କେହି ଶୁଣିଲେନି ସମସ୍ୟା, ୫ କିମି ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଲେ ଶତାଧିକ ଛାତ୍ର
ନୂଆପଡ଼ା ୦୭।୦୩ : ୫ କିମି ଚାଲିଲେ ଛାତ୍ର । ପ୍ରିନ୍ସିପାଲ୍ଙ୍କୁ ହଟାଇବା ଦାବିରେ ପାଞ୍ଚ କିଲୋମିଟର ଚାଲି ଚାଲି ଆସି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣାରେ ବସିଲେ ଶହେରୁ ଅଧିକ ଛାତ୍ର । ନୂଆପଡ଼ା ନୂଆଡିହି ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଘଟଣା । ଖବର ଅନୁଯାୟୀ, ବିଦ୍ୟାଳୟରେ ଅନେକ ସମସ୍ୟା ରହିଛି । ଯେପିରିକ ଖେଳ ପଡିଆ ମରାମତି ହୋଇପାରୁନାହିଁ, ଛାତ୍ରଛାତ୍ରୀଙ୍କ ଖେଳ ସାମଗ୍ରୀ ଦିଆଯାଉନାହିଁ, ଅତ୍ୟଧିକ ବଲ୍ ଜଳୁନାହିଁ । ଅଯଥା ଛାତ୍ରମାନଙ୍କୁ […]