ଦେଶ ବିଦେଶ ମନୋରଞ୍ଜନ

ବିବାହ ପୂର୍ବରୁ ରାକେଶଙ୍କୁ ଏଭଳି ଡିମାଣ୍ଡ କଲେ ଶମିତା, ସମ୍ପର୍କରେ ସୃଷ୍ଟି ହେଲା ଫାଟ…

ନୂଆଦିଲ୍ଳୀ ୧୪।୦୩ : ରାକେଶ ବାପତ ଏବଂ ଶମିତା ସେଟ୍ଟୀ ଏହି ଦୁଇ ଲଭ୍‌ ବାର୍ଡ ବିଗ୍ ବସ୍ OTT ରେ ଭେଟିଥିଲେ । ଏଠାରୁ ହିଁ ଏହି ଦମ୍ପତିଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା, ଏପରି ପରିସ୍ଥିତିରେ, ସେମାନଙ୍କ ଯୋଡିକୁ ମଧ୍ୟ ପ୍ରଶଂସକଙ୍କୁ ମଧ୍ୟ ଦ୍ୱାରା ବହୁତ ପସନ୍ଦ ଆସିଥିଲା ​​। ବର୍ତ୍ତମାନ ଶମିତା ଏବଂ ରାକେଶଙ୍କ ବ୍ରେକଅପ୍ ଖବର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଛି। ଦୁହିଁଙ୍କ ମଧ୍ୟରେ କିଛି ଠିକ୍ ନାହିଁ, ନିକଟରେ ଏହି […]

ଖେଳ ଦେଶ ବିଦେଶ

ଭାରତୀୟ ମହିଳା ହକି ଟିମ୍‌ର ଦମଦାର ବିଜୟ, ୩-୦ରେ ମାତ୍ ଖାଇଲା ଜର୍ମାନୀ

ନୂଆଦିଲ୍ଲୀ, ୧୪|୦୩: ସୁଟ ଆଉଟରେ ଭାରତୀୟ ମହିଳା ହକି ଟିମର ରୋମାଞ୍ଚକର ବିଜୟ। ସୁଟ ଆଉଟ ୩-୦ରେ ଜର୍ମାନୀକୁ ପରାସ୍ତ କଲା ଭାରତ । କଳିଙ୍ଗ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏଫଆଇଏଚ ପ୍ରୋ ଲିଗର ମ୍ୟାଚରେ ନିର୍ଦ୍ଧାରିତ ସମୟ ସୁଦ୍ଧା ୧-୧ ରେ ଡ୍ର ରହିଥିଲା। ପରେ ମ୍ୟାଚ ସୁଟ ଆଉଟକୁ ଯାଇଥିଲା। ହେଲେ ସୁଟଆଉଟରେ ଭାରତୀୟ ମହିଳା ଖେଳାଳି ଆକର୍ଷଣୀୟ ପ୍ରଦର୍ଶନ କରି ୩-୦ରେ ବିଜୟ ହାସଲ କରିଛି। ସୁଟ ଆଉଟରେ ଉଭୟ ଟିମକୁ ୫ଟି […]

କଳା ଓ ସଂସ୍କୃତି

ଶ୍ରୀମନ୍ଦିରରେ ଫଗୁ ଦଶମୀ, ଚାଚେରୀ ବେଶରେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ଫଗୁ ଦଶମୀ ସହ ମହାପ୍ରଭୁଙ୍କ ଚାଚେରୀ ବେଶ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜିଉମାନେ ଝିମିରି ଫଗୁ, ଚନ୍ଦନ ଲାଗି ହୋଇ ବନ୍ଦାପନା ହୋଇଛନ୍ତି। ଫାଲ୍‌ଗୁନ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁ୍ଙ୍କର ଦୋଳ ଉତ୍ସବ ପାଳିତ ହେଉଥିବା ବ‌େଳେ ରବିବାରଠୁ ଏହି ଉତ୍ସବର ଅବସର ସୃଷ୍ଟି ହୋଇଛି। ଶ୍ରୀବିଗ୍ରହମାନଙ୍କୁ ବୋଇରାଣି, ମାଧାବଳୀ ବସ୍ତ୍ର ପରିଧାନ ସହ ଚାଚରୀ ବେଶ କରାଯାଇଛି। ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ସ୍ବର୍ଣ୍ଣ କୁଣ୍ଡଳରେ ଏବଂ ଦେବୀ ସୁଭଦ୍ରାଙ୍କୁ ସୁବର୍ଣ୍ଣ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କରୋନା ପଜିଟିଭ, ଟ୍ୱିଟ୍ କରି ଦେଲେ ସୂଚନା

