କ୍ରିକେଟର ହୋଇ ମୈଦାନକୁ ଓହ୍ଲାଇବେ ଶ୍ରୟସ ତଲପଡେ, ଫିଲ୍ମ ‘କୌନ୍ ପ୍ରବୀଣ ତାମ୍ବେ’ର ଟ୍ରେଲର ରିଲିଜ୍
ନୂଆଦିଲ୍ଳୀ ୧୨।୦୩ : ୪୧ ବର୍ଷ ବୟସରେ ମୁମ୍ବାଇର ମୈଦାନରୁ ଆଇପିଏଲରେ ପଦାର୍ପଣ କରିଥିଲେ ପ୍ରବୀଣ ତାମ୍ବେ । ଯେଉଁ ବୟସରେ କ୍ରୀଡାବିତ ମାନେ ଅବସର ଗ୍ରହଣ ନିଅନ୍ତି ସେହି ବୟସରେ ସେ ପାଦ ଥାପି ସମସ୍ତଙ୍କୁ ଚମକାଇ ଦେଇଥିଲେ ତାମ୍ବେ । ୪୧ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପାଦ ଦେଇଥିବା ତାମ୍ବେଙ୍କ ଜୀବନ କୌଣସି ସିନେମା ଠାରୁ କମ ନୁହେଁ । ତାମ୍ବେଙ୍କ ଜୀବନି ଉପରେ ଆଧାରିତ ଫିଲ୍ମ କୌନ୍ ପ୍ରବୀଣ ତାମ୍ବେର […]