ବିବାହର ୩ ମାସ ପରେ ରେଜିଷ୍ଟ୍ରି ମ୍ୟାରେଜ୍ କଲେ ଭିକି-କ୍ୟାଟ୍ରିନା, ପରିବାରଙ୍କ ସହ କୋର୍ଟରେ ପହଞ୍ଚିଲେ କପଲ
ନୂଆଦିଲ୍ଲୀ ୨୪।୦୩ : ବଲିଉଡର ପ୍ରସିଦ୍ଧ ଦମ୍ପତି କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।, ସେମାନଙ୍କ ବିବାହ ବର୍ତ୍ତମାନ ତିନିମାସ ହୋଇଛି। ବର୍ତ୍ତମାନ ଉଭୟେ ମଧ୍ୟ ସେମାନଙ୍କର ବିବାହକୁ କୋର୍ଟରେ ପଞ୍ଜୀକୃତ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା ଏବଂ ଭିକିଙ୍କ ପରିବାର ଉପସ୍ଥିତିରେ ବିବାହ ପଞ୍ଜିକରଣ ତଥା ରେଜେଷ୍ଟ୍ରି ମ୍ୟାରେଜ୍ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହୋଇଛି। କହିବାକୁ ଗଲେ ଗତ ବର୍ଷ ଡିସେମ୍ବର ୯ରେ କ୍ୟାଟ୍ରିନା ଏବଂ […]