ଖେଳ ଦେଶ ବିଦେଶ

କୋହଲି ହିଁ ସଚିନ୍‌ଙ୍କ ରେକର୍ଡ ଭାଙ୍ଗି ପାରିବେ: ଗାଏକ୍ବାଡ

ନୂଆଦିଲ୍ଲୀ: ବିରାଟ କୋହଲି ବନାମ ସଚିନ ତେନ୍ଦୁଲକର ବିତର୍କ ଭାରତୀୟ ପ୍ରଶଂସକଙ୍କ ପସନ୍ଦ। ଏବର ପିଢ଼ି ପାଇଁ କିଏ ଶ୍ରେଷ୍ଠ ବ୍ୟାଟର୍‌ ଆଗାମୀ ଦିନ ହିଁ କହିବ। କୀର୍ତ୍ତିମାନ ଓ ନମ୍ବରରେ ଉଭୟ ଖେଳାଳିଙ୍କୁ ତୁଳନା କରିବା ମଧ୍ୟ ଏବର ସମୟରେ କଷ୍ଟକର। ଯାହା ବି ହେଲେ ସଂପ୍ରତି ଭାରତୀୟ ଦଳରୁ ଖେଳୁଥିବା କୋହଲି ହିଁ ଏକମାତ୍ର ଖେଳାଳି ଯିଏ କି ସଚିନଙ୍କ କୀର୍ତ୍ତିମାନ ଭାଙ୍ଗି ପାରିବେ। କୋହଲି ୩୩ ବର୍ଷ ବୟସରେ ସଚିନଙ୍କ ସର୍ବାଧିକ ଟେଷ୍ଟ୍‌ […]

ଖେଳ ଦେଶ ବିଦେଶ

ଗୋଲାପି ବଲ୍ ଟେଷ୍ଟ୍ ପାଇଁ ଭାରତ ପ୍ରସ୍ତୁତ, ରୋହିତ ଖେଳିବେ ୪୦୦ ଅନ୍ତର୍ଜାତୀୟ ମ୍ୟାଚ୍‌

ବେଙ୍ଗାଲୁରୁ: ଶନିବାରଠାରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା‌ ବିପକ୍ଷ ଦିବାରାତ୍ର ବା ଗୋଲାପି ବଲ୍ ଟେଷ୍ଟ୍ ଲାଗି ଟିମ୍ ଇଣ୍ଡିଆ ପୂରା ପ୍ରସ୍ତୁତ ଅଛି। ବିସିସିଆଇ ଟ୍ବିଟ୍ କରି ଏହି ସୂଚନା ଦେଇଛି। ଭାରତୀୟ ଖେଳାଳି ଜୋର୍‌ଦାର ଅଭ୍ୟାସ କରୁଥିବାର ଫଟୋ ମଧ୍ୟ ଛାଡ଼ିଛି ବିସିସିଆଇ। ଭାରତ ଶେଷ ଥର ପାଇଁ ପାଖାପାଖି ବର୍ଷକ ତଳେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗୋଲାପି ବଲ୍ ଟେଷ୍ଟ୍ ଖେଳିଥିଲା। ସେହି ମ୍ୟାଚ୍‌ରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୧୦ ୱିକେଟ୍‌ରେ […]

ଦେଶ ବିଦେଶ ମନୋରଞ୍ଜନ

ସୁଶାନ୍ତ ସିଂ ରାଜପୁତ୍‌ଙ୍କୁ ମିଳିଲା ଆମେରିକାର ଗିଫ୍ଟ, ଅଭିନେତାଙ୍କ ଜନ୍ମଦିନରେ ସେଲିବ୍ରେଟ୍‌ କରାଯିବ ‘ସୁଶାନ୍ତ ମୁନ୍‌ ଡେ’

ମୁମ୍ବାଇ ୧୧।୦୩ : ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମିଳିଛି ବର୍ଥଡେ ଗିଫ୍ଟ। ଏଣିକି ସୁଶାନ୍ତଙ୍କ ଜନ୍ମଦିନ ଜାନୁଆରୀ ୨୧ରେ ‘ସୁଶାନ୍ତ ମୁନ୍‌ ଡେ’ ରୂପେ ସେଲିବ୍ରିଟ କରାଯିବ। ମୃତ୍ୟୁ ପରେ ବି ସୁଶାନ୍ତଙ୍କୁ ଏପରି ଗିଫ୍ଟ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକାର ଲୁନର ସୋସାଇଟି। ଅନ୍ତରୀକ୍ଷ ପ୍ରତି ସୁଶାନ୍ତଙ୍କ ଭଲ ପାଇବାକୁ ମନେ ପକାଇ ଏପରି ପଦକ୍ଷେପ ନିଆଯାଇଛି । ଅଭିନୟ ସହ ଅନ୍ତରୀକ୍ଷ ପ୍ରତି ସୁଶାନ୍ତଙ୍କର ଅହେତୁକ ଦୁର୍ବଳତା ଥିଲା । ଏପରିକି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଏପ୍ରିଲ ୨୯ରୁ ମେ’ ୬ ତାରିଖ ଯାଏ ମାଟ୍ରିକ ପରୀକ୍ଷା

