ଆଖି ଫୁଲି ନାଲି ପଡିଯାଇଥିଲା, ଆସ୍ତ୍ରୋପଚାର ପରେ ବାହାରିଲା ଆଖିରୁ ପୋକ
ନୂଆଦିଲ୍ଲୀ ୦୪/୦୩; ଭାରତୀୟ ଡାକ୍ତରଙ୍କ ଏକ ବିରଳତମ ଏବଂ ଜବରଦସ୍ତ ସଫଳତା। ପୁଣିଥରେ ପ୍ରମାଣିତ ହୋଇଛି ଭାରତୀୟଙ୍କ ଜ୍ଞାନ ଓ ଦକ୍ଷତା। ଆମେରିକାର ଡାକ୍ତର ଫେଲ୍ ମାରିଥିଲେ। କିନ୍ତୁ ସଫଳତାର ସହ ସର୍ଜରୀ କଲେ ଭାରତୀୟ ଡାକ୍ତର। ଦିଲ୍ଲୀର ବସନ୍ତ କୁଞ୍ଜର ଫୋର୍ଟିସ୍ ହସ୍ପିଟାଲରେ ଏହି ବିରଳ ଅସ୍ତ୍ରୋପଚାର କରିଛନ୍ତି ଡାକ୍ତର। ଆମେରିକୀୟ ମହିଳାଙ୍କ ଆଖି ଓ ଶରୀରରୁ ବାହାର କରିଛନ୍ତି ୩ଟି ଜୀବନ୍ତ ବଟଫ୍ଲାଏ। ଏକ ଭୟଙ୍କର କୀଟ। ମହିଳା ଜଣଙ୍କ ଦୁଇ ମାସ ପୂର୍ବରୁ […]