ଶ୍ରଦ୍ଧା କପୁର-ରୋହନ ଶ୍ରେଷ୍ଟାଙ୍କ ସମ୍ପର୍କରେ ଫାଟ ! ୪ ବର୍ଷ ଡେଟ୍ କରିବା ପରେ ହେଲେ ଅଲଗା
ନୂଆଦିଲ୍ଲୀ ୨୫।୦୩ : ବଲିଉଡର ଚୁଲ୍ବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁର ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ହେଲେ ତାଙ୍କ ସେ ସର୍ବଦା ପ୍ରେମ ଜୀବନ ବିଷୟରେ କଥାବାର୍ତ୍ତା ଠାରୁ ଦୂରେଇ ରୁହନ୍ତି । ବଲିଉଡ ଜଣାଶୁଣା ଫଟୋଗ୍ରାଫର ରୋହନ ଶ୍ରେଷ୍ଟାଙ୍କୁ ଡେଟ କରୁଥିବା ଜଣାପଡିଥିଲା। କଲେଜ ସମୟରୁ ଉଭୟ ପରସ୍ପରକୁ ଜାଣିଛନ୍ତି । ଦୀର୍ଘ ସମୟ ଧରି ସେମାନଙ୍କ ବିବାହର ଖବର ମଧ୍ୟ ସାମ୍ନାକୁ ଆସୁଛି । କିନ୍ତୁ ବର୍ତ୍ତମାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶ୍ରଦ୍ଧା କପୁର […]