି । କାରଣ ଦ୍ବିତୀୟ ମ୍ୟାଚ୍ […]