ଦେଶ ବିଦେଶ ମନୋରଞ୍ଜନ

ନିଜ ଚଳଚ୍ଚିତ୍ରରେ ଆଲିଆଙ୍କୁ ‘ହିରୋଇନ୍‌’ ନୁହେଁ, ‘ହିରୋ’ ଭାବେ ନେବାକୁ ଚାହାନ୍ତି ରାଜମୌଲୀ

ନୂଆଦିଲ୍ଳୀ: ସିନେ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜମୌଲୀ ତାଙ୍କ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ସୁଟିଂକୁ ନେଇ ବ୍ୟାପକ ପ୍ରମୋସନ୍‌ର ଆୟୋଜନ କରିଥିବା ନଜର ଆସିଛନ୍ତି। ପ୍ରମୁଖ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ରାମ ଚରଣ ଓ ଜୁନିୟର୍‌ ଏନ୍‌ଟିଆର୍‌। ଏହି ଚଳଚ୍ଚିତ୍ରର ପ୍ରମୋସନ ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି। ଏହି ପ୍ରମୋସନାଲ୍‌ ଉତ୍ସବରେ ଜଣେ ପ୍ରଶଂସକ ଦର୍ଶକ ରାଜମୌଲୀଙ୍କୁ ପ୍ରଶ୍ନ କରିଥିଲେ।, ‘ଆପଣ ଯଦି ଆଗକୁ ଜଣେ ମହିଳା ସୁପରହିରୋଙ୍କୁ ନେଇ […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ଘେରିଗଲେ ପ୍ରଶଂସକ, ଦୌଡିଲେ କମେଡି କିଙ୍ଗ କପିଲ ଶର୍ମା

ପୁରୀ ୨୨।୦୩: ଘେରିଗଲେ ପ୍ରଶଂସକ। ଦୌଡିଲେ କମେଡି କିଙ୍ଗ। ଏ କମେଡି କିଙ୍ଗ ଆଉ କେହି ନୁହନ୍ତି ଏ ହେଉଛନ୍ତି କପିଲ୍ ଶର୍ମା। ସୋମବାର ସନ୍ଧ୍ୟାରେ କପିଲ ଶର୍ମା ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ପ୍ରଥମ ଥର ସେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି। କପିଲ ଶର୍ମା ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ପହଞ୍ଚିବା ପରେ ସେବାୟତ ଓ ସୁରକ୍ଷା କର୍ମୀମାନେ ତାଙ୍କୁ ସ୍ବାଗତ କରିବା ସହ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଚବିଶ ଥର ଜାତୀୟସ୍ତରୀୟ ପୁରସ୍କାର ପାଇବାରେ ବିରଳ ସୌଭାଗ୍ୟର ଅଧିକାରୀ ଅଭିନେତ୍ରୀ ମୀରା ଜସ୍ମିନ୍

କୌଣସି କ୍ଷେତ୍ରରେ ପୁରସ୍କାର ବା ସମ୍ମାନଟିଏ ମିଳିଲେ ତାହା ଜଣକୁ ସେ ଦିଗରେ ଶ୍ରେଷ୍ଠତ୍ବ ଆଣିବା ପାଇଁ ପ୍ରୋତ୍ସାହନ ଯୋଗାଇଥାଏ। ମୁହଁରେ ପ୍ରକାଶ ନକଲେ ମଧ୍ୟ ଏମିତି ପୁରସ୍କାର ଲାଭ କରିବା ପାଇଁ ସମସ୍ତଙ୍କ ମନରେ ଏକ ଗୋପନ ଆକାଂକ୍ଷା ରହିଥାଏ। ମାତ୍ର ସମସ୍ତଙ୍କ ଭାଗ୍ୟରେ ତାହା ଜୁଟିନଥାଏ। ଅପରପକ୍ଷେ, କେହି କେହି ମଧ୍ୟ ଏପରି ସମ୍ମାନର ଗନ୍ତାଘର ପାଲଟିଯାଇଥା’ନ୍ତି। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଜସ୍ମିନ୍ ମେରି ଜୋସେଫ୍ ଓରଫ୍ ମୀରା ଜସ୍ମିନ୍ ଏଭଳି ଜଣେ କଳାକାର […]

ଦେଶ ବିଦେଶ ମନୋରଞ୍ଜନ

ସଂଗ୍ରାମୀଙ୍କର ସହଧର୍ମିଣୀ!

