ଦର୍ଶକଙ୍କ ନାକ ଫଟାଇଦେଲେ ରୋହିତ, ଜାଣନ୍ତୁ କେମିତି…
ନୂଆଦିଲ୍ଲୀ ୧୪/୦୩: ଦର୍ଶକଙ୍କ ନାକ ଫଟାଇଲେ ରୋହିତ ଶର୍ମା । ବେଙ୍ଗାଲୁରୁରେ ଖେଳାଯାଉଥିବା ପିଙ୍କ୍ ବଲ୍ ଟେଷ୍ଟର ପ୍ରଥମ ଦିନରେ ଅଧିନାୟକ ରୋହିତ ଶର୍ମା ଛକା ମାରି ଜଣେ ଦର୍ଶକଙ୍କ ନାକ ଫଟାଇ ଦେଇଛନ୍ତି । ଫଳରେ ଦର୍ଶକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । କାରଣ ତାଙ୍କୁ ଗୁରୁତର ଆଘାତ ଲାଗିଥିଲା । ସୂଚନାନୁସାରେ, ଭାରତ ଓ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜର ପ୍ରଥମ ଦିନରେ ବ୍ୟାଟିଂ କରୁଥିଲେ ରୋହିତ ଶର୍ମା । ସେ ବିଶ୍ୱ […]