ଭୁବନେଶ୍ବର: ଏପ୍ରିଲ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଦିନ ୧୨ଟାରେ ମାଟ୍ରିକ ପରୀକ୍ଷା ବିଷୟରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଏପ୍ରିଲ ୨୯ ତାରିଖରୁ ମେ ୬ ତାରିଖ ଯାଏଁ ପରୀକ୍ଷା ହେବ। ମହାମାରୀର ପ୍ରକୋପ କମିଥିବା ହେତୁ ଏଥର ମାଟ୍ରିକ୍ ପରୀକ୍ଷାଗୁଡ଼ିକ ପିଲା ପଢ଼ୁଥିବା ନିଜ ସ୍କୁଲରେ ଦେବେ। କିନ୍ତୁ, ପରୀକ୍ଷା ପରିଚାଳନା ପାଇଁ ଅନ୍ୟ […]

ଖେଳ ଦେଶ ବିଦେଶ

ଶନିବାରଠୁ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ୍, ସିରିଜ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ, ୧୦|୦୩: ଭାରତ ମାର୍ଚ୍ଚ ୧୨ ତାରିଖରୁ ଶ୍ରୀଲଙ୍କା ବିପକ୍ଷରେ ପିଙ୍କ୍ ବଲ ଟେଷ୍ଟ୍ ଖେଳିବ । ଦଳ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ଇନିଂସ ସହ ୨୨୨ ରନରେ ପରାସ୍ତ କରିଥିଲା । ତେବେ ଭ୍ରମଣକାରୀ ଦଳ ବିପକ୍ଷରେ ତୃତୀୟ ପିଙ୍କ୍ ବଲ ଟେଷ୍ଟ ଖେଳିବ ଭାରତ । ପୂର୍ବରୁ ଦଳ ୨୦୧୯ରେ ବାଂଲାଦେଶ ଓ ୨୦୨୧ରେ କୋଲକାତା ବିପକ୍ଷରେ ପିଙ୍କ୍ ବଲ ଟେଷ୍ଟ ଖେଳିଥିଲା । ପ୍ରାକ୍ଟିସ୍ ସେସନରେ ସବୁ ଖେଳାଳି ଆତ୍ମବିଶ୍ୱାସର ସହ ଥିବା […]

ଦେଶ ବିଦେଶ ରାଶିଫଳ ସ୍ପେଶାଲ ରିପୋର୍ଟ

ଏହି ରାଶି ବ୍ୟକ୍ତିଙ୍କ ଲଭ-ଲାଇଫ୍‌ରେ ଆସିବ ସୁଧାର, ଆରମ୍ଭ ହେବ ଭଲ ଦିନ

ନୂଆଦିଲ୍ଳୀ ୧୦।୦୩ : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୨ଟି ରାଶି ରହିଛି। ଯେକୌଣସି ଗ୍ରହର ରାଶିର ପରିବର୍ତ୍ତନ ଯୋଗୁଁ ସମସ୍ତ ୧୨ଟି ଉପରେ ପ୍ରଭାବ ପଡିଥାଏ। କେତେକ ରାଶି ପାଇଁ ଭଲ ହୋଇଥାଏ ତ ଆଉ କେତେକ ପାଇଁ ଖରାପ। ତେବେ ଚାଲନ୍ତୁ ଜାଣିବା ଏହି ରାଶମାନଙ୍କ ବ୍ୟକ୍ତି ବିଷୟରେ ଯାହାର ସ୍ବାସ୍ଥ୍ୟ , କ୍ୟାରିୟର, ପ୍ରେମ ଜୀବନରେ ଶୁଭମୟ ହେବାକୁ ଯାଉଛି। ମେଷ ରାଶି –ଏହି ରାଶିର ବ୍ୟକ୍ତିମାନେ ନିଜ ପ୍ରିୟ ଲୋକଙ୍କୁ ମନାଇବା […]