ଓ୍ୱାସିଂଟନ ୧୪ /୦୩ : ଦୁଇ ଦୁଇ ଥର ଆମେରିକାର ରାଷ୍ଟ୍ରପତି ହୋଇଥିବା ବାରାକ ଓବାମାଙ୍କୁ କରୋନା । ଟ୍ୱିଟ୍ କରି ନିଜେ ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ଯେ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । କିଛି ଦିନ ହେବ ମୋ ଗଳାରେ ଯନ୍ତ୍ରଣା ହୋଇଥିଲା । କିନ୍ତୁ ଏବେ ଟିକେ ଭଲ ଅନୁଭବ କରୁଛି । ଆହୁରି ମଧ୍ୟ ଟ୍ୱିଟରେ ଲେଖାଯାଇଛି ଯେ ମିସେଲ ଏବଂ ମୁଁ ଟିକା […]

ଦେଶ ବିଦେଶ ମନୋରଞ୍ଜନ

ଭବିଷ୍ୟତରେ କଙ୍ଗନା ଜଣେ ହିରୋଇନ୍‌ ହେବେ ବୋଲି ହୋଇଥିଲା ଭବିଷ୍ୟବାଣୀ!

ମୁମ୍ବାଇ: ଆପଣ ଜ୍ୟୋତିଷଶାସ୍ତ୍ର ବା ଭବିଷ୍ୟବାଣୀ ଉପରେ ବିଶ୍ବାସ ରଖନ୍ତି କି? ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତଙ୍କ ବିଷୟରେ ଏକ ଘଟଣା ଶୁଣିବା ପରେ ଆପଣଙ୍କର ଏସବୁ ଉପରେ ବିଶ୍ବାସ ଆସିଯାଇପାରେ। ପିଲାଦିନେ କଙ୍ଗନାଙ୍କୁ ଜଣେ ଜ୍ୟୋର୍ତିବିତ୍‌ ଯାହା କହିଥିଲେ ବଡ଼ ହେଲା ପରେ ତାହା ସତ ହୋଇଛି। କଙ୍ଗନା ବଡ଼ ହେବା ପରେ ଜଣେ ହିରୋଇନ୍‌ ହେବେ ବୋଲି କେହି ଜ‌ଣେ ତାଙ୍କ ହାତ ଦେଖି ପିଲାଦିନେ କହିଥିଲେ ଓ ତାହାକୁ ସେ ସମୟରେ ଅବିଶ୍ବାସ […]

ଦେଶ ବିଦେଶ ମନୋରଞ୍ଜନ

ମାଆଙ୍କ ସାଙ୍ଗ ସହ ଥିଲା ସମ୍ପର୍କ, Lock Uppଶୋ’ରେ ଖୁଲାସା କଲେ ଶିବମ୍‌ ଶର୍ମା…

ଏକତା କପୁରଙ୍କ ରିଆଲିଟି ଶୋ’ ଲକ୍ ଅପ୍ ଆରମ୍ଭ ହୋଇଯାଇଛି । ଏହି ରିଆଲିଟି ଶୋ’ରେ ଏଭଳି କିଛି ବ୍ୟକ୍ତିଙ୍କୁ ନିଆଯାଇଛି, ଯାହାଙ୍କ ନାମ କିଛି ବିବାଦ ସହ ଜଡିତ ରହିଛି। ଶୋ’ରେ ବର୍ତ୍ତମାନ ନୂଆ ବିବାଦ ଏବଂ ଖୁଲାସା ଶୁଣିବାକୁ ମିଳୁଛି । ଯାହା ପ୍ରତିଯୋଗୀ ସମେତ ହୋଷ୍ଟଙ୍କୁ ବି ଆଶ୍ଚର୍ଯ୍ୟ କରୁଛି । ଶନିବାର ତହସିନ ଏମିତି ଏକ ଖୁଲାସା କରିଥିଲେ ଯାହାକୁ ଶୁଣି ସମସ୍ତେ ତାଜୁବ୍‌ ହୋଇଯାଇଥିଲେ । ଗତକାଲି ଅର୍ଥାତ୍‌ ରବିବାର […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ରାମମନ୍ଦିରରେ ସାମୁହିକ ବିବାହ, ଗୋଟିଏ ମଣ୍ଡପରେ ହାତକୁ ହାତ ଧରିଲେ ୨୫ ଯୋଡ଼ା ନବଦମ୍ପତ୍ତି

ଭୁବନେଶ୍ୱର ୧୪।୦୩ : ଭୁବନେଶ୍ୱରର ରାମମନ୍ଦିରରେ ପ୍ରୟାସ ପକ୍ଷରୁ ୮ମ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଗୋଟିଏ ମଣ୍ଡପରେ ୨୫ ଯୋଡ଼ା ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି । ପ୍ରୟାସ ସଂଗଠନ ପକ୍ଷରୁ ଏହି ଆର୍ଥିକ ଅନଗ୍ରସର ଥିବା ବର ଓ କନ୍ୟା ଦାନ ପାଇଁ ପିତାମାତା ଉପସ୍ଥିତ ରହି ନିରାଡ଼ମ୍ବର ସହ ବିବାହ କାର୍ଯ୍ୟ ସମ୍ପନ କରିଛନ୍ତି। ତେବେ ସକାଳ ୧୧ଟାରୁ ଆର୍ଯ୍ୟ ସମାଜରୁ ବାଜା ନାଚ ଗୀତ ଗାଇ ରୋଷଣ କରି ବର […]

