ବ୍ୟାଟିଂ ପରେ ଜାଡେଜାଙ୍କ ଦମଦାର୍ ବୋଲିଂ : ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୭୪ ରନ୍ରେ ଅଲଆଉଟ୍
ନୂଆଦିଲ୍ଲୀ,୦୬/୦୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମୋହାଲି ଟେଷ୍ଟରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି ଶ୍ରୀଲଙ୍କା । ପ୍ରଥମ ଇନିଂସରେ ଭାରତ କରିଥିବା ୫୭୪ ରନ୍ ଜବାବରେ ଶ୍ରୀଲଙ୍କା ମାତ୍ର ୧୭୪ ରନରେ ଅଲଆଉଟ୍ ହୋଇଯାଇଛି । ଭାରତୀୟ ବୋଲରଙ୍କ ଆଗରେ କୌଣସି ଶ୍ରୀଲଙ୍କା ବ୍ୟାଟର ତିଷ୍ଠି ପାରିନଥିଲେ । ଭାରତ ପ୍ରଥମ ଇନିଂସ ୫୭୪ ଜବାବରେ ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ପକ୍ଷରୁ ଓପନର୍ ଦିମୁଥ୍ କରଣାରତ୍ନେ ୨୮ ରନ କରି ଆଉଟ ହୋଇଥିବା ବେଳେ […]