ଖେଳ ଦେଶ ବିଦେଶ

ଦ୍ୱିତୀୟ ଟେଷ୍ଟରେ ୭୧ତମ ଶତକ ଲଗାଇବେ କୋହଲି ! ବେଙ୍ଗାଲୁରୁ ସହ ରହିଛି ଖାସ୍ ସମ୍ପର୍କ

ନୂଆଦିଲ୍ଲୀ, ୧୦|୦୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁରେ ଦ୍ୱିତୀୟ ଟେଷ୍ଟ୍ ମୁକାବିଲା ଖେଳାଯିବ । ଏହି ମିଶନ ପାଇଁ ପୁରା ପ୍ରସ୍ତୁତ ଅଛି ଟିମ୍ ଇଣ୍ଡିଆ । ଏହି ଡେନାଇଟ୍ ମୁକାବିଲାରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ । ଏହା ତାଙ୍କର ୧୦୧ ତମ ଟେଷ୍ଟ ହେବ । ଏହାସହ ବେଙ୍ଗାଲୁରୁ ତାଙ୍କର ଦ୍ୱିତୀୟ ହୋମ୍ ଗ୍ରାଉଣ୍ଡ୍ ଅଟେ । ବିରାଟ ଅନ୍ତର୍ଜାତୀୟ କ୍ୟାରିଅରରେ ଏବେସୁଦ୍ଧା ୭୦ଟି ଶତକ ଲଗାଇଛନ୍ତି । ସେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବିଦ୍ୟାଳୟ ଖୋଲିବା ଦାବୀରେ ଧାରଣା ଦେଲେ ଓ ଅଧିକାରୀଙ୍କୁ ମୁଣ୍ଡିଆ ମାରିଲେ ଛାତ୍ରଛାତ୍ରୀ

ଦେବଗଡ଼ ୧୦/୦୩ : ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଦନାର୍ଦ୍ଦନପାଲି ବିଦ୍ୟାଳୟକୁ ବନ୍ଦ କରିବା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ବିରୋଧ ପ୍ରଦର୍ଶନ କରିଛନ୍ତି। ଶୀଘ୍ର ବିଦ୍ୟାଳୟ ଖୋଲି ପାଠପଢ଼ା ଆରମ୍ଭ କରିବାକୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ଦାବୀ କରି ଗୁରୁବାର ପୂର୍ବାହ୍ଣରେ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ୨୦୨୦ ମସିହାରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦନାର୍ଦ୍ଦନପାଲି କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ପାଖରେ ଥିବା ପ୍ରାଥମିକ ବିଦ୍ୟାଳୟ ସହ ମିଶାଇ ଦିଆଯାଇଥିଲା। […]

ଖେଳ ଦେଶ ବିଦେଶ

ମଙ୍କଡ ଆଉଟ୍ ବେଆଇନ ନୁହେଁ : ଖୁବ୍ ଶୀଘ୍ର ନୂଆ ନିୟମ କରିବ ଆଇସିସି

ଦୁବାଇ,୧୦/୦୨: ଅନ୍ତର୍ଜାତୀୟ କ୍ରିକେଟ୍‌ରେ କିଛି ଚର୍ଚ୍ଚିତ ତଥା ବିବାଦୀୟ ନିୟମକୁ ଆଇସିସି ଖୁବ୍‌ ଶୀଘ୍ର ପରିବର୍ତ୍ତନ କରିବାକୁ ଯାଉଛି । ଦୀର୍ଘ ଦିନ ଧରି ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଥିବା ‘ମଙ୍କଡ୍‌ ଆଉଟ୍‌’କୁ ଆଇସିସି ସବୁଜ ସଂକେତ ଦେଇଥିବାବେଳେ କ୍ୟାଚ୍‌ ଆଉଟ୍‌, ଫିଲ୍ଡ ସଜ୍ଜା ନିୟମରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି । ମୋଟ୍‌ ଉପରେ ୯ଟି ନୂଆ ଏବଂ ପରିବର୍ତ୍ତିତ ନିୟମ ଲାଗୁ କରିବାକୁ ଆଇସିସି ନିଷ୍ପତ୍ତି ନେଇଛି । ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ […]

ଖେଳ ଦେଶ ବିଦେଶ

ସିଏସକେ କ୍ୟାମ୍ପରେ ଶୁଭ୍ରାଂଶୁ, ଫଟୋ ସେୟାର କଲା ଟିମ୍

ଭୁବନେଶ୍ୱର,୧୦/୦୩: ଓଡ଼ିଶା ରଣଜୀ ଦଳ ଅଧିନାୟକ ଶୁଭ୍ରାଂଶୁ ସେନାପତି ବୁଧବାର ଚେନ୍ନାଇ ସୁପର କିଙ୍ଗ୍‌ସ ଶିବିରରେ ଯୋଗ ଦେଇଛନ୍ତି। ସୁପର କିଙ୍ଗ୍‌ସ ପକ୍ଷରୁ ଅଫିସିଆଲ୍‌ ଟ୍ୱିଟର ପୃଷ୍ଠାରେ ଶୁଭ୍ରାଂଶୁଙ୍କ ଆଗମନର ଏକ ଫଟୋ ଛାଡ଼ି ଏବିଷୟ ସୂଚନା ଦିଆଯାଇଛି । ସୁରଟ ଠାରେ ସୁପର କିଙ୍ଗ୍‌ସ ଦଳର ଶିବିର ଜାରି ରହିଛି । ଗତ ଆଇପିଏଲ୍‌ ମେଗା ଖେଳାଳି ନିଲାମରେ ସୁପର କିଙ୍ଗ୍‌ସ ୨୦ ଲକ୍ଷ ଟଙ୍କାରେ ଶୁଭ୍ରାଂଶୁଙ୍କ କିଣିଥିଲା । ଚଳିତ ରଣଜୀ ଟ୍ରଫିରେ ଶୁଭ୍ରାଂଶୁ […]