ନୂଆ ଚଳଚ୍ଚିତ୍ର ‘ଜୟୀ ରାଜଗୁରୁ’ରେ ମୁଖ୍ୟ ଚରିତ୍ର ଭୂମିକାରେ ଅଛନ୍ତି ବିଶ୍ବରୂପ ଏବଂ ତାଙ୍କୁ ଭଲପାଉଥିବା ପ୍ରେମିକା ଭୂମିକାରେ ଅଛନ୍ତି ସୁଧାଶ୍ରୀ। ହେଲେ ସଂଗ୍ରାମୀ କ’ଣ ତାଙ୍କୁ ସହଧର୍ମିଣୀ ରୂପେ ବରଣ କରୁଛନ୍ତି? ତାହାର ରହସ୍ୟ ଚଳଚ୍ଚିତ୍ର ଦେଖିବା ପରେ ଜଣାପଡ଼ିବ। ନାୟିକାଙ୍କ ପରିବର୍ତ୍ତନ ପରେ ରାଜପ୍ରାସାଦରେ ଆଉ କିଛି ଅଭିନୟ ଦୃଶ୍ୟ ଏବଂ ଗୋଟିଏ ଗୀତଦୃଶ୍ୟର ସୁଟିଂ ହେଉଛି। ଉକ୍ତ ଗୀତଟିର ପ୍ରଥମ ପଦରେ ରହିଛି ‘ରୂପସୀ ଗୋ ନୀଳନୟନା’। ସବୁଠୁ ବଡ଼କଥା ହେଉଛି ଚଳଚ୍ଚିତ୍ରରେ […]

ଖେଳ ଦେଶ ବିଦେଶ

ମାର୍କ ଉଡ୍ ବାଦ୍ ପଡିବା ପରେ ଚିନ୍ତାରେ କେଏଲ ରାହୁଲ, ଏହି ୩ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିପାରେ ଲକ୍ଷ୍ନୌ

ନୂଆଦିଲ୍ଲୀ,୨୧/୦୩: ଆଇପିଏଲ ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟକୁ ଝଟକା । ଦଳର ଷ୍ଟାର୍ ବୋଲର ମାର୍କ ଉଡ୍ ଆହତଜନିତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଦଳ ଇଂଲଣ଼୍ଡର ଏହି ପେସରଙ୍କୁ ୭.୫ କୋଟି ଟଙ୍କାରେ କିଣିଥିଲା । ୨୦୧୯ ବିଶ୍ୱକପ ଟିମ୍‌ର ସଦସ୍ୟ ଥିବା ଉଡଙ୍କ ବଦଳରେ ଆଉ କାହାରିକୁ ଦଳ ଏବେସୁଦ୍ଧା ସାମିଲ କରିନାହିଁ । ଫଳରେ ଅଧିନାୟକ କେଏଲ ରାହୁଲଙ୍କ ଚିନ୍ତା ବଢିଯାଇଛି । ଆଉ ଅଳ୍ପଦିନ ଟୁର୍ଣ୍ଣାମେଣ୍ଟ ପାଇଁ ଥିବା ବେଳେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ବୁଷ୍ଟର୍‌ ଡୋଜ୍‌ ଟିକା ଦେବାକୁ ବିଚାର କରୁଛି ଭାରତ: ରିପୋର୍ଟ

ନୂଆଦିଲ୍ଲୀ: ସମସ୍ତ ପ୍ରାପ୍ତ ବୟସ୍କଙ୍କୁ କୋଭିଡ୍‌-୧୯ ଟିକାର ବୁଷ୍ଟର୍‌ ଡୋଜ୍‌ ଦେବା ପାଇଁ ଯୋଗ୍ୟ ବିବେଚନା କରିବା କଥା ଏବେ ଭାରତ ବିଚର କରୁଛି ବୋଲି ଏ ସଂକ୍ରାନ୍ତରେ ଜାଣିଥିବା ଦୁଇଟିସୂତ୍ରରୁ ଆଜି ସୂଚନା ମିଳିଛି। କେତେକ ଦେଶରେ ପୁନର୍ବାର ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୃତୀୟ ଡୋଜ୍‌ ଟିକା ବିନା ବିଦେଶ ଗସ୍ତ କରିବା ଲାଗି କେତେକ ଭାରତୀୟଙ୍କ ପକ୍ଷେ କଷ୍ଟକର ହେଉଥିବାରୁ ଉପରୋକ୍ତ ସିଦ୍ଧାନ୍ତ ବିଷୟରେ ବିଚାର କରାଯାଉଛି। ସରକାରୀ ଟିକାକରଣ କେନ୍ଦ୍ରରେ ନିଶୁଳ୍କ ହେଉ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବିଦ୍ୟାଳୟଗୁଡ଼ିକ ପାଇଁ ଲାଗୁ ହେଲା ନୂଆ ଡ୍ରେସ କୋଡ୍, ଏଣିକି ଏହି ରଙ୍ଗର ପୋଷାକ ପିନ୍ଧିବେ ଛାତ୍ରଛାତ୍ରୀ