ଖେଳ ଦେଶ ବିଦେଶ

ହୃଦୟ ଜିତିଲା ଟିମ୍ ଇଣ୍ଡିଆ, ଲକମଲଙ୍କୁ ଶୁଭେଚ୍ଛା ଜଣାଇଲେ ଦ୍ରାବିଡ ଓ କୋହଲି

ନୂଆଦିଲ୍ଲୀ ୧୪/୦୩: ହୃଦୟ ଜିତିଲେ ଭାରତୀୟ କ୍ରିକେଟ୍ ଟିମ୍‌ର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଓ ପୂର୍ବତନ ଅଧିନାୟକ ବିରାଟ କୋହଲି । ଉଭୟ ଶ୍ରୀଲଙ୍କା ଡ୍ରେସିଂ ରୁମରେ ଭ୍ରମଣକାରୀ ଦଳର ଖେଳାଳି ଲକମଲଙ୍କୁ କ୍ରିକେଟ କ୍ୟାରିଅର ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀଲଙ୍କା ବୋଲର ସୁରଙ୍ଗା ଲକମଲ ଭାରତ ବିପକ୍ଷ ଟେଷ୍ଟ୍ ସିରିଜ ପରେ ଅବସର ନେବେ ବୋଲି ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ଦ୍ରାବିଡ ଓ ବିରାଟ ତାଙ୍କୁ ଭେଟିଥିଲେ । ଯାହାର […]

ଦେଶ ବିଦେଶ ମନୋରଞ୍ଜନ

ପ୍ରଥମ ଥର ପୁଅ ଅବ୍ୟାନର ଫଟୋ ସେୟାର କଲେ ଦିୟା ମିର୍ଜା, ଲେଖିଲେ ସୁନ୍ଦର କ୍ୟାପସନ୍‌

ନୂଆଦିଲ୍ଳୀ ୧୪।୦୩ : ଦିୟା ମିର୍ଜା ହେଉଛନ୍ତି ବଲିଉଡର ଜଣାଶୁଣ ଅଭିନେତ୍ରୀ ସହ ମିସ୍‌ ଡିଭା। ଗତ ବର୍ଷ ଦିୟା ବ୍ୟବସାୟୀ ଭୈରବଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ । ଆଉ ଏହାର କିଛି ମାସ ପରେ ପୁଅ ଅବ୍ୟାନକୁ ଜନ୍ମ ଦେଇଥିଲେ ଦିୟା । ଯାହା ପରେ ଅଭିନେତ୍ରୀଙ୍କ ଜୀବନରେ ଖୁସି ଆସି ଯାଇଥିଲା। ବର୍ତ୍ତମାନ ସମୟରେ ଏହି ସୁନ୍ଦରୀ ଜଣଙ୍କ ନିଜ ମାତୃତ୍ଵ ଲାଭ ବା ମଦର ହୁଡ଼ ଜର୍ଣ୍ଣିକୁ ଖୁବ ଉପଭୋଗ କରୁଥିବା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ପୁଣି ଭୟ ବଢ଼ାଇଲା କରୋନା: ଚୀନ୍, ଜର୍ମାନୀ, ବ୍ରିଟେନରେ ମାଡ଼ିଲାଣି Latestକରୋନାଦେଶ- ବିଦେଶ

ବେଜିଂ: ଚୀନ୍, ଜର୍ମାନୀ ଓ ବ୍ରିଟେନରେ କରୋନାର ନୂଆ ଲହର ଦେଖିବାକୁ ମିଳିଛି। ସଂକ୍ରମଣ ବଢ଼ିବା ଯୋଗୁ ଚୀନ୍ ୯ ନିୟୁତ ଲୋକ ବସବାସ କରୁଥିବା ଚାଙ୍ଗଚୁନ ସହରରେ ଲକ୍‌ଡାଉନ୍ ଲାଗୁ କରିଛି। ନୂଆ ଲକ୍‌ଡାଉନ୍ ନିୟମ ଅନୁସାରେ, ପରିବାରର ସବୁ ସଦସ୍ୟଙ୍କୁ ଘରେ ରହିବାକୁ କୁହାଯାଇଛି। ପରିବାରର କେବଳ ଜଣେ ସଦସ୍ୟ ପ୍ରତି ଦୁଇଦିନରେ ଥରେ ବାହାରକୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଇପାରିବେ। ଜର୍ମାନୀରେ ବି ସଂକ୍ରମଣ ବୃଦ୍ଧି ପାଇଛି। ଏଠାରେ […]