କୋଲକାତା ୨୧/୦୩ : ପଶ୍ଚିମବଙ୍ଗ ସରକାର ରାଜ୍ୟର ସରକାରୀ ବିଦ୍ୟାଳୟରେ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏଠାରେ ନୂତନ ଡ୍ରେସ କୋଡ୍ ଲାଗୁ କରିବାକୁ ଯାଉଛନ୍ତି ସରକାର । ସୂଚନାନୁସାରେ, ବଙ୍ଗଳାର ସମସ୍ତ ସରକାରୀ, ଅର୍ଦ୍ଧ-ସରକାରୀ ଏବଂ ସରକାରୀ ସହାୟକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପୋଷାକ ନୀଳ ଓ ଧଳା ରଙ୍ଗର ହେବ । ନୂତନ ଡ୍ରେସ କୋଡରେ ବଙ୍ଗଳା ସରକାରଙ୍କ ‘ବିଶ୍ୱ ବଙ୍ଗଳା’ ଲୋଗୋ ମଧ୍ୟ ରହିବ । ଏହାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ […]

ଖେଳ ଦେଶ ବିଦେଶ

ଆଇପିଏଲ ପୂର୍ବରୁ ଡେଲ୍ ଷ୍ଟେନଙ୍କ ନୂଆ ଅବତାର, ପୁଷ୍ପା ଷ୍ଟାଇଲରେ କଲେ ଫଟୋ ସୁଟ୍

ନୂଆଦିଲ୍ଲୀ,୨୧/୦୩: ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ ୨୦୨୨ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସବୁ ଟିମ୍ ଜୋରଦାର ଅଭ୍ୟାସ କରୁଛନ୍ତି । ନିଜ ନିଜର ଡ୍ରେସିଂ ରୁମ୍ ଓ ସାଥି ଖେଳାଳିଙ୍କ ସହ ମଜା ମଧ୍ୟ କରୁଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ମଧ୍ୟ ଏଥିରୁ ବାଦ୍ ପଡି ନାହିଁ । କେନ୍ ଓ୍ୱିଲମସନଙ୍କ ନେତୃତ୍ୱରେ ହାଇଦ୍ରାବାଦ ନିକଟରେ ଆଡ୍ ସୁଟ୍ କରିଥିଲା । ଯେଉଁଥିରେ ଦକ୍ଷିଣ ଆଫ୍ରିକା ଖେଳାଳି ତଥା ମହାନ ବୋଲର […]

ଖେଳ ଦେଶ ବିଦେଶ

ଟାଇଟଲ ଆଶା ମଉଳିଲା : ଡେନମାର୍କର ଭିକ୍ଟରଙ୍କଠୁ ହାରିଲେ ଭାରତର ବ୍ୟାଡମିଣ୍ଟନ୍ ଷ୍ଟାର୍ ଲକ୍ଷ୍ୟ

ବର୍ମିଂହାମ,୨୧/୦୩: ଭାରତର ଉଦୀୟମାନ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ଙ୍କ ଅଲ ଇଂଲଣ୍ଡ ସୁପର୧୦୦୦ ବ୍ୟାଡମିଣ୍ଟନ ଟାଇଟଲ ସ୍ୱପ୍ନ ମଉଳି ଯାଇଛି । ଜାଏଣ୍ଟ କିଲର ଭାବେ ପରିଚିତ ଟୁର୍ଣ୍ଣାମେଣ୍ଟରେ ଭାରତର ଲକ୍ଷ୍ୟ ସେନ ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ୍‌ରେ ଟପ୍‌ ସିଡ୍‌ ଡେନ୍‌ମାର୍କର ଭିକ୍ଟର ଆକ୍ସେଲସେନଙ୍କ ଠାରୁ ପରାଜିତ ହୋଇଥିଲେ । ସପ୍ତାହେ ତଳେ ଅନୁଷ୍ଠିତ ଜର୍ମାନ ଓପନରେ ସେ ଆକ୍ସେଲସେନଙ୍କୁ ହରାଇଥିଲେ । ହେଲେ ବର୍ମିଂହାମ୍‌ରେ ତାଙ୍କୁ ଟକ୍କର ଦେଇ ପାରି ନଥିଲେ । […]

ଖେଳ ଦେଶ ବିଦେଶ

ଶକ୍ତିଶାଳୀ ହେଲା ଦିଲ୍ଲୀ କ୍ୟାପିଟାଲ୍ସ, ଦଳରେ ସାମିଲ ହେଲେ ଏନରିକ୍

ନୂଆଦିଲ୍ଲୀ, ୨୦/୦୩: ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ ୨୦୨୨ । ତେବେ ଏହାପୂର୍ବରୁ ଋଷଭ ପନ୍ତଙ୍କ ନେତୃତ୍ୱାଧିନ ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ଆଶ୍ୱସ୍ତିକର ଖବର ମିଳିଛି । ଦଳର ଦ୍ରୁତ ବୋଲର ଏନରିକ୍ ନୋର୍ଟଜେ ମୁମ୍ବାଇରେ ପହଁଚିଛନ୍ତି । ଗତ କିଛି ଦିନ ଧରି ନୋର୍ଟଜେ ଆଇପିଏଲ ଖେଳିବେ ନା ନାହିଁ ସେନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ୨୦୨୧ ଟି୨୦ ବିଶ୍ୱକପ ପରେ ଏନରିକ୍ କ୍ରିକେଟରୁ ଦୂରରେ ଥିଲେ । ଲଗାତର […]